ଶୋଇବା ପୂର୍ବରୁ ଜପନ୍ତୁ ହନୁମାନଙ୍କ ଏହି ସହଜ ମନ୍ତ୍ର, କିଛି ସେକେଣ୍ଡରେ ଦେଖିବେ ଚମତ୍କାର ସବୁ ସମସ୍ଯା ଚୁଟକିରେ ଦୂର ହୋଇଯିବ

ନମସ୍କାର ବନ୍ଧୁଗଣ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରାଯାଇ । କିନ୍ତୁ ବିନା କୌଣସି ମନ୍ତ୍ରରେ ପୂଜା କରିବା ଅଧୁରା ହୋଇଥାଏ । ସମସ୍ତ ଭଗବାନଙ୍କର ଅଲଗା ଅଲଗା ମନ୍ତ୍ର ରହିଛି । ଯାହାକୁ ପାଠ କରିବା ଦ୍ଵାରା ସେହି ଭଗବାନ ନିଶ୍ଚୟ ପ୍ରସନ୍ନ ହୋଇଥାନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ବଜରଙ୍ଗବଲି ହନୁମାନ କହିଥିବା ମନ୍ତ୍ର ସମ୍ପର୍କରେ ଜଣାଇବାକୁ ଯାଉଛୁ ଯାହାର ପାଠ କରି ଆପଣ ଚିନ୍ତା ମୁକ୍ତ ହେବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଦୁଇଟି ମନ୍ତ୍ର ସମ୍ପର୍କରେ ।

ହନୁମାନଙ୍କ ମନ୍ତ୍ରକୁ ଆପଣଙ୍କୁ ପାଞ୍ଚ ଥର ପାଠ କରିବା ଆବଶ୍ୟକ । ସେହି ମନ୍ତ୍ରଟି ହେଉଛି, ଦିନ ଦୟାଲ ବିରୋଧୀ ସମ୍ଭାରି ହରଉ ନାଥ ମମଃ ସଙ୍କଟ ଭାରି । ଆପଣଙ୍କୁ ଏହି ମନ୍ତ୍ରର ପାଠ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପାଞ୍ଚ ଥର କିମ୍ବା ଏଗାର ଥର କହିବା ଆବଶ୍ୟକ । ଏହି ମନ୍ତ୍ରର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟକୁ ଭଗବାନ ଦୂର କରିବେ ।

ଆପଣ ଯଦି କୌଣସି ବିପଦରେ ଘେରି ହୋଇ ରହିଥାନ୍ତି ତେବେ ଆପଣ ଏହି ମନ୍ତ୍ର ଜପ କରିବା ଫଳରେ ସେହି ସମସ୍ୟା ସବୁକୁ ଭଗବାନ ହରଣ କରିଥାନ୍ତି ଏବଂ ଆପଣଙ୍କୁ ବିପଦଋ ରକ୍ଷା କରିଥାନ୍ତି । ଆପଣ ମାନେ ତ ଜାଣିଥିବେ ବଜରଙ୍ଗ ବଳୀ ହନୁମାନଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଏ । କାରଣ ବଜରଙ୍ଗ ବଲି ଯାହା ଉପରେ ନିଜର କୃପା ଦୃଷ୍ଟି ରଖନ୍ତି ବାଆ ଯାହା ଉପରେ ପ୍ରସନ୍ନ ଥାନ୍ତି ସେହି ମଣିଷ ଉପରେ ଆସୁଥିବା ସମସ୍ତ ସଙ୍କଟ ଏବଂ ବାଧା ବିଘ୍ନ ଦୂର ହୋଇଯାଇଥାଏ ।

ଭଗବାନଙ୍କୁ ନିଜ ସହ ଯୋଡି ରଖିବା ପାଇଁ ମନ୍ତ୍ର ହିଁ ଏକମାତ୍ର ଜରିଆ ହୋଇଥାଏ । ଏହି ମନ୍ତ୍ର ପାଠ ସାହାର୍ଯ୍ୟରେ ଆମେ ଭଗବାନଙ୍କୁ ସନ୍ତୁଷ୍ଟ କରାଇ ପାରିବା । ମନ୍ତ୍ର ବିନା କୌଣସି ପୂଜା ମଧ୍ୟ ସଫଳ ହୋଇନଥାଏ । ମନରୁ ଉଚ୍ଚାରଣ କରୁଥିବା ମନ୍ତ୍ରର ପ୍ରତ୍ୟକ ଶବ୍ଦ ଭଗବାନଙ୍କ ପାଖରେ ପହଞ୍ଚିଥାଏ ।

ଯାହାଫଳରେ ମଣିଷ ଭଗବାନଙ୍କ ସହ ନିଜର ଭାବନାକୁ ଯୋଡି ରଖିବା ପାଇଁ ସକ୍ଷମ ହୋଇଥାଏ । ମନେ ରଖିବେ ଯେତେବେଳେ ବି ଆପଣଙ୍କ ଜୀବନରେ ସଙ୍କଟ ବା କୌଣସି ବାଧା ବିଘ୍ନ ଦେଖା ଦେବ ଆପଣଙ୍କୁ ଏହି ମନ୍ତ୍ରର ପାଠ ରାତିରେ କରି ଶୋଇବା ଦରକାର ।

ଯଦି ଆପଣ ନିଜ ଜୀବନରୁ ଦୁଃଖ କଷ୍ଟ ଦୂରେଇ ଦେବାକୁ ଚାହୁଁଥାନ୍ତି ତେବେ ଆପଣ ପ୍ରତ୍ୟକ ଦିନ ରାତିରେ ହନୁମାନଙ୍କ ଏହି ମନ୍ତ୍ର ଉଚ୍ଚାରଣ କରି ସୁଅନ୍ତୁ । ମନ୍ତ୍ର ବହୁତ ପ୍ରଭାବଶାଳି ହୋଇଥାଏ ।  ମନ୍ତ୍ରର ଉଚ୍ଚାରଣ ଫଳରେ ଏହାର ସୁପ୍ରଭାବ ଆମ ଉପରେ ପଡିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।