ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣ ଆତ୍ମବିଶ୍ଵାସ ରେ କମି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଚୋରୀ ହେବାର ଆଶଙ୍କା ରହିଛି । ନ୍ୟାୟିକ ମାମଲାରେ ଆପଣ ଫସିବାର ସ୍ଥିତି ସୃଷ୍ଟି ହୋଇପାରେ । ଆଜି ଆପଣଙ୍କର ସାକାରାତ୍ମକ ଚିନ୍ତାଧାରା ସଫଳତା ଆଣିବାରେ ସାହାଜ୍ଯ କରିବ । ଏମିତି କେହି ସମ୍ପର୍କୀୟ ଯିଏ ଆପଣଙ୍କ ଠାରୁ ଦୂରରେ ଅଛନ୍ତି ସେ ଆଜି ଆପଣଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିବେ । ପରିବାର ସହ ସାମାଜିକ ଗତି ବିଧି କାରଣରୁ ଆପଣ ଚିନ୍ତା ରେ ରହିବେ । ଯେଉଁ ମାନେ ଚାକିରି କ୍ଷେତ୍ର ରେ ଅଛନ୍ତି ସେମାନଙ୍କ ପାଇଁ ଖୁସି ଖବର ରହିଛି ।
ବୃଷ ରାଶି : ଆଜି ଆପଣଙ୍କର ସବୁ କାର୍ଯ୍ୟ ଯୋଜନା ଅନୁଯାୟୀ ପୂରଣ ହେବ । ଆର୍ଥିକ ଦୃଷ୍ଟିରୁ ଜିନିଷ ସବୁ ଠିକ ରହିବ । ସନ୍ତାନଙ୍କର କ୍ଯାରିୟରକୁ ନେଇ କୌଣସି ନିସ୍ପତି ନେବେ । ସାବଧାନ ରୁହନ୍ତୁ ଆପଣଙ୍କ ପରିବେଶ ସହ ଜଡିତ କୌଣସି ଚତୁର ଲୋକ ମାନେ ଆପଣଙ୍କର ଉଦାରତାର ଫାଇଦା ଉଠାଇବେ । କାହାର ଅତିଥି ସତ୍କାର କରିବାର ଅବସର ମିଳିବ । ବାଣୀ ଉପରେ ସଂଯମ ରଖନ୍ତୁ ନଚେତ ସମୟ ଆସିପାରେ । ସମାଜରେ ଆପଣଙ୍କର କ୍ଷତି ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରି ଉପକୃତ ହେବେ ।
ମିଥୁନ ରାଶି : କୌଣସି ବଡ ବିଜେନ୍ସ ଗ୍ରୁପ ସହ ଆପଣଙ୍କର ପାର୍ଟନରସିପ ହୋଇପାରେ । ରୋଜଗାର ସହ ଜଡିତ ସୁଖଦ ସମାଛାଡ଼ ପ୍ରାପ୍ତ ହେବ । ଆପଣଙ୍କର ଯୋଗ୍ୟତା ବିକଶିତ କରିବାର ଲାଭ ହେବ । ବ୍ୟାପାରି ବର୍ଗ ଙ୍କ ପାଇଁ ଆକସ୍ମିକ ଧନ ଲାଭ ହୋଇପାରେ । ମିଟିଂ ଆଦିରେ ଅଧିକ କଥା କହିବାରୁ ବଞ୍ଚିତ ହୁଅନ୍ତୁ । ଆପଣଙ୍କର ମାତାଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିବ । ସମ୍ପତିରେ ବଡ ସଉଦା ହୋଇପାରେ । ବଡ ଲାଭ ମିଳିପାରେ । ନିଜର ପ୍ରିୟ ଲୋକଙ୍କ ଠାରୁ ଧୋକା ମିଳିବାର ସମ୍ଭାବନା ରହିଛି ତେଣୁ ସତର୍କ ରୁହନ୍ତୁ ।
କର୍କଟ ରାଶି : ଆଜି ଦିନ ଟି ଆପଣଙ୍କର ରହଣସହଣି ଓ ସୁନ୍ଦର ହେବାର ଅଛି । ସହଯୋଗୀ ଓ ସହକର୍ମୀ ଆପଣଙ୍କର କଥାକୁ ସହଜରେ ବୁଝି ପାରିବେ ନାହି । ବ୍ଯବସାୟିକ ଓ ରଚନାତ୍ମକ କ୍ଷେତ୍ର ସହ ଜଡିତ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତୁ । ରୋମାଣ୍ଟିକ ଲାଇଫ ବହୁତ ଭଲ ରହିବ । କୌଣସି ପୁରୁଣା ବିବାଦ ଶେଷ ହୋଇପାରେ । ରାଜକୀୟ ସହଯୋଗ ଓ କାର୍ଯ୍ୟ ସିଦ୍ଧି ହୋଇପାରେ । ବ୍ଯବସାୟିକ ଯାତ୍ରା ବା ଭୂମି ନିବେଶ ଲାଭଦାୟକ ରହିବ ।
ସିଂହ ରାଶି : ଦିନର ଆରମ୍ଭ ରେ ଆପଣ କିଛି ସମୟ ଧର୍ମ କମ୍ରେ ମଧ୍ୟ ଦିଅନ୍ତୁ । ପଦୋନ୍ନତି ହେବାର ସମ୍ଭାବନା ରହିଛି । ଯଦି ଆଜି ଆପଣ ଚାକିରି ବା ବ୍ୟାପାର କ୍ଷେତ୍ରରେ କୌଣସି ଦିଲ ଫାଇନାଲ କରୁଛନ୍ତି ତେବେ ଆପଣଙ୍କଉ ବିଶେଷ ଲାଭ ମିଳିବ । ଆବଶ୍ୟକ କାମ ପୁରା କରିବାକୁ ଯେଉଁ ସମସ୍ଯା ଅଛି ତାର ସମାଧାନ ହେବ । ଆଜି ଆପଣ ଯାହାକୁ ନିଜର ଭାବନା କହିବାକୁ ଚାହୁଁଛନ୍ତି ସେ ଆପଣଙ୍କର କଥା ବୁଝିବେ । ଜୀବନ ସାଥିଙ୍କ ସହ ଆପଣଙ୍କର କୌଣସି କାରଣ ପାଇଁ ଭୁଲ ବୁଝାମଣା ହୋଇପାରେ । ସନ୍ଧ୍ୟା କାଳରେ ପ୍ରିୟଜନଙ୍କ ସହ ଭେଟ ହୋଇପାରେ ।
କନ୍ୟା ରାଶି : ଇନକମ କ୍ଷେତ୍ରରେ ବୃଦ୍ଧି ହେବ । ନିଜ ମନ ଶୁଣିଲେ ସବୁ କିଛି ଠିକ ରହିବ । ବ୍ୟାପାରରେ ବିସ୍ତାର ହେବ । କୌଣସି ବଡ ପ୍ରୋଜେକ୍ଟ ର ରୂପରେଖା ହେବ । ନୂଆ ମିତ୍ର ସ୍ଥାପନ କରିବେ । ଅସହାୟ ଲୋକଙ୍କର ସାହାଜ୍ଯ କରିବେ । ଉନ୍ନତି ହେବ । ବାହନ କ୍ରୟ କରିବାର ସମ୍ଭାବନା ରହିଛି । ଆପଣଙ୍କର କର୍ମ କ୍ଷେତ୍ରରେ ବିସ୍ତାର ହେବ । ପିତାଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ଆପଣଙ୍କୁ ଭାରି ଧନ ଲାଭ ହେବାର ନଜର ଆସୁଛି । ପରିଜନଙ୍କ ସହ ବିବାଦ ହେବାରୁ ବଞ୍ଚିତ ହୁଅନ୍ତୁ । ଦୋକାନରେ କାହା ସହ ବିବାଦ ହେବାର ନଜର ଆସୁଛି ।
ତୁଳା ରାଶି : ସର୍ବଦା କିଛି ନୂଆ କରିବାର ଇଚ୍ଛା ଥିଲେ ଆଜି ଆପଣଙ୍କୁ ସଫଳତା ଦେବ । ଆଜି ଆପଣ ନିଜର ସନ୍ତାନଙ୍କ ଭବିଷ୍ୟତକୁ ନେଇ ଜରୁରୀ ବିଷୟା ଉପରେ ମାତା ପିତାଙ୍କ ସହ ଆଲୋଚନା କରିବେ । ଯେଉଁଥି ପାଇଁ ଆପଣଙ୍କୁ ଜୀବନ ସାଥିଙ୍କ ପରାମର୍ଶ ର ବି ଆବଶ୍ୟକତା ପଡିବ । ସନ୍ତୁଷ୍ଟି ପ୍ରାପ୍ତ କରିବା ପାଇଁ ଅଧିକ ଧନ ବ୍ୟୟ କରିବାର ବିକଳ୍ପ ଚୟନ କରନ୍ତୁ ନାହି । ଆପଣଙ୍କୁ କୌଣସି ବିଷୟ ବସ୍ତୁ ବୁଝିବାରେ ସମସ୍ୟା ଆସିପାରେ । ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ । ମିତ୍ର ଙ୍କ ସହାୟତାରେ ସରକାରି କାର୍ଯ୍ୟ ହୋଇପାରେ ।
ବିଛା ରାଶି : ଆଜି ଆପଣ କୌଣସି ପ୍ରକାରର ସନ୍ଦେହ ମନରେ ରଖନ୍ତୁ ନାହି । ଜୀବନରେ ସବୁ ସ୍ଥିତିର ସାମନା କରିବାର ଶିଖନ୍ତୁ । ଆଜି ଆପଣଙ୍କର କାର୍ଯ୍ୟ କ୍ଷମତା ବେହତର ରହିବ । ପରିବାରରେ ସୁଖ ଶାନ୍ତି ର ବାତାବରଣ ରହିବ । ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କମ ସଫଳ ହେବ । ଦାଂପତ୍ଯ ଜୀବନରେ ଖୁସି ଆସିବ । ଯେଉଁ କାମ ଏବେ ଯାଏଁ ବନ୍ଦ ଥିଲା ତାହା ଅଚନକ ଆରମ୍ଭ ହେବାକୁ ଯାଉଛି । ମାନସିକ ଚିନ୍ତା ଆପଣଙ୍କର କାର୍ଯ୍ୟ କ୍ଷମତା ଓ ମନୋବଳ ଉପରେ ଖରାପ ପ୍ରଭାବ ପକାଇପାରେ । ଆପଣଙ୍କ ରାଜନୈତିକ ଯୋଜନା ସଫଳ ହେବ ।
ଧନୁ ରାଶି : ସ୍ୱାସ୍ଥ୍ୟ ମାମଲାରେ ଜୋସ ବା ଉଶ୍ଚାହ ଆସିବ । ଆପଣଙ୍କ କାମରେ ଜୀବନ ସାଥି ପ୍ରସନ୍ନ ହେବେ । ପ୍ରେମ ଜୀବନରେ ଆଜି କିଛି କାରଣ ବଶତ ମନାନ୍ତର ହୋଇପାରେ ଯାହା ପାଇଁ ଆପଣଙ୍କ ସାଥି ଆପଣଙ୍କ ଉପରେ ରାଗି ପାରନ୍ତି । ଚାକିରି କରିଥିବା ଲୋକଙ୍କୁ ଅଧିକ ପରିଶ୍ରମ କରିବା ପରେ ସଫଳତା ହାସଲ ହେବ । ଆପଣ ସାବି ସ୍ଥିତି କୁ କୁବ ଭଲ ଭାବେ ସମ୍ଭାଳି ନେବେ । ଚାକିରି କ୍ଷେତ୍ରରେ ଅଫିସର ମାନଙ୍କ ସହ ମତଭେଦ ହୋଇପାରେ । ପରିବାରରେ ଶୁଭ କାର୍ଯ୍ୟ ହେବାରୁ ମନ ପ୍ରସନ୍ନ ହେବ ।
ମକର ରାଶି : ଆଜି ଆପଣ କୌଣସି ଜଟିଳ ସମସ୍ଯା ସମାଧାନ କରିବାରେ ସଫଳ ହେବେ । ଆର୍ଥିକ ଅଭାବରୁ ବଞ୍ଚିତ ହେବା ପାଇଁ ଆପଣ ନିଜର ବଜେଟ ରୁ ଦୂରକୁ ଯାଆନ୍ତୁ ନାହି । ଖାଦ୍ୟପେୟ ରେ ଅବହେଳା କରନ୍ତୁ ନାହି । ଆଜି କୌଣସି ଭାବନାତ୍ମକ କଥା ଶୁଣିବା ପରେ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ । କିଛି ମହତ୍ଵ ପୂର୍ଣ୍ଣ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ଦ୍ଵାରା ଅଧିକ ପ୍ରଭାବଶାଳି ହେବେ । ପ୍ରେମ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ । କ୍ୟାରିୟରକୁ ନେଇ ଉତ୍ଥାନ ପତନ ଦେଖା ଯାଇପାରେ । ଆଜି ଅଧିକାରୀ ବର୍ଗ ପ୍ରସନ୍ନ ହେବେ ।
କୁମ୍ଭ ରାଶି : ଏହି ରାଶିର କାରୋବାରର ରେ ଆଶା ଠାରୁ ଅଧିକ ଲାଭ ହେବ । ଅଫିସରେ ନିଜର ରାଏ କହିବାରେ ଅବସର ମିଳିବ । କାର୍ଯ୍ୟ ସ୍ଥଳରେ ସହକର୍ମୀ ଙ୍କ ସହ ସମ୍ପର୍କ ଭଲ ରହିବ । କାରୋବାରରେ ଧନ ଖର୍ଚ୍ଚ ବା ନିବେଶ ରେ ନିସ୍ପତି ଗ୍ରହଣ କରିବେ । ନୂଆ କାମ ଆରମ୍ଭ କରିବାର ଯୋଗ ରହିଛି । ଆଜି ପୁରୁଣା ବନ୍ଧୁ ମାନଙ୍କ ସହ ଭେଟ ହେବ । ଆପଣ ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ ସଫଳ ହେବେ । କାର୍ଯ୍ୟ ରେ ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ରାଜନୀତି କ୍ଷେତ୍ର ରେ ସଫଳତା ମିଳିବ ।
ମୀନ ରାଶି : ଆଜି ପାର୍ଟନର ଙ୍କ ସହ ରୋମାନ୍ସ କରିବାର ଅବସର ମିଳିବ । ଅଫିସରେ କୌଣସି ନୂଆ ଦାୟିତ୍ଵ ମିଳିପାରେ । ଆପଣ ତାହା ପୁରା କରିବାରେ ସକ୍ଷମ ହେବେ । ଯୁବକ ମାନେ ନିଜର ମନ କଥା ଅଭିଭାବକ ଆଗରେ କହିବେ । ବାଦ ବିବାଦ ଠାରୁ ବଞ୍ଚିତ ହାଉନ୍ତୁ । ସ୍ୱାସ୍ଥ୍ୟ ରେ ଛୋଟ ସମସ୍ଯା ଆପଣଙ୍କୁ ଚିନ୍ତା ରେ ପକାଇପାରେ । ଆପଣଙ୍କ ଜୀବନରେ ଆସୁଥିବା ପ୍ରତେକ ଚ୍ୟାଲେଞ୍ଜ ଆପଣଙ୍କୁ ସଫଳତା ଆଣି ଦେବ । ସିନିୟର୍ସ ମାନଙ୍କ ସହଯୋଗ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।