ନିଶାରେ ଅତିଥି ଘରକୁ ଆସୁଥିଲେ ଆଉ ତାଙ୍କୁ ବାଥରୁମକୁ ନେଇ Archana କରୁଥିଲେ ଏମିତି କାଣ୍ଡ, ଦେଖନ୍ତୁ video 

ସିନ୍ଦୂର, ମଙ୍ଗଳସୂତ୍ର ଆଉ ଶଙ୍ଖା ପିନ୍ଧିଛନ୍ତି ହେଲେ ମନରେ ଖାଲି କାମୁକତା ଏବଂ ପୁଳା ପୁଳା ଟଙ୍କା ରୋଜଗାର କରିବାର ଚିନ୍ତା । ବଡବଡିଆଙ୍କ ସହ ସମ୍ପର୍କରେ ଆସିବା ପରେ ଅର୍ଚ୍ଚନା ସେମାନଙ୍କୁ ନିଜ ରାଜପ୍ରସାଦ ଭଳି ଘରକୁ ଡାକୁଥିଲେ । ଯେଉଁଠି ରହିଛି ବେଶ ଚାକଚକ୍ୟ ବେଡରୁମ୍ । ଅତିଥି ମାନେ ମଦ ନିଶାରେ ତାଙ୍କ ପାଖକୁ ଆସିବା ପରେ ଅର୍ଚ୍ଚନା ଭିନ୍ନ ପ୍ରକାରର ଆନନ୍ଦ ଦେଉଥିଲେ । ଅର୍ଚ୍ଚନା କୁଆଡେ ଅତିଥିଙ୍କୁ ବାଥରୁମ୍ ଭିତରକୁ ଟାଣି ନେଉଥିଲେ ଆଉ ସବୁ ସାୱାର ଖୋଲି ଦେଉଥିଲେ

। ଏହାପରେ ସେହି ଅତିଥିଙ୍କ ସହ ମିଶି ଭିଜୁଥିଲେ ଅର୍ଚ୍ଚନା । ଆଉ ଧୀରେ ଧୀରେ ଅତିଥିଙ୍କ ନିଶା ଛାଡିବା ସହ ତାଙ୍କୁ ବେଡରୁମ୍ କୁ ଟାଣି ଆଣୁଥିଲେ ଅର୍ଚ୍ଚନା । ଆଉ ସେଠାରେ ଦେଉଥିଲେ ଶାରୀରିକ ସୁଖ । ହେଲେ ବେଡରୁମରେ ଲାଗିଥାଏ ଅନେକ ଗୁଡିଏ ସିସିଟିଭି କ୍ୟାମେରା । ଯାହା ଅତିଥି ଜମାବି ଜାଣି ପାରନ୍ତି ନାହିଁ । ଏପଟେ ଶାରୀରିକ ସମ୍ପର୍କ ରଖିବାର ଗୋଟିଏ ଗୋଟିଏ ଦୃଶ୍ୟକୁ ରେକର୍ଡ କରେ ସିକ୍ରେଟ କ୍ୟାମେରା ।

ଆଉ ସକାଳ ହେଲେ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାର ଭୟ ଦେଖାଇ ଅତିଥିଙ୍କ ଠାରୁ ଲୁଟୁଥିଲେ ପୁଳା ପୁଳା ଟଙ୍କା । ଯେଉଁଥିରେ ସ୍ଵାମୀ ଜଗବନ୍ଧୁ ଚାନ୍ଦ ବି ପୂର୍ଣ୍ଣ ସହଯୋଗ ଦେଉଥିଲେ । ଜଗବନ୍ଧୁ ଅର୍ଚ୍ଚନାଙ୍କ ସବୁ ପ୍ଳାନରେ ସାମିଲ ଥିଲେ ଓ କ୍ୟାମେରା ପଛରେ ରହୁଥିଲେ । ଏମିତି ସ୍ଵାମୀ ସ୍ତ୍ରୀ ମିଶି ବଡବଡିଆଙ୍କୁ ବ୍ଳାକମେଲ କରି ଟଙ୍କା ଆଣୁଥିଲେ ।

ଆଉ ସେହି ଟଙ୍କାରେ ଅର୍ଚ୍ଚନା କିଭଳି ବିଶାଳ ସାମ୍ରାଜ୍ୟ ଗଢିଥିଲେ ତାହା ଏବେ ସାରା ଓଡିଶାବାସୀ ଦେଖୁଛନ୍ତି । ଅତିଥିମାନେ ଘରକୁ ଆସିବା କଥା ସ୍ଵାମୀ ସବୁ ଜାଣୁଥିଲେ ହେଲେ ସ୍ତ୍ରୀକୁ ଗୋଟିଏ ରୁମ୍ ରେ ଛାଡିଦେଇ ଅନ୍ୟ ରୁମ୍ କୁ ଚାଲି ଯାଉଥିଲେ । ସ୍ତ୍ରୀର ଏଭଳି କାମରେ ଟଙ୍କା ଲୋଭରେ ରାଜି ହୋଇ ଯାଉଥିଲେ ସ୍ଵାମୀ । ଜଣାପଡିଛି ଯେ, ଗେଷ୍ଟମାନେ ଯେତେବେଳେ ଅର୍ଚ୍ଚନାଙ୍କ ଘରକୁ ଆସୁଥିଲେ ସେମାନେ ଖୁବ ନିଶାସକ୍ତ ଅବସ୍ଥାରେ ଆସୁଥିଲେ । ଆଉ ତାଙ୍କୁ ପ୍ରେମ ଯାଦୁ ଦେଖେଇ ନିୟନ୍ତ୍ରଣ କରୁଥିଲେ ଅର୍ଚ୍ଚନା ।

ଆଉ ଏହାପରେ ଶାରୀରିକ ସମ୍ପର୍କର ଲୋଭ ଦେଖାଇ ରଖୁଥିଲେ ସମ୍ପର୍କ । ହେଲେ ଏହାକୁ ବଡବଡିଆ ସହଜରେ ବୁଝି ପାରୁ ନଥିଲେ । ସିଧାସଳଖ ଫସି ଯାଉଥିଲେ ଆଉ ପରବର୍ତ୍ତୀ ସମୟରେ ଭିଡିଓ ଭାଇରାଲ ହେବା ଭୟରେ ଓଜାଡି ଦେଉଥିଲେ ଟଙ୍କା । ଯେଉଁ ଟଙ୍କାରେ ଅର୍ଚ୍ଚନା ରାଣୀ ଭଳି ଜୀବନ କାଟୁଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।