ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ପଇସା ମାମଲାରେ ଉନ୍ନତି ର ନୂଆ ରାସ୍ତା ଖୋଲିବ । ସଫଳତା ଆପଣଙ୍କ ହାତ ମୁଠା ରେ ରହିବ । କୌଣସି ନୂଆ ବ୍ୟକ୍ତି ଙ୍କ ସହ ବା ଏମିତି ମାହୋଲ ରେ ଯେଉଁଥି ରେ ଆପଣପ ପରିଚିତ ନୁହନ୍ତି ଭୋଜନ କରିବା ସମୟରେ ସାବଧାନ ରୁହନ୍ତୁ । ବ୍ୟାପାରୀ ବର୍ଗ ଛୋଟ ଛୋଟ କଥା କୁ ନେଇ ଚିନ୍ତା ରେ ରହିବେ । ଅନ୍ୟ ପକ୍ଷ ରେ ଅଟକି ରହିଥିବା ଧନ ଫେରି ପାଇବାର ସମ୍ଭାବନା ନଜର ଆସୁଛି । ଯେଉଁ ଲୋକ କୋର୍ଟ କଚେରୀ ମାମଲା ରେ ଜଡିତ ଅଛନ୍ତି ତାଙ୍କ କାମ ଆଜି ବେହତର ଉପାୟରେ ପୁରା ହେବ ।
ବୃଷ ରାଶି : ଆଜି ଆପଣ କିଛି ବହୁତ ମହତ୍ଵ ପୂର୍ଣ୍ଣ କମ ପୁରା କରିବା ପାଇଁ ଦାୟିତ୍ଵ ପାଇବେ । ଅଫିସିୟାଲି କାର୍ଯ୍ୟ ପୂର୍ଣ୍ଣ କରିବା ପାଇଁ ସହଯୋଗୀ ପୁରା ସାଥ ଦେବେ । ଅନ୍ୟ ପକ୍ଷ ରେ ଉଚ୍ଚ ଅଧିକାରୀ ଙ୍କ ସାନିଧ୍ୟ ପ୍ରାପ୍ତ ହେବ । ଫାଇନାନ୍ସ ସମ୍ବଧିତ କାରୋବାର କରୁଥିବା ଲୋକଙ୍କୁ ବଡ କ୍ଲାଇଣ୍ଟ ଙ୍କ ଠାରୁ ଭଲ ଫାଇଦା ମିଳିବ । କୌଣସି ନା କୌଣସି କଥାରେ ପଣଙ୍କ ମନ ଖରାପ ହୋଇପାରେ । ରୋମାନ୍ସ ରେ କଳ୍ପନା ଆଣିବା ଆପଣଙ୍କ ପାଇଁ ବହୁତ ଭଲ ରହିବ । ଦାଂପତ୍ଯ ଜୀବନ ଭଲ ରାଇବ
ମିଥୁନ ରାଶି : ଆଜି ଆପଣଙ୍କ ମନରେ ବିଚାର ଆସିପାରେ । ଅନେକ ଦିନରୁ ଅବରୋଧ ଥିବା ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ପୁରା ହେବ । ବ୍ୟବସାୟରେ କିଛି ବାଧା ଆସିପାରେ । ତେଣୁ ଆପଣ ନିଜ ପିତା ଙ୍କ ସହ ସେଯାର କରନ୍ତୁ ତାର ସମାଧାନ ନିଶ୍ଚୟ ମିଳିବ । ଅଚାନକ ଧନ ଲାଭ ହେବ । ପାରିବାରିକ ସମସ୍ଯା କୁ ସମାଧାନ କରିବାରେ ସଫଳ ହେବେ । ଆପଣଙ୍କର ଆମଦାନୀ ରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ପିଲା ମାନେ ଆଜି ଖେଳକୁଦ ରେ ଅଧିକ ରୁଚି ରଖିବେ । କିଛି ଲୋକ ଆପଣଙ୍କ ଠାରୁ ଅଧିକ ଆଶା ରଖିବେ ।
କର୍କଟ ରାଶି : ଆପଣଙ୍କ ମନରେ ଯାହା ବି ବିଚାର ଆସୁଛି ତାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହି । ରାଜନୀତି କାର୍ଯ୍ୟ ରେ ଆପଣ ଭାଗ ନେବେ । ଯାହା ପାଇଁ ଆପଣଙ୍କୁ ଲାଭ ଅବଶ୍ୟ ମିଳିବ । ଆପଣଙ୍କ ସମର୍ଥନ ଅନ୍ୟ ମାନଙ୍କ ପାଇଁ ଲାଭକାରି ସିଦ୍ଧ ହେବ । ନିଜର ବ୍ୟକ୍ତିତ୍ବ ରେ ଅଳ୍ପ ପରିବର୍ତ୍ତନ ଆଣନ୍ତୁ । ଆବେଶ ରେ ଆସି ଧର୍ଯ୍ୟ ଓ ଶାନ୍ତି ଭଙ୍ଗ କରନ୍ତୁ ନାହି । ଆଜି ଅଧିକାରୀ ଙ୍କ ସହ ଖାସ ମାମଲା ରେ ଆଲୋଚନା କରିବେ । ଆଜି ଆପଣ କୌଣସି କାମ କୁ ପୁରା ଆତ୍ମବିଶ୍ଵାସ ସହ ପୁରା କରିବେ ।
ସିଂହ ରାଶି : ସୁଖ ସୁବିଧାରେ ଧାନ ଖର୍ଚ୍ଚ ର ଯୋଗ ରହିଛି । ଜୀବନ ସତହୀଙ୍କ ସହ କୌଣସି ହିଲ ଷ୍ଟେସନ କୁ ଯିବାର ଯୋଜନା କରିବେ । ବିଜନେସ ରେ ସବୁ କିଛି ଭଲ ରହିବ । ଆଜି ଆପଣଙ୍କୁ ନିଜର ବ୍ୟାପାର ରେ କାହା କଥା ଉପରେ ଭରସା ରଖନ୍ତୁ ନାହି । ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଉଭୟ ଖୋଲା ରଖିକି କୌଣସି ନିସ୍ପତି ନିଅନ୍ତୁ । ଆପଣଙ୍କ ପାଖରେ ଅତିରିକ୍ତ ଊର୍ଜା ରହିଛି । ଯାହା ଆପଣଙ୍କ ପାଇଁ ପାର୍ଟି ବା ଆୟୋଜନ କରିବାକୁ ପ୍ରେରିତ କରିବ ।
କନ୍ୟା ରାଶି : ଆଜି ଆପଣଙ୍କର ସାମାଜିକ କାର୍ଯ୍ୟ ରେ ରୁଚି ବଢିବ । ଦାନ ଧର୍ମ ବା ନିଜର ଲାଭ ବିଷୟରେ ଚିନ୍ତା କରି କି କାମ କରିଲେ ଆପଣଙ୍କୁ ସନ୍ତୁଷ୍ଟି ଓ ଶାନ୍ତି ପ୍ରଦାନ କରିବ । ବୁଦ୍ଧି କୌଶଳ ଦ୍ଵାରା କରା ଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ । ପାରିବାରିକ ଦାୟିତ୍ଵ ରେ ପୂର୍ତ୍ତି ହେବ । ଆର୍ଥିକ ପକ୍ଷ ମଜୁତ ହେବ । ଆଜି ଆପଣ ନିଜର ବ୍ୟବସାୟ ରେ କୌଣସି ଡିଲ ସର୍ତ୍ତ ଅନୁଯାୟୀ ଫାଇନାଲ କରିବେ । ଯେଉଁ ଲୋକ ମାନଙ୍କର ଅତୀତ ରେ ନିଜର ଧାନ ନିବେଶ କରିଛନ୍ତି ସେଥିରୁ ଧନ ଲାଭ ହେବାର ସମ୍ଭାବନା ରହିଛି ।
ତୁଳା ରାଶି : ଆଜି ଆପଣ କୌଣସି ଧାର୍ମିକ ସ୍ଥାନ କୁ ଯାତ୍ରା କରିବାର ଯୋଜନା କରିବେ । ବିଦ୍ୟାର୍ଥୀ ଙ୍କୁ ଆଜି ମାନସିକ ବା ବୌଧିକ ଭାର ରୁ ରିହାତି ମିଳିବ । ପିତା ଙ୍କ ସହଯୋଗ ଦ୍ଵାରା ଜରୁରୀ କାମ ପୁରା ହେବ । ଆଜି ଆପଣଙ୍କୁ ନିଜର ଉପଲବ୍ଧି ରେ ଗର୍ବ ଅନୁଭବ କରିବେ । ଧନ ସମ୍ବଧି ମାମଲା ରେ ଓ ଦୀର୍ଘ କାଳୀନ ନିବେଶ କରିବା ପାଇଁ ଆଜି ଦିନ ଟି ଅନୁକୂଳ ରହିବ । ଆପଣ ନୂଆ ଫୋନ ବା କମ୍ପ୍ୟୁଟର କ୍ରୟ କରିବାକୁ ମନସ୍ଥ କରିବେ । କାମ ପ୍ରତି କୌଣସି ପ୍ରକାରର ଆଳସ୍ୟ କରନ୍ତୁ ନାହି ।
ବିଛା ରାଶି : ସହ କର୍ମୀ ଓ ବରିଷ୍ଠ ଙ୍କ ପୁରା ସହଯୋଗ ଅଫିସରେ ମିଳିବ । ଆର୍ଥିକ ମାମଲା ରେ ପ୍ରଗତି ହେବ । ଜୀବିକା କ୍ଷେତ୍ର ରେ ପ୍ରଗତି ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ସମ୍ପର୍କ ରେ ମଜବୁତି ଆସିବ । ଯଦି ଆଜି ଆପଣ କୌଣସି ସରକାରୀ କାର୍ଯ୍ୟ କରୁଛନ୍ତି ତେବେ ସେଥିରେ ନିଜର ଭାଇ ଙ୍କ ସାହାଜ୍ଯ ଅବଶ୍ୟ ନିଅନ୍ତୁ । ନଚେତ ଆପଣଙ୍କର ଏହି କାମ ଲମ୍ବା ସମୟ ଯାଏଁ ଅଟକିପାରେ । ଆପଣଙ୍କ ଭିତରେ ନୂଆ ଶକ୍ତି ସୃଷ୍ଟି ହେବ । ସଂଘର୍ଷ ସହ ସଫଳତା ଓ ଧନ ପ୍ରାପ୍ତି ହେବ ।
ଧନୁ ରାଶି : ଆଜି ଧନ ଲାଭ ର ଯୋଗ ରହିଛି । କୌଣସି ଧାର୍ମିକ ଯାତ୍ରା କୁ ଯିବାର ପ୍ଳାନ କରିବେ । ଆପଣଙ୍କର ମାନସିକ ଚିନ୍ତା ବଢିପାରେ । ଆପଣଙ୍କ ପରାମର୍ଶ ରହିଛି କି ନେଗେଟିଭ ଚିନ୍ତା ନିଜ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହି । କାମ କୁ ନେଇ ଆପଣଙ୍କର ଯୋଜନା ସଫଳ ହେବ । ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ ଆପଣଙ୍କର ମନୋକାମନା ପୁରା ହେବ । ନିବେଶ ଦ୍ରୁଷ୍ଟି ରୁ ଦିନ ଅନୁକୂଳ ରହିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।
ମକର ରାଶି : ମାତା ରାଣୀ ଙ୍କ ପୂଜା କରିଲେ ଆପଣଙ୍କର କଠିନ ପରିସ୍ଥିତି ର ସମାଧାନ ଆପଣଙ୍କର ବାହାରି ଯିବ । ଆଜି ଆପଣ କିଛି ଭଲ ଲୋକଙ୍କ ସହ ଭେଟ ହେବ ଯାହାଙ୍କ ସହ ସାକ୍ଷାତ କରି ଆପଣଙ୍କ ମନ ପ୍ରସନ୍ନ ହେବ । ଯଦି ଆଜି ଆପଣ କୌଣସି ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି ତେବେ ସତର୍କ ରୁହନ୍ତୁ । ଆପଣଙ୍କର ବ୍ୟବହାର ଓ କଥା କହିବାର ଶୈଳୀ କୁ ଅଧିକ ସଂବେଦନଶୀଳ ରହିବେ । ଆର୍ଥିକ ମାମଲା ଦୃଢ ରହିବ । ପିତା ବା ଧର୍ମ ଗୁରୁ ଙ୍କ ସହଯୋଗ ମିଳିବ ।
କୁମ୍ଭ ରାଶି : ଆଜି ଆପଣ ନିଜର କ୍ରୋଧ କାରଣରୁ ଗମ୍ଭୀର ସମସ୍ଯା ରେ ପଡି ପାରନ୍ତି । କୌଣସି ଶୁଭ ଖବର ଆପଣଙ୍କୁ ମିଳିବାରୁ ମନ ପ୍ରସନ୍ନ ହେବ । ଭାବନା କୁ ନିୟନ୍ତ୍ରଣ ରଖନ୍ତୁ । ତେଣୁ ନିଜର ଧ୍ୟାନ ରଖିବାର ଜରୁରତ ଅଛି । ଆପଣଙ୍କୁ ନିଜ କମାରେ ଉତଥାନ ପତନ ଆସିପାରେ । ଆଜି ଦିନରେ କାର୍ଯ୍ୟ ଭାର ବଢିବ । ନିଜ ଊ ପରେ ଭରସା ରଖନ୍ତୁ । ଚାକିରି କ୍ଷେତ୍ର ରେ ଉନ୍ନତି ହେବ । ସମାଜରେ ମାନ ସମାନ ରେ ବୃଦ୍ଧି ହେବ । ଯାହା ପାଇଁ ଲୋକେ ଆପଣଙ୍କର ରାଏ ମାଗିବେ ।
ମୀନ ରାଶି : ଆଜି ଚାକିରି ବା ଉଚ୍ଚ ଅଧିକାରୀ ଙ୍କ ସହ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ । ସ୍ଵାଭ୍ବିମାନ ଭଙ୍ଗ କରନ୍ତୁ ନାହି । ଆପଣ ଜୀବନ ସତାହି ଙ୍କ ଦେଖା କରିବାର ଅବସର ମିଳିବ । ଯେଉଁ ଲୋକେ ପରିବାର ଠାରୁ ଦୂରେ ରେ ଅଛନ୍ତି ସେମାନେ ପରିବାର ସହ ଭେଟ କରିବାର ଅବସର ମିଳିବ । ବିଜନେସ ସହ ଜଡିତ ଲୋକେ ବଡ ପରିବର୍ତ୍ତନ ବା ନବୀନ ବ୍ୟାପାର ଆରମ୍ଭ କରିବେ । ଚାକିରି କ୍ଷେତ୍ର ରେ ପଦୋନ୍ନତି ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।