ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କର ଅଟକି ରହିଥିବା ପଇସା ଆପଣଙ୍କୁ ପ୍ରାପ୍ତ ହୋଇପାରେ । ଆପଣଙ୍କର ଲମ୍ବା ଯାତ୍ରା କରିବାରୁ ବଞ୍ଚିତ ରୁହନ୍ତୁ । ଏଥିପାଇଁ ଆପଣଙ୍କର କେବଳ ପଇସା ଓ ସମୟ ବରବାତ ହେବ । କାମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ବ୍ୟାପାର ସହ ଜଡିତ ଜାତକ ଙ୍କୁ କୌଣସି ବଡ ଡିଲ କରିବାର ଅବସର ମିଳିବ । ମାତୃ ସମ୍ବଧିତ ଆପଣଙ୍କୁ ଅପ୍ରତ୍ୟାଶିତ ଉପାୟରେ ଅତ୍ୟଧିକ ଲାଭ ମିଳିପାରେ । ସ୍ୱାସ୍ଥ୍ୟ ମାମଲାରେ ଦିନ ଠିକ ରହିବ ।
ବୃଷ ରାଶି : ଆଜି କୌଣସି ମହତ୍ଵ ପୂର୍ଣ୍ଣ କାମ କରନ୍ତୁ ନାହି । ସଠିକ ସମୟର ଅପେକ୍ଷା କରିବାରେ ଆପଣଙ୍କର ଫାଇଦା ରହିଛି । ଚାକିରି କରୁଥିବା ଜାତକ ଙ୍କ ଉପରେ କାମ ଭାର ଅଧିକ ରହିବ । କିନ୍ତୁ ଆପଣ ପୁରା ମେହନତ ରେ ନିଜର ସବୁ କାମ ସମୟ ଅନୁଯାୟୀ ପୁରା କରିବାରେ ସଫଳ ହେବେ । ମାଲିକ ଆପଣଙ୍କ କାମରେ ଅଧିକ ପ୍ରଭାବିତ ହେବ । ଘର ର ବାତବାରଣ ସାନ୍ତ ରହିବ । ସମୟ ଅନୁଯାୟୀ ଅଫିସରେ ପହଞ୍ଚନ୍ତୁ । ଛୋଟ ବ୍ୟାପାର କରୁଥିଲେ ଲାଭ ପାଇବେ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ ।
ମିଥୁନ ରାଶି : ଖର୍ଚ୍ଚ ଅଧିକ ହୋଇପାରେ । ରଟେକ ଯାହାରେ ଅନ୍ୟ ର ଆଲୋଚନା କରନ୍ତୁ ନାହି । ବଡ ଙ୍କ ଠାରୁ ଆପଣଙ୍କୁ ଲାଭ ମିଳିବ । ବୈବାହିକ ଜୀବନରେ ମିଳାମିଶା ରହିବ । ବାଣୀ ରେ ଉଗ୍ରତା ଅଧିକ ରହିବ ଯାହାକୁ କମ କରିବାର ଜରୁରତ ଅଛି । ପାରିବାରିକ ବାତାବରଣ ଭଲ ରହିବ । ଆଜି ଖର୍ଚ୍ଚ ଅଧିକ ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ଆପଣ ଭଲ ସଫଳତା ହାସଲ କରିବେ । କୌଣସି କାର୍ଯ୍ୟ କରିବା ସମୟରେ ମନରେ ସଦଭାବନା ରଖନ୍ତୁ ।
କର୍କଟ ରାଶି : ଆୟ ରେ କିଛି ନୂଆ ସାଧନ ସୁଲଭ ହେବ । ନିଜର ସବୁ କାମ ସଫଳତା ପୂର୍ବକ ପୁରା ହେବ । ପାରିବାରିକ କାର୍ଯ୍ୟ ପୁରା କରିବା ପାଇଁ ଘରର ସଦସ୍ୟ ଙ୍କ ସହଯୋଗ ପ୍ରାପ୍ତ ହେବ । କୌଣସି ସହପାଠୀ ଆପଣଙ୍କ ସହ କଥା ସେୟାର କରିବେ । ସମସ୍ତଙ୍କର ସାହାଜ୍ଯ କରନ୍ତୁ ତେବେ ଯାଇ ଆପଣଙ୍କୁ ଆଗକୁ ସାହାଜ୍ଯ ମିଳିବ । ଶାସନ ସତ୍ତା ସହ ଜଡିତ ଲୋକ ଙ୍କ ପାଇଁ ସମୟ ଅନୁକୂଳ ରହିବ । ନିଜର କ୍ରୋଧ କୁ କାବୁ କରନ୍ତୁ । ସମ୍ପର୍କୀୟ ଙ୍କ କଥା ଶୁଣନ୍ତୁ ।
ସିଂହ ରାଶି : ବ୍ୟାପାରିକ ଦ୍ରୁଷ୍ଟି କୋଣ ରେ ଆଜି ଆପଣଙ୍କୁ ଭାରି ଧନ ଲାଭ ସମ୍ଭାବନା ରହିଛି । ପାରିବାରିକ ସଦସ୍ୟ ଙ୍କ ସହ ମତଭେଦ ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆୟ ଠାରୁ ଅଧିକ ଖର୍ଚ୍ଚ ବଢିପାରେ । କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପିତା ଓ ବଡ ମାନଙ୍କର ସହଯୋଗ ମିଳିବ । ଏଥିପାଇଁ ଆପଣଙ୍କ ମନ ରୁ ଭାରି ଚିନ୍ତା ଦୂର ହେବ । ଯାହା ପାଇନ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ । ପିତା ବା ବଡ ଭାଇ ଆପଣଙ୍କ ଭୁଲ ପାଇଁ କହି ପାରନ୍ତି । ସେମାନଙ୍କ କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ ।
କନ୍ୟା ରାଶି : ଆଜି କୌଣସି ଖାସ କାମ ପୁରା ହେବାରୁ ଖୁସ ମିଳିବ । ପୂର୍ତ୍ତି ଅନୁଭବ କରିବେ । ଲାଭ ମେଟ ଙ୍କ ସହ ଦିନ ବେହତର ରହିବ । ଆପଣଙ୍କ କଥା ରେ ଲୋକଙ୍କୁ ପ୍ରଭାବିତ କରିବେ । ବିଦ୍ୟାର୍ଥୀ ଙ୍କ ଏକାଗ୍ରତା ରେ ବୃଦ୍ଧି ହେବ । ବିଦ୍ୟାର୍ଥୀ ଆଗାମୀ ଦିନରେ ପରୀକ୍ଷା ଦେଲେ ନିଶ୍ଚୟ ସଫଳ ହାସଲ କରିବେ । ସନ୍ଧ୍ୟା ସୁଧା କୌଣସି ଶୁଭ ସମଚାର ମିଳିବ । ଯାହା ଦ୍ଵାରା ଘରର ମାହୋଲ ଖୁସି ରେ ଭରିଯିବ । ସମାଜ ର ଲୋକ ଆପଣଙ୍କର ବ୍ୟକ୍ତିତ୍ବ ରେ ପ୍ରସନ୍ନ ହେବେ । କାରୋବାର ରେ ଉନ୍ନତି ହେବ ।
ତୁଳା ରାଶି : ଆଜି ଆପଣଙ୍କର ଚିନ୍ତା ଦୂର ହେବାର ନଜର ଆସୁଛି । ଆଜି ଆପଣ ନିଜର ପ୍ରତିଭା ଦେଖାଇବାରେ ସଫଳ ହେବେ । ଧର୍ଯ୍ୟ ରଖନ୍ତୁ ଆପଣଙ୍କ ପାଇଁ ବି ଭଲ ଦିନ ଆସିବ । କିଛି ଛାତ୍ର ଲ୍ୟାପଟପ ବା ଟିଭି ରେ ଫିଲ୍ମ ଦେଖି ନିଜର ସମୟ ବରବାତ କରିବେ । ଆଜି ସମ୍ପତି ମାମଲାରେ କିଛି ସମାଧାନ ହେବ । କିଛି ନୂଆ ପଢିବା ଓ ଶିଖିବାର ଅବସର ମିଳିବ । ବ୍ୟାପାର ବା ଚାକିରି କ୍ଷେତ୍ରରେ ଯାତ୍ରା କରି ପାରନ୍ତି । ଆପଣଙ୍କ ଯାତ୍ରା ଲାଭ ଦାୟକ ରହିବ ।
ବିଛା ରାଶି : ଆଜି ଆପଣଙ୍କୁ ମେହନତର ପୁରସ୍କାର ମିଳିବ । ବ୍ୟାପାର ଓ ଚାକିରି ରେ କିଛି ଭଲ ହେବାର ସଂକେତ ମିଳୁଛି । ସମୟ ଆପଣଙ୍କ ପାଇଁ ଉଚିତ ସାବ୍ୟସ୍ତ ହେବ । ଲମ୍ବା ଅବଧି ପରେ ନିବେଶ କରିଲେ ଆପଣ ଲାଭାବନ ହେବେ । ସମ୍ପତି ମାମଲାରେ ଫାଇଦା ପାଇବେ । ପରିବାର ରେ କୌଣସି ଖାସ ମାମଲା କୁ ନେଇ ବିବାଦ ହୋଇପାରେ । ନିଜର ସମୟ ଓ ଊର୍ଜା ର ସଠିକ ବ୍ୟଭର କରନ୍ତୁ । ଲେନଦେନ କରିବା ସମୟରେ ସତର୍କ ରୁହନ୍ତୁ ।
ଧନୁ ରାଶି : ବେରୋଜଗାର ଙ୍କୁ ଚାକିରି ର ଭଲ ଅବସର ମିଳିବ । କୌଣସି ନୂଆ ପ୍ରେମ ସ୍ଥାପିତ ହେବାର ସମ୍ଭାବନା ରହିଛି । ଆପଣ ନିଜର କାମ ପୁରା ବିଶ୍ଵସ୍ତ, ବୁଦ୍ଧିମାତା ଓ ନିଷ୍ଠା ପୂର୍ବକ କରିବେ । ଆଜି ଦିନରେ ଆପଣ ନିବେଶ କରି ପାରନ୍ତି କାରଣ ଆଜି ଦିନ ଟି ସୌଭାଗ୍ୟ ଦାୟକ ରହିବ । ଆପଣଙ୍କ ପାରିବାରିକ ଜୀବନ ଆନନ୍ଦିତ ରହିବ ଓ ଆପଣ ମାନସିକ ରୂପରେ ଶାନ୍ତ ରହିବେ । ଆପଣ ଅନ୍ୟ ମାନଙ୍କ ପାଇଁ ସାହାଜ୍ଯକାରୀ ସିଦ୍ଧ ହେବେ । ବ୍ୟାପାରୀ ବର୍ଗ ନୂଆ ଉଦ୍ଯୋଗ ରେ ନିଜର ଊର୍ଜା ଲଗାଇବେ ।
ମକର ରାଶି : ଆଜି ଆପଣଙ୍କ ପାଖରେ ନୂଆ ଅଧିଗ୍ରହଣ ହୋଇପାରେ ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନତା ପୂର୍ବକ ରହିବ । ଆପଣଙ୍କୁ ଗୁପ୍ତ ସ୍ରୋତ ରୁ ଧନ ପ୍ରାପ୍ତି ହୋଇପାରେ । ଯଦି ଆପଣ ଘର ବା ପ୍ଳାଣ୍ଟ କ୍ରୟ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ରୂପରେ ଆପଣଙ୍କ ପାଇଁ ଲାଭ ର ସୌଦା ହେବ । ଆପଣଙ୍କର ସବୁ କ୍ଷେତ୍ର ରେ ନିଜର ଜୀବନ ସାଥି ର ସହଯୋଗ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ର ଅବସର ମିଳିବ । ପୁରୁଣା ନିବେଶ ରୁ ଆପଣଙ୍କୁ ଫାଇଦା ମିଳିବ । ନିଜର ବ୍ୟକ୍ତିତ୍ବ କୁ ପ୍ରକାଶ କରିବେ ।
କୁମ୍ଭ ରାଶି : ସାଥି ଓ ଅଧିକାରୀ ମାନଙ୍କ ସହଯୋଗ ମିଳିବ । ନୂଆ ଦାୟିତ୍ଵ ପଣଙ୍କୁ ମିଳିପାରେ । ସମାଜରେ ଆପଣଙ୍କ ଉତ୍ତର ଦାୟିତ୍ଵ ବଢିବ ତେଣୁ ଆଜି ସାମାଜିକ କାର୍ଯ୍ୟ କ୍ରମ ରେ ବ୍ୟସ୍ତ ରହିବେ । ବିଜେନ୍ସ କରୁଥିବା ଲୋକେ ଆଜି କୌଣସି ଅଜଣା ବ୍ୟକ୍ତି ଙ୍କ ସହ ଲେନଦେନ କରିବାରୁ ବଞ୍ଚିତ ରୁହନ୍ତୁ । କୋର୍ଟ କଚେରୀ ମାମଲା ରେ ବିଜୟ ପ୍ରାପ୍ତ ହେବେ । ବିଦ୍ୟାର୍ଥୀ ପଢା ରେ ଅଧିକ ଧ୍ୟାନ ଦେବେ । ବ୍ୟସ୍ତତା କାରଣରୁ ଆପଣ ପରିବାର ପାଇଁ ସମୟ ବାହାର କରି ପାରିବେ ନାହି ।
ମୀନ ରାଶି : ଆଜି ଆପଣ ନିଜର ଭଲ ବ୍ୟବହାର ଦ୍ଵାରା ସମ୍ମାନ ପାଇବେ । ମୂଲ୍ୟବାନ ବସ୍ତୁ କୁ ସମ୍ଭାଳି କି ରଖନ୍ତୁ । ଅଜଯ ବିପରୀତ ପରିସ୍ଥିତି ଉତପନ ହେବା ଦ୍ଵାରା ଆପଣ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ଯଦି ଆପଣ ଏମିତି କରିବେ ନାହି ତେବା ଆପଣଙ୍କ ପାଇଁ କ୍ଷତି କାରକ ହୋଇପାରେ । ବିଦ୍ୟାର୍ଥୀ ଙ୍କୁ ବୌଧିକ କ୍ଷମତା ର ଆଜି ବିକାଶ ହେବ । ଧନ ତଥା ମାନ ସମାନ ବୃଦ୍ଧି ପାଇଁ । ବିବାଦ ରୁ ଦୂରେଇ ରୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।