ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ହେଲିକପ୍ଟର ରେ ସମୁଦାୟ କେତୋଟି ସିଟ ଥାଏ ?
ଉତ୍ତର- ୧୨ଟି
୨- ଲାଲକିଲ୍ଲା ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ଅଛି ?
ଉତ୍ତର- ପାକିସ୍ତାନର ଲାହୋର ରେ
୩- କେଉଁ ଦେଶରେ କ୍ଷୀର ବିକ୍ରି କରିବା ଗୋଟେ ଅପରାଧ ଅଟେ ?
ଉତ୍ତର- ଫିନଲ୍ଯାଣ୍ଡ
୪- କେଉଁ ପ୍ରାଣୀ ର ହାତ କଟିଗଲେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ହାତ ଆସିଯାଏ ?
ଉତ୍ତର- ପ୍ରଜାପତି
୫- ମେଘ ର ଘର ଭାରତର କେଉଁ ରାଜ୍ୟ କୁ କୁହାଯାଏ ?
ଉତ୍ତର- ମେଘାଳୟ
୬- କେଉଁ ଗ୍ରହ କୁ ଲାଲ ଗ୍ରହ କହିଥାନ୍ତି ?
ଉତ୍ତର- ମଙ୍ଗଳ ଗ୍ରହ
୭- ରକ୍ତ ଭଳି ଲାଲ ରଙ୍ଗର ନଦୀ କେଉଁ ଦେଶରେ ଅଛି ?
ଉତ୍ତର- ସ୍ପେନ ଦେଶରେ
୮- କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର, ତାହା କଣ ଅଟେ ?
ଉତ୍ତର- ଉଙ୍କୁଣି

୯- କହିଲ ଦେଖି କେଉଁ ଫଳ ର ଆଖି ୩ଟି ଅଛି ?
ଉତ୍ତର- ନଡିଆ
୧୦- କାଟିଳେ ରକତ ନାହି, କୁଟିଳେ ହାଡ ବି ନାହି କି ଜୀବ ସିଏ କହିଲ ଭାଇ ?
ଉତ୍ତର- ଚିଙ୍ଗୁଡି
୧୧- କାଠର ବାଛୁରି ପଥର ଗାଈ ଯେତେ ଦୂହୁଁ ଥିଲେ ପହ୍ନାଉ ଥାଉ ତାହା କଣ ?
ଉତ୍ତର- ଚନ୍ଦନ ପେଡି
୧୨- ଗରମ ପାଇଲେ ଉପରକୁ ଉଡେ, ଶୀତଳ ପାଇଲେ ତଳକୁ ପଡିଥାଏ, ତାହା କଣ ?
ଉତ୍ତର- ବାଷ୍ପ
୧୩- ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହି, ତାହା କଣ ?
ଉତ୍ତର- ଭେଣ୍ଡି
୧୪- କଞ୍ଚା ହଳଦିଆ, ପାଚିଲେ କଳା ନ କହି ପାରିଲେ ରାଜ୍ୟ ରୁ ପଳା ?
ଉତ୍ତର- ଖଜୁରୀ
୧୫- ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଅନ୍ୟ ମାନଙ୍କର ଦେଖା ଯାଇଥାଏ କିନ୍ତୁ ନିଜର ଦେଖାଯାଇ ନ ଥାଏ ?
ଉତ୍ତର- ଦୋଷ ବା ଭୁଲ

୧୬- ଆମ୍ବୁଲାନ୍ସ କୁ ଓଡିଆରେ କଣ କୁହାଯାଏ ?
ଉତ୍ତର- ଆପତ କାଳ ବାହନ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଗୋଟିଏ ଲାଇକ କରନ୍ତୁ ।