ମହିଳାମାନେ ରାତିରେ ଶୋଇବା ପୂର୍ବରୁ ଭୁଲରେ ବି କରନ୍ତୁନି ଏହି 8 କାମ, ଆସିଥାଏ ଏହି ମହାବିପଦ

ଘର ଗୃହଲକ୍ଷ୍ମୀ କରୁଥିବା ପ୍ରତ୍ଯେକ କାର୍ଯ୍ୟର ଶୁଭ ଏବଂ ଅଶୁଭ ପ୍ରଭାବ ଘର ଉପରେ ପଡିଥାଏ । ସେଥିପାଇଁ କୁହାଯାଏ କିଏ ଗୋଟିଏ ଝିଅ ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କ କରିପାରେ । ଜଣେ ସ୍ତ୍ରୀ ଅଜାଣତରେ କରୁଥିବା କିଛି କାର୍ଯ୍ୟ ମଧ୍ୟ ତାଙ୍କ ଘର ପ୍ରତି ବିପଦ ନେଇ ଆସେ ଓ ସ୍ଵାମୀଙ୍କ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ତେବେ ଚାଲନ୍ତୁ ଜାଣିବା ଘରର ମହିଳାମାନେ ରାତିରେ ଶୋଇବା ପୂର୍ବରୁ କେଉଁ ସବୁ କାର୍ଯ୍ୟ ଭୁଲରେ ବି କରିବା ଉଚିତ ନୁହେଁ ।

ରାତି ସମୟ ନକରାତ୍ମକ ଶକ୍ତି ମାନଙ୍କର ସମୟ ତେଣୁ ଶରୀରରେ ତେଲର ପ୍ରୟୋଗ କରିବା ଦ୍ଵାରା ବୃହସ୍ପତି ଗ୍ରହ ଅଶାନ୍ତ ହୋଇଥାନ୍ତି । ତେଣୁ ଘରର ମହିଳାମାନେ ରାତିରେ ଶୋଇବା ପୂର୍ବରୁ ଭୁଲରେ ମଧ୍ୟ ଦେହରେ କୌଣସି ପ୍ରକାର ତେଲ ଲଗାଇବା ଉଚିତ ନୁହେଁ । ବୃହସ୍ପତି ଗ୍ରହ ଅଶାନ୍ତ ହେଲେ ଆମ ଜୀବନର ସବୁ ଖୁସି କ୍ଷଣକରେ ନଷ୍ଟ ହୋଇଯାଏ । ରାତି ସମୟରେ ଘରର ସ୍ତ୍ରୀ ଦହି ଓ କ୍ଷୀର ଆଦି ନିଜେ ସେବନ କରିବା କିମ୍ବା ଆଉ କାହାକୁ ସେବନ କରିବାକୁ ଦେବା ଉଚିତ ନୁହେଁ ।

କାରଣ ଏପରି କରିବା ଦ୍ଵାରା ଘରର ବାସ୍ତୁ ବିଗିଡି ଯାଇଥାଏ ଓ କରଜ ଆଦି ବୃଦ୍ଧି ହୋଇଥାଏ । ଶାସ୍ତ୍ରରେ ସ୍ତ୍ରୀର ଅଳଙ୍କାରକୁ ପବିତ୍ର ଏବଂ ତା’ର ସୌନ୍ଦର୍ଜ୍ୟର ଆଖ୍ୟା ଦିଆଯାଇଛି । ତେଣୁ ରାତିର ଶୋଇବା ବେଳେ ସ୍ତ୍ରୀ ନିଜ ଶାରରେ ଧାରଣ କରିଥିବା ଅଳଙ୍କାର କାଢି ଦେବା ଦ୍ଵାରା ଏହା ତାକୁ ଅପବିତ୍ର କରାଇଥାଏ ।

ଏପରି କରିବା ଦ୍ଵାରା ସ୍ତ୍ରୀ ନିଜ ସମ୍ମାନ ହାନି ଏବଂ ଅନ୍ୟଠୁ ଅପମାନ ହେବାର କାରଣ ନିଜେ ହିଁ ସାଜିଥାଏ । କୌଣସି ସ୍ତ୍ରୀ ଶୋଇବା ବେଳେ ନିଜ ଶରୀରରେ ସୁଗନ୍ଧିତ ଉପାଦାନ ବା କୌଣସି ଫୁଲର ବ୍ୟବହାର କରନ୍ତୁ ନାହିଁ । ରାତିରେ ନକରାତ୍ମକ ଶକ୍ତିମାନେ ସୁଗନ୍ଧିତ ଦ୍ରବ୍ଯ ଦ୍ଵାରା ଆକର୍ଷିତ ହୁଅନ୍ତି । ତେଣୁ ଏପରି ବେଳେ ସେସବୁ ନିଜ ଶରୀରରେ ଲଗାଇବା ଦ୍ଵାରା ସ୍ତ୍ରୀ ଅନ୍ୟଦ୍ଵାରା ବଶୀଭୂତ ହେବାର ଆଶଙ୍କା ରହିଥାଏ । ରାତିରେ ଘର ମଧ୍ୟରେ କୌଣସି ଅଇଁଠା ଓ ଅଧୁଆ ବାସନ ରଖନ୍ତୁ ନାହିଁ ।

ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଅଶାନ୍ତ ହୁଅନ୍ତି ଓ ସେହି ଘରୁ ମା ଲକ୍ଷ୍ମୀଙ୍କ ବାସ ଉଠିଯାଏ । ଫଳରେ ଧନହାନି, ଧନଜନିତ ସମସ୍ଯା ଓ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । କୌଣସି ସ୍ତ୍ରୀ ରାତିରେ ସଂପୂର୍ଣ୍ଣ ନଗ୍ନ କିମ୍ବା ମୁଣ୍ଡ ଚୁଟି ଖୋଲି ଶୋଇବା ଉଚିତ ନୁହେଁ । କାରଣ ଏହାଦ୍ଵାରା ମଧ୍ୟ ନକରାତ୍ମକ ଶକ୍ତିଙ୍କ ନଜର ସେମାନଙ୍କ ଉପରେ ପଡିଥାଏ ଓ ତାଙ୍କ ପାଇଁ ବିପଦ ଆଣିଥାଏ ।

ମଧ୍ୟରାତ୍ରି ଅଶୁଭ ସମୟ ହୋଇଥିବା ବେଳେ ଭୋର ସମୟ ପବିତ୍ର ସମୟ ହୋଇଥାଏ । ତେଣୁ ଏହି ଦୁଇ ସମୟରେ ଶାରୀରିକ ସମ୍ପର୍କ ରଖିବା ଅଶୁଭ ହୋଇଥାଏ ଓ ସ୍ଵାମୀଙ୍କ ପ୍ରତି ସମସ୍ଯା ଆଣିଥାଏ । ଘରର ଗୃହଲକ୍ଷ୍ମୀର ପଦ ଶୋଇବା ସମୟରେ ଯେପରି ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ନରୁହେ ।

ଏହି ଦୁଇଟି ଗ୍ରହ କର୍ମ ଏବଂ ଗୃହକୁ ସୁଚାଏ । ତେଣୁ ଘରର ଗୃହଲକ୍ଷ୍ମୀ ଏହି ଦିଗକୁ ପାଦ କରି ଶୋଇବା ଦ୍ଵାରା କର୍ମକ୍ଷେତ୍ରରେ ପାଦ ଉପୁଜିବା ସହ ଘରେ ସର୍ବଦା ଅଶାନ୍ତି ଓ ବିବାଦ ଲାଗି ରୁହେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।