ଆଜିର ରାଶିଫଳ, 3 ଏପ୍ରିଲ 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଏପ୍ରିଲ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନ ମଧୁମୟ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କୌଣସି କ୍ଷେତ୍ର ରୁ ଆପଣଙ୍କୁ ବଡ ଖୁସି ଖବର ଶୁଣିବାକୁ ମିଳିପାରେ । ଆପଣଙ୍କର ସମାଜରେ ମାନ ସମାନ ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କୁ ଉଚ୍ଚ ପଦ ମିଳିପାରେ । ଆପଣ ଯାହା ଭାବିଥିବେ ସେହି କାମ ଆପଣଙ୍କର ସମୟ ଅନୁସାରେ ପୁରା ହେବ । ଆପଣ ଦୂର ଜାଗାକୁ ଯାତ୍ରା କରିବେ ।

ବୃଷ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ ପରିସ୍ଥିତି ଅନୁକୂଳ ରହିବ । ଆପଣ ନିଜର ବାଣୀ ଦ୍ଵାରା ଅନ୍ୟ ମାନଙ୍କୁ ଆକର୍ଷିତ କରିବା ପାଇଁ ସକ୍ଷମ ହେବେ । ଘର ପରିବାରରେ ବାତାବରଣ ହସ ଖୁଶିର ରହିବ । ଆପଣଙ୍କର ଦ୍ଵାରା କରା ଯାଇଥିବା ପ୍ରେତକ ଟି କାମ ସଫଳ ହେବ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଶୁଭ କାର୍ଯ୍ୟ ରେ ଆପଣ ଯୋଗ ଦେବେ ।

ମିଥୁନ ରାଶି : ସମ୍ପତି କ୍ରୟ କରିବା ପାଇଁ ଆଜି ଦିନ ଟି ଅନୁକୂଳ ରହିବ । ବିଦ୍ୟାର୍ଥୀ ମାନେ ନିଜର ଲକ୍ଷ୍ୟ ପ୍ରତି ଧ୍ୟାନ ଦେବେ ଯାହା ଭବିଷ୍ୟତ ପାଇଁ ସଠିକ ରହିବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ । ବୃଦ୍ଧ ବ୍ୟକ୍ତି ମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ଖୁସି ଅନୁଭବ କରିବେ । ଆପଣଙ୍କ ଜୀବନରେ ଖାସ ଲୋକଙ୍କ ଆଗମନ ହୋଇପାରେ ।

କର୍କଟ ରାଶି : ଆଜି ନିବେଶ କରିବା ପାଇଁ ଆପଣଙ୍କୁ ନୂଆ ଅବସର ମିଳିପାରେ । ଏଥିରେ ଆପଣ ଫାଇଦା ରେ ରହିବେ । ଜୀବନରେ ଖାସ ଅନୁଭୂତି ଆପଣ ଅନୁଭବ କରିବେ । ଆଜି ଆପଣ ପୁରୁଣା ଦିନ ବିଷୟରେ ମାନେ ପକାଇ ଖୁସି ଅନୁଭବ କରିବେ । ମିତ୍ର ମାନଙ୍କ ସହ ଭେଟା ହୋଇପାରେ । ଆପଣ ମିତ୍ର ମାନଙ୍କ ଠାରୁ ସହଯୋଗ ମଧ୍ୟ ପାଇବେ । ପାର୍ଟନର ଙ୍କ ସହ ଥିବା ମତଭେଦ ଦୂର ହେବ ।

ସିଂହ ରାଶି : ଆଜି କାମ କାର୍ଯ୍ୟ କ୍ଷେତ୍ର ରେ ସଂଘର୍ଷ ଅଧିକ ରହିବ । ଧନ ଆଗମନର ସମ୍ଭାବନା ରହିଛି । ଆପଣ ମାନସିକ ଚିନ୍ତା ରୁ ମୁକ୍ତି ପାଇବେ । ଉଧାର ମାଗିବା ପାଇଁ ଆଜି ଦିନ ଟି ଉପଯୁକ୍ତ ନୁହେଁ । ଆମଦାନୀ ରେ ବୃଦ୍ଧି ହୋଇପାରେ । ଯେଉଁ କ୍ଷେତ୍ର ରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ । ଜୀବନ ସାଥି ଙ୍କ ସହଯୋଗ ଆପଣଙ୍କୁ ନୂଆ ଊର୍ଜା ଦେବ । ଆପଣ କୌଣସି କ୍ଷେତ୍ର ରେ ନିବେଶ କରିବେ ।

କନ୍ୟା ରାଶି : ଆଜି ସାମାଜିକ ଗତି ବିଧି ଉପରେ ଆପଣଙ୍କର କଡା ନଜର ରହିବ । ସ୍ୱାସ୍ଥ୍ୟ ଆପଣଙ୍କର ପୂର୍ବ ଅପେକ୍ଷା ଭଲ ରହିବ । ଆର୍ଥିକ ପକ୍ଷ ମଜବୁତ ରହିବ । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ଶୁଣିବାକୁ ପାଇବେ । ମନ ଶାନ୍ତ ରହିବ । ଆପଣ ଅସହାୟ ଲୋକ ମାନଙ୍କର ସହଯୋଗ କରିବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଆପଣ ଆରମ୍ଭ କରିଥିବା କାମ ପୁରା ହେବ ।

ତୁଳା ରାଶି : ଆଧ୍ୟାତ୍ମିକତା ଓ ଇଶ୍ଵର ଭକ୍ତି ଆପଣଙ୍କୁ ସହୟାତ କରିବ । ବେପାରୀ ମାନଙ୍କ ପାଇଁ ସମୟ ମହତ୍ଵ ପୂର୍ଣ୍ଣ ରହିବ । ଆପଣଙ୍କର ସ୍ଵଭାବରେ କିଛି ପରିବର୍ତ୍ତନ ଆସିପାରେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇଅପରେ । ପ୍ରେମ ଜୀବନରେ ସମୟ ଭଲ ବ୍ଯତୀତ ହେବ । ଆପଣ ନିଜର ଅଳସପଣ ତ୍ୟାଗ କରନ୍ତୁ ।

ବିଛା ରାଶି : ଆଜି ଆପଣଙ୍କର ବେପାର କ୍ଷେତ୍ର ରେ ଅଧିକ ରୋଜଗାର ହେବ । ଯାହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆପଣ ବଡ ଯୋଜନା ଆରମ୍ଭ କରିବେ । ଘର ପରିବାର ରେ ପରସ୍ପର ମଧ୍ୟରେ ସମ୍ପର୍କ ରେ ସ୍ନେହ ଭାରି ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ପରିବାର ଲୋକଙ୍କ ସହଯୋଗ ଆପଣ ପ୍ରାପ୍ତ କରିବେ ।

ଧନୁ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ କାର୍ଯ୍ୟ ର ଜବରଦସ୍ତ ଫଳ ଆପଣ ପ୍ରାପ୍ତ କରିବେ । ଆଜି ଏମିତି ବି ହୋଇପାରେ ଆପଣ ଯାହାର ଭଲ ଚିନ୍ତା କରୁଛନ୍ତି ସେ ଆପଣଙ୍କର କ୍ଷତି କରି କାରାନ୍ତି । ତେଣୁ ସତର୍କ ରୁହନ୍ତୁ । କୋର୍ଟ କଚେରୀ ମାମଲା ରେ ଆପଣଙ୍କୁ ସଫଳତା ମିଳିବ । ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ଶୁଣିବାକୁ ପାଇବେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଅଗ୍ରସର ହେବେ । ଚାକିରି କ୍ଷେତ୍ରରେ ମାନ ସମାନ ହାସଲ ହେବ ।

ମକର ରାଶି : ବେପାରୀ ମାନଙ୍କୁ ଆର୍ଥିକ ସ୍ଥିତି ର ସମାନା କରିବାକୁ ପଡିପାରେ । ଆପଣଙ୍କର ଅଟକି ରହିଥିବା କାମ ଆରମ୍ଭ ହେବ । ବହୁତ ଜଲ୍ଦି ଆପଣଙ୍କୁ କୌଣସି କ୍ଷେତ୍ର ରୁ ବଡ ଶୁଭ ସମାଚାର ଶୁଣିବାକୁ ମିଳିପାରେ । ମିତ୍ରା ମାନଙ୍କ ସହଯୋଗ ଆପଣ ପାଇବେ । ଆପଣ ଛୋଟ ଛୋଟ କଥା ରେ ରାଗିବେ । ତେଣୁ ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ ।

କୁମ୍ଭ ରାଶି : କୌଣସି କାର୍ଯ୍ୟ ରେ ଆପଣଙ୍କୁ ସାହାଜ୍ଯ ମିଳିପାରେ । ବରିଷ୍ଠ ଅଧିକାରୀ ଙ୍କ ସହଯୋଗ ପ୍ରାପ୍ତ ହେବ । ଆଜି ଛାତ୍ର ଙ୍କୁ ମିଲାଜୁଲା ଫଳ ପ୍ରାପ୍ତ ହେବ  ଧାର୍ମିକ ଆୟୋଜନାରେ ଆପଣ ସାମିଲ ହେବ । ଧାର୍ମିକ ଯାତ୍ରା କରିବାର ସମ୍ବହବନା ରହିଛି । ଆପଣଙ୍କର ଦ୍ଵାରା କରା ଯାଇଥିବା ପ୍ରେତକ ଟି କାମ ସଫଳ ହେବେ । ବ୍ୟବସାୟ ରେ ଆପଣ ଲାଭବାନ ହେବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ସାନଦାର ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅଚାନକ ଧାନ ଲାଭ ହେବ ।

ମୀନ ରାଶି : ଆଜି ଆପଣ ସମୟ ଅନୁସାରେ କାମ ପୁରା କରିବେ । ଆପଣଙ୍କର ଅଧୁରା କାମ ଆରମ୍ଭ ହେବ । ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବେ । ବେପାରୀ ମାନଙ୍କୁ ବେପାର କ୍ଷେତ୍ର ରେ ବଡ ଫାଇଦା ମିଳିପାରେ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ଖବର ଶୁଣିବାକୁ ପାଇବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।