ଯାଜପୁର ଜିଲାରେ ପାଣି କୋଇଲି ରେ ଏକ ହାଇଡ୍ରାମା । ସ୍ଵାମୀ ସ୍ତ୍ରୀ ଙ୍କ ମଝିରେ ଝଗଡା । ଏହା ଦେଖିକି ସଭିଏଁ ସେହି ଜାଗାକୁ ଧାଇଁ ଆସିଲେ ସାଧାରଣ ଭାବେ ଲୋକମାନେ ଭାବି ଥିଲେ କି ଏକ ବ୍ୟକ୍ତି ଏକ ମହିଳା ଏକ ଜାଗାରେ ଠିଆ ହୋଇକି ସାମାନ୍ଯ ଭାବେ କଥା ହେଉଛନ୍ତି ମାତ୍ର ଏହା ର କିଛି ସମୟ ପରେ ଏହା ନେଇ ଥିଲା ଭୟଙ୍କର ରୂପ ଏହା ହୋଇଥିଲା । ଯାହାକୁ ଦେଖିକି ସ୍ଥାନୀୟ ଲୋକମାନେ ଅମଧ୍ୟ ଆସି ଯାଇଥିଲେ ।
ଦେଖୁ ଦେଖୁ ଏହା ବହୁତ ଝଗଡା ର ରୂପ ନେଇ ଥିଲା କଥା ଅନୁସାରେ ସ୍ତ୍ରୀ ତାଙ୍କର କିଛି କାହାକୁ ନକହିକି ସବୁ ବେଳେ କେଉଁ ଆଡେ ଚାଲି ଯାଇଥାନ୍ତି । ସେ ଏହି ଭଳି ଆଗରୁ କରିଛନ୍ତି । ଏହି କଥାକୁ ନେଇକି ସଭିଏଁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମାତ୍ର କେହି ବୁଝିବା ପାଇଁ ପ୍ରସ୍ତୁତ ନଥିଲେ । ଉଭୟ ଉଭୟ ଙ୍କ ଉପରେ କେବଳ ଦୋଷ ଲଗାଇବା ରେ ବ୍ୟସ୍ତ ଥିଲେ ଯାହା ପାଇଁ ସେମାନେ ସ୍ଥାନକାଳ ପାତ୍ର ର ଜ୍ଞାନ ହଜାଇ ଦେଇଥିଲେ ।
ସ୍ଵାମୀ କହିଛନ୍ତି କି ସ୍ତ୍ରୀ ନକହିକି ଅନେକ ଥର ଘରୁ ପଲାଣଟି ଆଜି ତାଙ୍କ ସ୍ଵାମୀ ତାଙ୍କୁ ଧରି ଛନ୍ତି ଏହା ପାଇଁ ରାସ୍ତା ମଝିରେ ଚାଲିଛି ପାଲା । ଏହି ଘଟନା କୁ ଆୟତ କରିବା ପାଇଁ ଆଉ ଲୋକ ସାମର୍ଥ ହରାଇ ଦେବାରୁ ପୋଲିଶ କୁ ଡକା ଯାଇ ଥିଲା ଓ ପୋଲିଶ ଆସିକି ଦୁଇ ଜଣଙ୍କୁ ଟେକିକି ନେଇ ଯାଇ ଥିଲା ।
ଯାହା ପାଇଁ ଝଗଡା ସ୍ଥଳରେ ଥିବା ଲୋକମାନେ ଚାଲି ଯାଇ ଥିଲେ । ପୋଲିଶ ଉଭଯଙ୍କୁ ଥାନାକୁ ନେଇକି ପଚରା ଉଚାର କରୁଛି ଓ କରିବ । ସ୍ଵାମୀ ସ୍ତ୍ରୀ ର ଝଗଡା ଭୟଙ୍କର ହୋଇ ପାରେ ମାତ୍ର ଏହା ଏତେ ଭି ବଡ ନଥାଏ କି ଏହାକୁ ଦାଣ୍ଡରେ ଗଡାଇବା ଭଲ ଏହା ପାଇଁ ଆଇନ ଅଛି କାନୁନ ଅଛି କୋର୍ଟ ଅଛି ।
ଏହାକୁ ଶାନ୍ତିରେ ସମାଧାନ କରିବା ଭଲ ହୋଇ ଥାଏ । ଏହି ଭଳି ଲୋକହସା ହେବାର ମାନେ କିଛି ନଥାଏ । ଏହି ଯାହା ସବୁ କାମ ଆମ ଜୀବନରେ ଆସୁଛି ଏହା ଆମକୁ ଆଗକୁ ନେଇକି ଏକ ଖରାପ ସମାଜ ପ୍ରଦାନ କରିବ । ତେବେ ଏହି ଭଳି ଆଗରୁ ଅନେକ ଝଗଡା ରାସ୍ତା ରେ ହେବାର ଆପଣମାନେ ଦେଖିଥିବେ । କିନ୍ତୁ ଏହାର ଅଲଗା ଉପାୟ ମାନ ଅଛି ବାସ ନଜର ଦିଅନ୍ତୁ ।