ଚଳିତ ବର୍ଷ ଜୁଲାଇ ୯ ତାରିଖ ଶନିବାର ତଥା ଆଜି ପାଳିତ ହେବାକୁ ଯାଉଛି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । ଏହିଦିନ ଠାରୁ ୬ ଗୋଟି ଭାଗ୍ୟଶାଳୀ ରାଶିଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି । ଏମାନଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶେଷ କୃପା ପଡିବାକୁ ଯାଉଛି । ଏହି ପବିତ୍ର ବାହୁଡା ଯାତ୍ରା ଦିନ ଗ୍ରହ ମାନଙ୍କରେ ଏକ ମହାସଂଯୋଗ ବନୁଅଛି । ଯାହାଫଳରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ରାଶିମାନଙ୍କ ଭାଗ୍ୟରେ ଅଦ୍ଭୁତ ପରିବର୍ତ୍ତନ ଦେଖିବାକୁ ମିଳିବ ।

ସିଂହ ରାଶି: ଆପଣଙ୍କ ଉପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି । ଯାହାଫଳରେ ଏମାନେ ଜୀବନରେ ସଫଳତା ଲାଭ କରିବେ ଓ ଘର ପରିବାରରେ ସୁଖଶାନ୍ତିର ବାତାବରଣ ଲାଗି ରହିବ । ଜୀବନସାଥିଙ୍କ ସହଯୋଗ ପାଇବେ ଓ ହସଖୁସିରେ ଦିନ କାଟିବେ । ଆର୍ଥିକ ସ୍ଥିତିରେ ସୁଧାର ଆସି ତାହା ମଜବୁତ ହେବାକୁ ଲାଗିବ ।
କନ୍ୟା ରାଶି: ଆପଣଙ୍କ ଉପରେ ମଧ୍ୟ ମହାପ୍ରଭୁଙ୍କ କୃପା ବର୍ଷା ହେବାକୁ ଯାଉଛି । ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବେ ଓ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ବେଶ ଉତ୍ତମ ରହିବ । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି । ଆପଣଙ୍କୁ ନିଶ୍ଚୟ ସଫଳତା ପ୍ରାପ୍ତି ହେବ ଓ ଆର୍ଥିକ ଅଭାବ ଯାହାବି ଥିଲା ତାହା ଦୂରେଇ ଯିବ ।

ତୁଳା ରାଶି: ଆପଣଙ୍କ ଉପରେ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଅଙ୍କ ଅମାପ କୃପାଦୃଷ୍ଟି ସର୍ବଦା ଲାଗି ରହିବ, ଯାହାକି ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ । ଆପଣଙ୍କ ସବୁ ଖରାପ ସମୟ ଏହି ସମୟ ଠାରୁ ଦୂର ହେବାକୁ ଲାଗିବ ଓ ଆପଣ ତୀବ୍ର ଗତିରେ ସଫଳତା ଲାଭ କରିବେ । ସନ୍ତାନ ମାନଙ୍କ ଠାରୁ ଖୁସି ଖବର ପାଇ ଆପଣଙ୍କ ମନ ବେଶ ପ୍ରଫୁଲ୍ଲିତ ରହିବ ।
କୁମ୍ଭ ରାଶି: ଆପଣଙ୍କ ଉପରେ ଶ୍ରୀଜଗନ୍ନାଥଙ୍କ ବିଶେଷ କୃପାଦୃଷ୍ଟି ରହିବା ଯୋଗୁଁ ଆପଣଙ୍କ ଭାଗ୍ୟରେ ମଧ୍ୟ ଧନର ବର୍ଷା ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଅନେକ ଉନ୍ନତି ହେବ ଓ ବେପାର କ୍ଷେତ୍ରରେ ମା ଲକ୍ଷ୍ମୀଙ୍କ କୃପାରୁ ଅତ୍ୟଧିକ ଲାଭ ମିଳିବ । ସଫଳତା ପାଇବା ପାଇଁ ପରିବାର ଓ ମିତ୍ରଙ୍କ ସାହାଯ୍ୟ ନେବାକୁ ପଡିବ ଓ ଆର୍ଥିକ ସ୍ଥିତି ମଜବୁତ ହେବ ।

ବୃଷ ରାଶି: ଆପଣଙ୍କ ଉପରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଲାଗିବାକୁ ଯାଉଛି । ଯେଉଁ କାରଣରୁ ଆପଣ ଧନବାନ ହେବା ସହ ଆପଣଙ୍କ ଜୀବନରେ ଥିବା ସବୁ କଷ୍ଟ ଦୂର ହେବ । ଅଚାନକ ଧନ ପ୍ରାପ୍ତି ହୋଇପାରେ । ସମାଜ ପାଇଁ ମହତ୍ଵପୂର୍ଣ୍ଣ କାମ କରିବାକୁ ସୁଯୋଗ ମିଳିବ । ନିଜ ଅପେକ୍ଷା ଅନ୍ୟ ପାଇଁ ଚିନ୍ତା ଆପଣଙ୍କୁ ବହୁତ ବଡ ସଫଳତା ଆଡକୁ ଟାଣିନେବ ।
ମେଷ ରାଶି: ଆପଣଙ୍କ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ଅଶେଷ କୃପା ପଡିବାକୁ ଯାଉଛି । ଯାହାଫଳରେ ଆପଣଙ୍କ ଜୀବନରେ ଯାହାବି ଅସୁବିଧା ତାହା ଦୂର ହେବାକୁ ଲାଗିବ । ଆପଣଙ୍କ ଆଗାମୀ ଦିନଗୁଡିକ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ଓ ଆପଣଙ୍କ ଜୀବନରେ ଆଉ କୌଣସି ଆର୍ଥିକ ଅସୁବିଧା ଦେଖାଯିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।