ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ହେବ । ବିଦେଶରେ ରହୁଥିବା ଲୋକେ ଘରକୁ ଆସିବେ । ପ୍ରେମୀ ଙ୍କ ସହ ସମୟ ବ୍ଯତୀତ କରିବେ । ସନ୍ତାନ କୁ ନେଇ ମନେ ମନେ ଚିନ୍ତା ରେ ରହିବେ । ତେଣୁ ପୂର୍ଣ୍ଣ ବିଚାର ଓ ବିଶ୍ଵସନୀୟ ଲୋକଙ୍କ ଠାରୁ ରାଏ ନେଇ ବିଚାର କରନ୍ତୁ । ବ୍ୟାପାର ରେ ଶତ୍ରୁ ସକ୍ରିୟ ହେବେ । ଧାର୍ମିକ ଯାତ୍ରା ର ଯୋଗ ରହିଛି । ପୂର୍ବରୁ କରିଥିବା ନିବେଶରେ ଲାଭ ପାଇବେ । ଜରୁରୀ କାମ ଓ ଦାୟିତ୍ଵ ଭଲ ଭାବେ ନିଭାଇବେ । ନିଜର କ୍ରୀଏଟିଭୀଟି ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ ।
ବୃଷ ରାଶି : ଆଜି ଆପଣଙ୍କର ମସ୍ତିଷ୍କ ତୀବ୍ର ଗତିରେ କାମ କରିବ ଯାହାର ଉପୋଯୋଗ ଆପଣ ଭବିଷ୍ୟତରେ ଯୋଜନାରେ ଲାଗିବେ । ନିଜର ବ୍ୟବହାର ରେ ପରିବର୍ତ୍ତନ ଆଣନ୍ତୁ । ପାରିବାରିକ ସମସ୍ଯା ପରସ୍ପର ଭିତରେ ସମାଧାନ ହେବ । କାର୍ଯ୍ୟ ସ୍ଥଳରେ କର୍ମଚାରୀ ଙ୍କ ସହଯୋଗ ମିଳିବ । ଆଜୀବିକା ର ନୂଆ ସ୍ରୋତ ମିଳିବ । ଆପଣ ଋତୁ ଭଳି ଭଲ ଅନୁଭବ କରିବେ । ଧ୍ୟାନ କରିବା ସହ ଯୋଗ କରନ୍ତୁ । କାରୋବାର ସହ ଜଡିତ ଲୋକଙ୍କ ପାଇଁ ଭଲ ଲାଭର ଯୋଗ ଅଛି ।
ମିଥୁନ ରାଶି : ଆଜି ପାରିବାରିକ ସ୍ତର ରେ ଖୁସି ରେ ବୃଦ୍ଧି ହେବ । ଆପଣଙ୍କର ଭାବନାତ୍ମକ ସହଯୋଗ ମିଳିପାରେ । ବନ୍ଧୁ ଓ ପରିଜନ ଙ୍କ ସହ ସମ୍ପର୍କ ଭଲ ରହିବ । କୋର୍ଟ କଚେରୀ ମାମଲାରେ ସମାଧାନ ରୁହନ୍ତୁ । ନିବେଶ ସହ ଜଡିତ କୌଣସି କାର୍ଯ୍ୟ କୁ ତାଳି ଦିଅନ୍ତୁ । ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚ ହୋଇପାରେ । ସାମାଜିକ ଓ ସାମୁହିକ କାର୍ଯ୍ୟ ପାଇଁ ଲୋକଙ୍କ ସହ ଭେଟ ହେବ । ଆପଣ ଫୁର୍ତ୍ତି ଅନୁଭବ କରିବେ ।
କର୍କଟ ରାଶି : ବେରୋଜଗାର ଙ୍କୁ ରୋଜଗାର ର ସାଧନ ସୁଲଭ ହେବ । ପରିବାର ରେ ମାତା ପିତା ଙ୍କ ସହଯୋଗ ମିଳିବ । ଆପଣଙ୍କୁ ମାତା ଙ୍କ ଠାରୁ କୌଣସି ଉପହାର ମିଳିପାରେ । ଏହି ରାଶିର ଯେଉଁ ଲୋକ ପତ୍ରକାର ଅଟନ୍ତି ସେମାନଙ୍କୁ କାର୍ଯ୍ୟ କ୍ଷେତ୍ର ରେ ଆଗକୁ ବଢିବାର ନୂଆ ଅବସର ମିଳିବ । ସମାଜରେ ସେମାନଙ୍କର ନାମ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ଆପଣ ମନୋରଞ୍ଜନ ସାଧନାରେ ଅହଡିକ ଖର୍ଚ୍ଚ କରିବେ ।
ସିଂହ ରାଶି : ନୂଆ ବିଜେନ୍ସ ବା ଚାକିରି ର ଅଫର ଆପଣଙ୍କୁ ମିଳିପାରେ । ଶିକ୍ଷା, ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ବଡ ଖୁସି ଖବର ମିଳିବାର ଜଗ ରହିଛି । ଆପଣଙ୍କୁ ଆୟ ର ନୂଆ ସ୍ରୋତ ମିଳିବ । ଏହା ଦ୍ଵାରା ଆର୍ଥିକ ସ୍ଥିତି ଭଲ ହେବ । କୌଣସି କାମ ପୁରା କରିବାରେ ଜୀବନ ସାଥିଙ୍କ ପରାମର୍ଶ ନିଅନ୍ତୁ । ପ୍ରେମୀ ଯୁଗଳ ଙ୍କ ପାଇଁ ସମୟ ବେହତର ରହି ବ । ଆପଣ ଅନ୍ୟ ର ଭଲ ଯେତେ କରିବେ ଆପଣଙ୍କୁ ଜୀବନରେ ସେତେ ଅଧିକ ପ୍ରଗତି ମିଳିବ । ସ୍ୱାସ୍ଥ୍ୟ ରେ ସୁଧାର ଆସିବାର ସମ୍ଭାବନା ରହିଛି ।
କନ୍ୟା ରାଶି : କୌଣସି ମହିଳା ମିତ୍ରା ଙ୍କ ସହୟାତରେ ଆପଣଙ୍କ ଯୋଜନା ଫଳପ୍ରଦ ହେବ । ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ହେବ । ସ୍ୱାସ୍ଥ୍ୟ ରେ ସୁଧାର ଆସିବାର ସମ୍ଭାବନା ରହିଛି । ପ୍ରେମୀ ଯୁଗଳ ପରସ୍ପରକୁ ଉପହାର ଦେବେ । ଏହା ଦ୍ଵାରା ସମ୍ପର୍କ ଅଧିକ ମଜବୁତ ହେବ । ମାତା ପିତା ଙ୍କ ସହଯୋଗ ରେ ଆପଣଙ୍କର ଉନ୍ନତି ର ମାର୍ଗ ଖୋଲିବ । ଆପଣଙ୍କ ଦ୍ଵାରା କୁହା ଯାଇଥିବା କୌଣସି କଥା କାହାକୁ ଖରାପ ଲାଗିପାରେ । ଆଜି କାରୋବାର ବେହତର ରହିବ । ଯାତ୍ରା ର ଲାଭ ମିଳିବ ।
ତୁଳା ରାଶି : ଆଜି ଆପଣ ନିଜର କାମ କାର୍ଯ୍ୟ ବଢାଇବାରେ ସଫଳ ହେବ । ସନ୍ତାନ ପକ୍ଷ ରୁ ଖୁସି ଖବର ମିଳିବ । କୌଣସି ନିଜ ଲୋକଙ୍କ ସହ ବିବାଦ ହୋଇପାରେ । ଏହି ରାଶିର ଛାତ୍ର ପରୀକ୍ଷା ରେ ଭଲ ପରିଣାମ ପାଇବେ । କଳା କ୍ଷେତ୍ର ରେ ଜଡିତ ବ୍ୟକ୍ତି ଙ୍କୁ ସମ୍ମାନ ମିଳିବ । ଏହା ସହ ଲୋକେ ଆପଣଙ୍କର ପ୍ରେରଣା ପାଇବେ । ଆପଣଙ୍କ କାମରେ ସ୍ଥିରତା ଆସିବ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ପଜେଟିଭ ବିଚାର ମନରେ ଆସିବ । ପ୍ରୟାସ କରିଲେ ସଫଳ ହେବେ ।
ବିଛା ରାଶି : ପରିଜନ ଙ୍କ ସହ ଖୁସି ର ସମୟ ବ୍ଯତୀତ କରିବେ । କୌଣସି କାର୍ଯ୍ୟ ପ୍ରତି ଆଶଙ୍କା ରହିବ ଯାହା ନିର୍ମୂଳ ସିଦ୍ଧ ହେବ । ଆଜି ଆପଣଙ୍କର ଉନ୍ନତି ର ମାର୍ଗ ପ୍ରଶସ୍ତ ହେବ । ଭାଗ୍ୟ ଆପଣଙ୍କର ପୁରା ସାଥ ଦେବ । ଅଧ୍ୟୟନ ବା ଆଧ୍ୟାତ୍ମ ରେ ରୁଚି ବଢିବ ସ୍ଵାଭାବିକ ଅଟେ । ଆପଣଙ୍କ ଗୁପ୍ତ କଥା ବା ପ୍ଳାନ ସମସ୍ତଙ୍କ ଆଗକୁ ଆସିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବରେ ବେହତର ସଫଲତା ପାଇଁ କାର୍ଯ୍ୟ ଯୋଜନାରେ ପରିବର୍ତ୍ତନ ଆଣନ୍ତୁ ।
ଧନୁ ରାଶି : ଆଜି କାର୍ଯ୍ୟ ଭାର ଅଧିକ ରହିବ । ସମ୍ପତି ରୁ ଲାଭ ମିଳିପାରେ । ଆଜି ଦିନ ଟି ଆପଣଙ୍କ ପାଇଁ ସନ୍ତୁଷ୍ଟି ପୂର୍ଣ୍ଣ ହେବ । ସାମାଜିକ, ଧାର୍ମିକ କାମରେ ଭାଗ ନେବା କାରଣରୁ ଆପଣଙ୍କର ସମ୍ମାନ ବଢିବ । ଆପଣ ନିଜ କାମରେ ଅଧିକ ଧାନ କେନ୍ଦିତର କରିବେ ଓ ଅତିରିକ୍ତ ପ୍ରୟାସ ବି କରିବେ । ଆର୍ଥିକ ଉନ୍ନତି ପାଇଁ ନୂଆ ଯୋଜନା କରିବେ । ଖାଦୟେପୟର ଉପରେ ଧ୍ୟାନ ଦିଅନ୍ତୁ ।
ମକର ରାଶି : ଅଫିସରେ ଆଜି କୌଣସି ସହକର୍ମୀ ଙ୍କ ସହ ଭୁଲ ବୁଝାମଣା ହେବାରୁ ଆପଣ ଭୁଲ ମାଗିବେ । ଆଜି ଦିନ ଟି ଆପଣଙ୍କ ପାଇଁ ବହୁତ ବ୍ୟସ୍ତ ରେ ରହିବ । ଆପଣଙ୍କୁ ଏପଟ ସେପଟ ହେବାକୁ ପଡିପାରେ । ଏହା ଛଡା ଆପଣଙ୍କୁ ଲାଭ ବି ମିଳିପାରେ । ଆପଣଙ୍କୁ ମେହନତର ଫଳ ପ୍ରାପ୍ତ ହେବ ଓ ପରିଣାମ ବି ଆପଣଙ୍କର ଅନୁକୂଳ ଆସିବ । କୌଣସି ବିଗିଡି ଯାଇଥିବା କାମ ପୁରା ହେବ । ଘର ବାହାରେ ପ୍ରସନ୍ନତା ପୁର୍ବକ ମାହୋଲ ରହିବ ।
କୁମ୍ଭ ରାଶି : ଆଜି କୌଣସି ଛୋଟ ମୋଟ ପରିବର୍ତ୍ତନ କୁ ନେଇ ଚିନ୍ତା କରନ୍ତୁ ନାହି । ଛୋଟ ଯାତ୍ରା ପାଇଁ ଆଜି ଦିନ ଟି ଭଲ ଅଟେ । କାମର ଆରମ୍ଭ କରିବା ସମୟରେ ନିରାଶ ଅନୁଭବ ହୋଇପାରେ । କିନ୍ତୁ ଯେମିତି ଯେମିତି କାମ ବଢିବାରେ ଲାଗିବ ଉଶ୍ଚାହ ଫେରି ପାଇବ । ପରିବାର ସହ ବିତାଇଥିବା ସମୟ ଅପେକ୍ଷା ଠାରୁ ଅଧିକ ଆନନ୍ଦମୟ ହେବ । କାରୋବାର ରେ ସନ୍ତୁଷ୍ଟି ରହିବ । ସଫଲଟା ରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଅଜଣା ଲୋକ ଉପରେ ଭରସା କରନ୍ତୁ ନାହି ।
ମୀନ ରାଶି : ଆଜି କୌଣସି କଠିନ ମାମଲାରେ ସମଧନ କରିବେ । କିଛି ନୁଆ କରିବାକୁ ଚେଷ୍ଟା କରନ୍ତୁ । ବିଚାର କରି କୌଣସି କାମ ଆରମ୍ଭ କରନ୍ତୁ । ଚାକିରି ରେ ଅଧିକାରୀ ବର୍ଗ ପ୍ରସନ୍ନ ହେବେ । ଦରକାର ଠାରୁ ଅଧିକ ବାହାରର ଖାଦ୍ୟ ଖାଆନ୍ତୁ ନାହି । ଦାଂପତ୍ଯ ଜୀବନ ସୁଖମୟ ହେବ । ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ଅଜଣା ବ୍ୟକ୍ତି ଉପରେ ଭରସା କରନ୍ତୁ ନାହି । ସମାଜରେ ମାନ ସମାନ ରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।