ଏହାର 1 ପତ୍ର ଚୋବେଇ ଖାଆନ୍ତୁ, ବାତ, ପିତ, କଫ ଦୋଷ ଦୂର ହେବ, 120 ବର୍ଷ ପର୍ଯ୍ୟନ୍ତ ସୁଗାର, କୋଲେଷ୍ଟ୍ରୋଲ, ହୃଦୟରୋଗ ଆପଣଙ୍କ ପାଖ ମାଡିବ ନାହିଁ(Healthy Tips)

ନମସ୍କାର ବନ୍ଧୁଗଣ, ଆଜିର ଏହି ଦୁନିଆରେ ଘରେ ଘରେ ରୋଗ ଗ୍ରାସୀ ସାରିଲାଣି ଲୋକଙ୍କୁ । ସମସ୍ତ ଲୋକ ଏବେ ରୋଗରେ ପୀଡିତ ହୋଇ ବହୁ କଷ୍ଟ ପାଉଛନ୍ତି । ବହୁତ ଉପାୟରେ ନିଜର ଚିକିତ୍ସା କରୁଛନ୍ତି । ହେଲେ କୌଣସି ଫାଇଦା ମିଳୁ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କର ବାତ, କଫ, ସୁଗାର, ହୃଦରୋଗ ଇତ୍ୟାଦିରୁ ମୁକ୍ତି ମିଳିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ରୂପେ ।

ଆଜି ଆମେ ଯେଉଁ ଗଛର ପତ୍ର ବିଷୟରେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି ଅଶ୍ଵତଥ ଗଛର ପତ୍ର ବା ଓସ୍ତ ଗଛର ପତ୍ର । ଏହି ଗଛର ଚେର, ଡାଳ, ପତ୍ର, ଛାଲ ସବୁ କିଛିରେ ଔଷଧୀୟ ଗୁଣ ଭର୍ତି ହୋଇ ରହିଛି । ଯଦି ଆପଣ ଏହି ଗଛର ଗୋଟିଏ ପତ୍ରକୁ ଚୋବେଇ ଖାଇବେ ତେବେ ବାତ ରୋଗ ଓ ଆଣ୍ଠୁ ଗଣ୍ଠି ରୋଗରୁ ଆରାମ ମିଳିବ । ଏବଂ କଫ ଜନିତ ସମସ୍ୟାକୁ ଦୂର କରିବ ।

ଯଦି ଆପଣ ଏହି ଗଛର କଅଁଳ ପତ୍ରକୁ ଚୋବାଇ ଖାଇନେବେ ବା ଯଦି ଆପଣ ଏହାର କାଢା ବନେଇ ପିଇବେ ତେବେ କଫ ଜନିତ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ଗୋଟିଏ ମାତ୍ର ପତ୍ର ଚୋବେଇ ଖାଇବେ ତେବେ ଆପଣଙ୍କର ବାତ, ପିତ ଏବଂ କଫ ଦୋଷ ଦୂର ହୋଇଯାଏ । ଏହାର ସେବନ ଦ୍ଵାରା ବହୁତ ବଡ ବଡ ରୋଗର ମଧ୍ୟ ନିରାକରଣ ହେବ ।

ଡାଇବେଟିସ ହେଉ ବା ହୃଦୟ ଜନିତ କୌଣସି ରୋଗ ହେଉ ଏହାର ମାତ୍ର ଗୋଟିଏ ପତ୍ରର ରସ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ । ଯଦି ଆପଣଙ୍କର ଉଚ ରକ୍ତଚାପ ବା ହାଇ ବିପି ଭଳି ସମସ୍ୟା ଅଛି ତେବେ ତାହା ମଧ୍ୟ ଏହାର ସେବନ ଦ୍ଵାରା ନିୟନ୍ତ୍ରଣ ହୋଇଯିବ । ଯେଉଁମାନଙ୍କର ଥାଇରଏଡ ସମସ୍ୟା ଅଛି ସେମାନଙ୍କୁ ଅଶ୍ଵତଥ ଗଛର ପତ୍ରର ରସକୁ ସେବନ କରିବା ନିହାତି ଆବଶ୍ୟକ ।

ଏହା ଆପଣଙ୍କର ରକ୍ତ ଅଭାବ ବା ଏନିମିଆ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ମୋଟାପଣକୁ ମଧ୍ୟ ଏହା ନିୟନ୍ତ୍ରଣକୁ ନେଇଆସେ । ଆପଣ ଏହାର ଜୁସ ସେବନ କରିପାରିବେ ବା ଏହାର କଅଁଳିଆ ପତ୍ରକୁ ଚୋବେଇ ମଧ୍ୟ ଖାଇପାରିବେ । ଏହାର ପତ୍ରକୁ ବାଟି ଯଦି କୌଣସି ଘା ଉପରେ ଲଗେଇବେ ତେବେ ତାହା ସମ୍ପୂର୍ଣ ଭଲ ହୋଇଯିବ ।

ଏହି ଗଛର ଛାଲକୁ ପାଣିରେ ଫୁଟେଇ ସେବନ କରିବା ଦ୍ଵାରା ସମସ୍ତ ସ୍ଵାସ୍ତ ଜନିତ ସମସ୍ୟା ଦୂର ହୁଏ । ପେଟ କାଟିବା, ଦନ୍ତ ବିନ୍ଧିବା ପାଇଁ ମଧ୍ୟ ବହୁତ ଅଧିକ ଲାଭବାନ ହୋଇଥାଏ । ଏହାର ପ୍ରୟୋଗ ଆପଣଙ୍କ ଦେହ ପାଇଁ ଅତ୍ୟାନ୍ତ ଲାଭଦାୟକ ହେବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି ।