ଟୁଙ୍ଗୁରୁ ଭୋଳ ମୋ ଠୁ ଯେତେ ସାନ ହେଉ ମୁଁ ତାକୁ ଏଇଠୁ ହିଁ ବାହା ହେଇ ତା ଘରକୁ ଯିବି, ଏହି ମହିଳା ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ, ଦେଖନ୍ତୁ Video

ସବୁ ସାଥିରେ ନେଇ ଆସି କେବଳ ଟୁଙ୍ଗୁରୁ ଭୋଳଙ୍କୁ ଅପେକ୍ଷା କରିଛନ୍ତି ମହିଳା । ଟୁଙ୍ଗୁରୁ ଭୋଳ ବାହାରକୁ ଆସିଲେ ମହିଳା ସିଧାସଳଖ ଫୁଲମାଳ ପକାଇ ତାଙ୍କୁ ସାରା ଜୀବନ ପାଇଁ ନିଜର କରିନେବେ । ତା’ପରେ ଆଉ କୌଣସି ଦୁଃଖ ଯନ୍ତ୍ରଣା ରହିବନି । ଫୁଲମାଳ, ଶଙ୍ଖା, ସିନ୍ଦୂର, ଗୋଲାପ ଫୁଲ ଆଦି ଧରି ଅପେକ୍ଷା କରିଛନ୍ତି ମହିଳା । ମହିଳାଙ୍କ କହିବା ଅନୁଯାୟୀ ସେ ତାଙ୍କ ଠାରୁ ବୟସରେ ବହୁତ ବଡ ବୋଲି ଟୁଙ୍ଗୁରୁ ଜାଣିଥିଲା ଓ ଏହାବି ଜାଣିଥିଲା କି ତାଙ୍କର ଦୁଇଟି ପିଲା ଅଛି ।

ତଥାପି ଟୁଙ୍ଗୁରୁ ଗୋଲାପ ଫୁଲ ଧରି ମହିଳାଅଙ୍କ ପଛେ ପଛେ ଗୋଡାଉଥିଲା । ଟୁଙ୍ଗୁରୁ ତାଙ୍କୁ ଆଇ ଲଭ ୟୁ ଧନ ଗେହ୍ଲା କହି କେତେ ପ୍ରେମ କରୁଥିଲା । ଏବେ କିନ୍ତୁ ଟୁଙ୍ଗୁରୁର ଦେଖା ଦର୍ଶନ ନାହିଁ । ସେ କୁଆଡେ ଲୁଚି ଲୁଚି ଆଉ କାହାକୁ ବାହା ହୋଇ ଯାଇଛନ୍ତି । କିନ୍ତୁ ଏହି ମହିଳା ଜଣକ ଜିଦ୍ ଧରିଛନ୍ତି କି ସେ ତାଙ୍କୁ ହିଁ ବାହା ହେବେ । ସେ ଏଇଠୁ ବାହା ହୋଇ ତାଙ୍କ ସହ ତାଙ୍କ ଘରକୁ ଯିବେ ନହେଲେ ସେଇଠି ଜୀବନ ହାରିବେ ବୋଲି ସେ କହୁଛନ୍ତି ।

ଟୁଙ୍ଗୁରୁ ଭୋଳ ନିଜ ଠାରୁ ଦୁଇଗୁଣା ବଡ ବୟସର ମହିଳାଙ୍କୁ ପ୍ରେମ କଲେ ଓ ରାତିଦିନ ଗୋଲାପ ଫୁଲ ଦେଇ ଆଇ ଲଭ ୟୁ କହିଲେ ଓ ତାଙ୍କ ସହ ଶାରୀରିକ ସମ୍ପର୍କ ବି ରଖିଲେ । ଏବେ କିନ୍ତୁ ନୀରବ ସାଜି ଆଉ କାହାର ହାତ ଧରି ନେଇଛନ୍ତି । ଦୁଇପିଲାର ମା’ ଏବେ ଥାନା ଆଗରେ ଟୁଙ୍ଗୁରୁ ଭୋଳଙ୍କୁ ବାହା ହେବେ ବୋଲି ଗୋଟିଏ ଜିଦ୍ ରେ ବସିଛନ୍ତି । ଟୁଙ୍ଗୁରୁ ସବୁ ଜାଣିବି ତାଙ୍କୁ ଭଲ ପାଉଥିଲା । ଆଉ ସେ ବି ଏବେ ତାଙ୍କୁ ଛାଡି ପାରିବେନି ।

ଟୁଙ୍ଗୁରୁ କାହିଁକି ତାଙ୍କୁ ଛାଡି ଆଉ କାହାକୁ ବାହା ହେଲେ ସେ ସହ୍ୟ କରି ପାରୁନାହାନ୍ତି । ମେଡିକାଲରୁ ଟୁଙ୍ଗୁରୁ ଭୋଳଙ୍କ ସହ ତାଙ୍କର ଦେଖା ହୋଇଥିଲା । ଟୁଙ୍ଗୁରୁ ଭୋଳ ତାଙ୍କର ସ୍ଵାମୀ ଓ ପିଲାଛୁଆ ଅଛନ୍ତି ଜାଣି ମଧ୍ୟ ଦିନରାତି ତାଙ୍କ ପ୍ରେମରେ ଡୁବି ରହୁଥିଲେ । ମହିଳା ଓ ସେ ଦୁହେଁ ପରସ୍ପରକୁ ଖୁବ ପ୍ରେମ କରୁଥିଲେ ଓ ଶାରୀରକ ସମ୍ପର୍କ ବି ରଖିଥିଲେ । କିନ୍ତୁ ଏବେ ମହିଳା ଶୁଣିବାକୁ ପାଇଛନ୍ତି କି ଟୁଙ୍ଗୁରୁ ଭୋଳ ଲୁଚି ଲୁଚି ଆଉ କାହା କୋର୍ଟ ମ୍ୟାରେଜ କରି ନେଇଛନ୍ତି ।

ଯାହାକୁ ବିରୋଧ କରି ସେ ଥାନା ଆଗରେ ଶଙ୍ଖା, ସିନ୍ଦୂର, ଫୁଲମାଳ ଧରି ଅପେକ୍ଷା କରି ରହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ମହିଳାଙ୍କ ହାତରେ ଥିବା ଏହି ଫୁଲମାଳ ଟୁଙ୍ଗୁରୁ ଭୋଳଙ୍କ ବେକରେ ପଡିବ କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।