Bollywoodରୁ ଆସିଲା ଦୁଃଖ ଖବର! Raju Srivastavଙ୍କ ପରେ ଏବେ ଏବେ ଆଖି ବୁଜିଲେ ଏହି ମହାନ ହାସ୍ୟାଅଭିନେତା….

ନମସ୍କାର ବନ୍ଧୁଗଣ, ପୁଣି ଥରେ ବଲିଉଡ କାମେଡି ଜଗତ ପାଇଁ ଆସିଲା ଦୁଖର ଖବର । ଲୋକମାନଙ୍କୁ ସବୁବେଳେ ହସାଉଥିବା ଲୋକଟି ଯେତେବେଳେ ସବୁଦିନ ପାଇଁ ଆଖିବୁଜିଦିଏ ସେତେବେଳେ ବହୁତ ଦୁଖ ଲାଗିଥାଏ । ରାଜୁଶ୍ରିବାସ୍ତବଙ୍କ ମୃତୁର ଦୁଖରୁ ଭାରଇ ନଥିବା ବେଳେ ପୁଣି ସବୁଦିନ ପାଇଁ ଆଖିବୁଜିଦେଲେ ଆଉ ଜଣେ ହାସ୍ୟ କଳାକାର ପରାଗ କଂସାରାଙ୍କର ହୃଦଘାତରେ ମୃତୁ ଘଟିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ କିଭଳି ଘଟିଲା ତାଙ୍କ ମୃତୁ ।

ସୂଚନା ଅନୁସାରେ ହାସ୍ୟ ଅଭିନେତା ପରାଗ କଂସାରାଙ୍କ ମୃତୁ ଖବର ପ୍ରସାରିତ ହେବା ପରେ ତାଙ୍କ ଫ୍ୟାନମାନଙ୍କୁ ଲାଗିଛି ଏକ ବଡ ଝଟକା । ଏବଂ ବଲିଉଡ ଜଗତ ହରାଇଛି ଆଉ ଜଣେ ସୁନାମ ଧନ୍ୟ ହାସ୍ୟ ଅଭିନେତାଙ୍କୁ ଯାହା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ସବୁଆଡେ ଶୋକରଛାୟା ଖେଳିଯାଇଛି । ଦିନେ ଯେଉଁ କଳା କାର ମାନେ ହସାଇ ହସାଇ ଲକଙ୍କ ସମସ୍ତ ଦୁଖ କଷ୍ଟକୁ ମନରୁ ଦୂରେଇ ଦେଉଥିଲେ ଆଜି ସେହି କଳାକାର ମାନେ ଆମମାନଙ୍କୁ ଶୋକର ସାଗରରେ ଭସାଇ ଆରପାରିକୁ ଚାଲିଯାଉଛନ୍ତି ।

ସତରେ ଟେଲିଭିଜନ ଜଗତର ଗୋଟିଏ ପରେ ଗୋଟିଏ ବିଖ୍ୟାତ କଳାକାରଙ୍କ ସହ ଏଭଳି ଅଘଟଣ ସମସ୍ତଙ୍କୁ  ସ୍ତବ୍ଦ କରିଦେଉଛି । ଏବଂ ହୃଦଘାତ ଜନିତ ମୃତୁ ହିନ ଏବେ ଏହାର ପ୍ରମୁଖ କାରଣ ପାଲଟି ଗଲାଣି । ୫୧ ବର୍ଷ ବୟସରେ ପରାଗ କଂସାରାଙ୍କ ମଧ୍ୟ ହୃଦଘାତରେ ମୃତୁ ଘଟିଛି । ବୁଧବାର ଦିନ ସକାଳେ ଏଭଳି ଏକ ଦୁଖଦାୟକ ଖବର ସମସ୍ତଙ୍କ ସାମ୍ନାକୁ ଆସିଥିଲା । ହାସ୍ୟ ଅଭିନେତା ସୁନୀଲ ପାଲ ପ୍ରଥମେ ପରଗଙ୍କର ବିୟୋଗ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।

ଏହି ସୂଚନା ଦେଖି   କୌଣସି ଲୋକ ମଧ୍ୟ ନିଜ କୋହକୁ ସମ୍ଭାଳି ପାରୁନାହାନ୍ତି । ଜଣଙ୍କ ପରେ ଜଣଙ୍କ ମୃତୁ ଲୋକଙ୍କୁ ଜୀବନ୍ତ ଅବସ୍ଥାରେ ମଧ୍ୟ ଅତ୍ୟନ୍ତ କଷ୍ଟ ଦେଇ ଚାଲିଛି । ନିଜ ଜୀବନରେ ଏତେ ଆଗକୁ ଯାଇ ନିଜ ନାମକୁ ଦେଶ ବିଦେଶରେ ପ୍ରକ୍ଷାତ କରି ସମସ୍ତଙ୍କର ପ୍ରିୟ ହୋଇ ଦିନେ ଏଭଳି ସବୁଦିନ ପାଇଁ ଚାଲିଯିବା ସତରେ ବହୁତ ଦୁଖ ଦେଇଥାଏ । ଏହିସବୁ ଦେଖି ମନରେ ଆସୁଛି ସତରେ ଜୀବନ କେତେ ଛୋଟ ନିଜ ଲୀଳା ଖେଳ ସାରି ସମସ୍ତଙ୍କୁ ଦିନେ ନା ଦିନେ ଆରପାରିକୁ ଯିବାକୁ ପଡିବ ସମସ୍ତଙ୍କୁ ଶୋକର ସାଗରରେ ଭସାଇ ।

ହସେଇ ହସେଇ ଆଖି ବୁଝୁଥିବା ଏହି କଳାକାର ମାନଙ୍କ ସ୍ଥାନ ଆଉ କେହି ପୁରା କରିପାରିବେ ନାହିଁ । ସମସ୍ତେ ସାରା ଜୀବନ ପାଇଁ ତାଙ୍କର ସେହି ହସୋଉଥିବା ମୁହଁକୁ ଝୁରିବେ । ଭଗବାନ ତାଙ୍କ ଆତ୍ମାର ସଦଗତି କରନ୍ତୁ । ଯେଉଁଠି ବି ରୁହନ୍ତୁ ଆଶା କରୁଛୁ ଭଲରେ ରହିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।