Odia GK: ସେ କିଏ ଯିଏ ରାତି ଅଧରେ ଆସେ ଓ ରାତି ଅଧରେ ଚାଲିଯାଏ ? 99% ଲୋକ Fail

ନାମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ନୂଆ ନୂଆ ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ । ଯେଉଁ ପ୍ରଶ୍ନ ହୁଏତ ଆପଣଙ୍କ ମନରେ ଉଙ୍କି ମାରିଥିବ କିନ୍ତୁ ଆପଣ ଏହାର ଉତ୍ତର ନ ପାଇଁ ନିରାଶ ହୋଇଯାଇଥିବେ । କିନ୍ତୁ ଆଜି ଆପଣଙ୍କ ମନରେ ଉଠିଥିବା ପ୍ରଶ୍ନର ଉତ୍ତର ଆମ ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ଯାହା ଆପଣଙ୍କୁ ବହୁତ ସହର୍ଜ୍ୟ କରିବ ଅନେକ କ୍ଷେତ୍ରରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଜାଣିବା କିଛି ଅଜଣା ପ୍ରଶ୍ନର ଉତ୍ତର ।

୧- ଜଣେ ବିଧାୟକ ହେବା ପାଇଁ ସର୍ବନିମ୍ନ କେତେ ବର୍ଷ ହେବା ଦରକାର ? ଉତ୍ତର: 25 ବର୍ଷ । ୨- ଇବ ଉପତ୍ୟାକା କୋଇଲାଖଣି କେଉଁ ଜିଲ୍ଲାରେ ଅଛି ? ଉତ୍ତର: ଝାରସୁଗୁଡା । ୩- ବସ୍ତୁର ମୌଳିକ ଗୁଣ ବହନ କରୁଥିବା କ୍ଷୁଦ୍ରତମ କନିକାର ନାମ କଣ ? ଉତ୍ତର: ଅଣୁ । ୪- ପ୍ରଥମ ପାଞ୍ଚ ବାର୍ଷିକ ଯୋଜନା କେବେ ଆରମ୍ଭ ହୋଇଥିଲା ? ଉତ୍ତର: ୧୯୫୧ ମସିହାରେ । ୫- ବୌଦ୍ଧ ଧର୍ମର ପ୍ରତିଷ୍ଠାତା କିଏ ? ଉତ୍ତର: ଗୌତମ ବୁଦ୍ଧ । ୬- କେଉଁ ନଦୀ କୂଳରେ ଅହମଦାବାଦ ସହର ଅବସ୍ଥିତି ? ଉତ୍ତର: ସାବରମତି ।

୭- କେଉଁ ସୀମାରେଖା ଭାରତ ଏବଂ ଚୀନକୁ ପୃଥକ କରୁଛି ? ଉତ୍ତର: ମ୍ୟାକ ମୋହନ ଲାଇନ । ୮- ପ୍ରଥମ ମହିଳା ଯନ୍ତ୍ରୀ କିଏ ? ଉତ୍ତର: ସୁଧୀରା ଦାସ । ୯- ବୁର୍ଲା ମେଡିକାଲ କଲେଜ କେଉଁ ମସିହାରେ ସ୍ଥାପନ ହୋଇଥିଲା ? ଉତ୍ତର: ୧୯୫୯ । ୧୦- କେଉଁ ଗ୍ରହ ଫୁକିଆ ତାରା ଭାବେ ପରିଚିତ ? ଉତ୍ତର: ଶୁକ୍ର ।

୧୦- କେଉଁ ନଦୀର ସ୍ରୋତର ଡୁଡୁମା ଜଳପ୍ରପାତ ପ୍ରବାହିତ ? ଉତ୍ତର: ମାଛକୁଣ୍ଡ । ୧୧-  ନନ୍ଦ ବଂଶର ପ୍ରତିଷ୍ଠାତା କିଏ ? ଉତ୍ତର: ମହାପଦ ନନ୍ଦ । ୧୨-  ସୁନାବେଡା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ ? ଉତ୍ତର: ନୂଆପଡା । ୧୩-  ଦାସ ବଂଶର ପ୍ରତିଷ୍ଠାତା କିଏ ? ଉତ୍ତର: କୁତବୁଦ୍ଧିନ ଆଇବାକ ? ଗ୍ରୀନଲ୍ୟାଣ୍ଡ କେଉଁ ମହାଦେଶରେ ଅବସ୍ଥିତି ? ଉତ୍ତର: ଉତ୍ତର ଆମେରିକା ।

୧୪- କେଉଁ ଦେଶରେ ପ୍ରଥମେ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଥିଲା ? ଉତ୍ତର: ରୁଷିଆ । ୧୫- ପୃଥିବୀର ଦୀର୍ଘତମ ରେଳଷ୍ଟେସନ କେଉଁଠାରେ ଅବସ୍ଥିତି ? ଉତ୍ତର: ଝାରସୁଗୁଡା, ଭାରତ । ୧୬- ପୃଥିବୀର ଦୀର୍ଘତମ ନଦୀବନ୍ଧ କେଉଁଠି ଅବସ୍ଥିତି ? ଉତ୍ତର: ହୀରାକୁଦ, ଓଡିଶା । ୧୭- ପୃଥିବୀର କେତୋଟି ମହାଦେଶ ଅଛି ? ଉତ୍ତର: ୭ଟି ।

୧୮- ସେ କିଏ, ଯିଏ ରାତି ଅଧରେ ଆସେ ଓ ରାତି ଅଧରେ ଚାଲିଯାଏ ? ଉତ୍ତର: ତାରିଖ । ୧୯- ଜଳବହୁଳ ମହାଦେଶ କେଉଁଟି ? ଉତ୍ତର: ଆଣ୍ଟାର୍ଟିକା । ୨୦- ଜନବହୁଳ ମହାଦେଶ କେଉଁଟି ? ଉତ୍ତର: ଏସିଆ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।