ଆଜିର ରାଶିଫଳ, 13 ମାର୍ଚ୍ଚ 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ସାଥି ଟି ମିଳିପାରେ ଯାହାକୁ ଆପଣ ପ୍ରେମ କରନ୍ତି । ପାରିବାରିକ ଜୀବନ ସୁଖ ପୂର୍ଣ୍ଣ ରହିବ । ଆପଣ କଠିନ ପରିଶ୍ରମ କରି ବଡ ସଫଳତା ଲାଭ କରିବେ । ରଚନାତ୍ମକ କୌଶଳ ଆଜି ଚରମ ସୀମାରେ ରହିବ ଓ ଆପଣ ଏହା ପ୍ରୟୋଗ ସବୁ କାମରେ କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମାନସିକ ଶାନ୍ତି ଅନୁଭବ କରିବେ ।

ବୃଷ ରାଶି : ଆପଣଙ୍କର ଆମଦାନୀରେ ବୃଦ୍ଧି ହୋଇପାରେ । ବିଗିଡି ଯାଇଥିବା କାମ ଆରମ୍ଭ ହେବେ । ଛାତ୍ର ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ଆପଣ ପାଇବେ । ଆପଣଙ୍କ ମନରେ ସାକାରାତ୍ମକ ବିଚାର ଆସିବ । ସନ୍ତାନ ମାନଙ୍କର ସଫଳତାରେ ଆପଣ ଖୁସି ଅନୁଭବ କରିବେ । ପ୍ରେମ ଜୀବନରେ ସମସ୍ଯା ଆସିପାରେ । ବେପାର କ୍ଷେତ୍ରରେ ଦୁଇ ଗୁଣା ଧନ ଲାଭ କରିବେ ।

ମିଥୁନ ରାଶି : ରଚନାତ୍ମକ କ୍ଷେତ୍ର ରେ ଜଡିତ ଲୋକ ମାନେ ଭଲ କାମ କରି ଲାଭବାନ ହେବେ । ଆଜି ଆପଣଙ୍କୁ ମହତ୍ଵ ପୂର୍ଣ୍ଣ କାମ କରିବାର ଅବସର ପାଇବେ । କ୍ଯାରିୟର ଦିଗରେ ଆପଣ ଉନ୍ନତି କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ପ୍ରସନ୍ନତା ପୂର୍ଣ୍ଣ ଖୁସି ଖବର ଶୁଣିବାକୁ ପାଇବେ । କୌଣସି ବଡ କ୍ଷେତ୍ର ରେ ନିବେଶ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ ।

କର୍କଟ ରାଶି : ଆଜି ପରିବାର ଲୋକଙ୍କ ସହ ମଜାମସ୍ତି କରିବାର ଅବସର ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଲାଭ ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପୂର୍ବକ ପୁରା କରିବେ । ଯେ କୌଣସି ସ୍ଥିତି ର ସାମନା କରିବାକୁ ଆପଣ ପ୍ରସ୍ତୁତ ରହିବେ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ ହେବେ । ଆଜି କରିଥିବା ନିବେଶରେ ସମୃଦ୍ଧି ହେବ ।

ସିଂହ ରାଶି : ଆଜି ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବେ । ଯେଉଁ କାମ ହାତକୁ ନେବେ ତାହା ପୁରା କରିବେ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ପୁରୁଣା ମିତ୍ର ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ପରିବାରରେ ଚାଲିଥିବା ବାଦ ବିବାଦ ଦୂର ହେବେ । ପ୍ରେମ ଜୀବନରେ ସମୟ ଭଲ ବ୍ଯତୀତ ରହିବ ।

କନ୍ୟା ରାଶି : ଶୈକ୍ଷିକ କାର୍ଯ୍ୟ ରେ ଯଶ ପ୍ରାପ୍ତ ହେବେ । ବିଦ୍ୟାର୍ଥୀ ଙ୍କ ପାଇଁ ସମୟ ଶୁଭ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । କାର୍ଯ୍ୟ କ୍ଷେତ୍ର ରେ ସଫା ହେବେ । କାରୋବାର ରେ ଆୟ ରେ ବୃଦ୍ଧି ହେବ । ଯାହା ଡବରା ଆପଣ ବଡ ନିବେଶ କରିବା ପାଇଁ ଚିନ୍ତା କରିବେ । ଯୁବ ଗୋଷ୍ଠୀଙ୍କର ଜ୍ଞାନ କୋଷରେ ର୍ବୁଦ୍ଧି ହେବେ । ଛୋଟ ଛୋଟ କଥାରେ ଆପଣ କ୍ରୋଧ କରିବେ । ତେଣୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ତୁଳା ରାଶି : କାମ କାର୍ଯ୍ୟକୁ ନେଇ ଆପଣ ବ୍ୟସ୍ତ ରେ ରହିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଲାଭ କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଟକି ରହିଥିବା କାମ ଆରମ୍ଭ ହେବେ । ଜୀବନ ସାଥି ଙ୍କ ସହଯୋଗ ଆପଣ ପାଇବେ । ଭାଗ୍ୟ ରେ ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିପାରେ । ପାରିବାରିକ ଜୀବନ ସୁଖମୟ ରହିବ । ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ଶୁଣିବାକୁ ପାଇବେ ।

ବିଛା ରାଶି : ଆଜି ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ଓ ଆରାମଦାୟକ ଭାବେ ବ୍ଯତୀତ ହେବେ । କାମ କାର୍ଯ୍ୟରେ ଆପଣ ବଡ ନିବେଶ କରିବେ । ମାତା ପିତା ଙ୍କ ସହଯୋଗ ପାଇବେ । ଅଫିସରେ ଅଧିକାରୀ ଙ୍କ ସହ ଆପଣଙ୍କର ଆଲୋଚନା ସଫଳ ହେବେ । ଭାଇ ଭଉଣୀ ଙ୍କ ଠାରୁ ଆପଣ ଆର୍ଥିକ ସାହାଜ୍ଯ ପାଇବେ । ପାରିବାରିକ ବାତାବରଣ ସୁଖଦ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ଧନୁ ରାଶି : ଆଜି ସରକାରୀ ଲାଭ ପାଇଁ ଆଶା ରଖିବେ । ଗୃହସ୍ଥ ଜୀବନରେ ସୁଖ ଶାନ୍ତି ବଜାୟ ରହିବ । ଆପଣ ନିଜର ଚିନ୍ତାଧାରା ବଳରେ ନୂଆ କାମ ଆରମ୍ଭ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ଅବସର ମିଳିପାରେ । ଚାକିରି କ୍ଷେତ୍ର ରେ ମାନ ସମାନ ବୃଦ୍ଧି ହେବେ । ସାମାଜିକ କାର୍ଯ୍ୟ ରେ ରୁଚି ବୃଦ୍ଧି ହେବ । ଆପଣ ଭାବିଥିବା କାମ ପୁରା ହେବ ।

ମକର ରାଶି : ଅଟକି ରହିଥିବା କାମ ଆରମ୍ଭ ହେବେ । ଆୟ କରିବାର ନୂଆ ସ୍ରୋତ ପ୍ରାପ୍ତ ହେବେ । ରଛାଣ୍ଟମକ କାର୍ଯ୍ୟ କରିବା ପାଇନ ଆପଣ ଆଗ୍ରହୀ ହେବେ । ଆପଣ ନିଜର ପ୍ରତିଭା ଦ୍ଵାରା ଭଲ ପ୍ରଦର୍ଶନ କରିବେ । କ୍ଯାରିୟର ଦିଗରେ ଉନ୍ନତି ହେବ । ଜୀବନ ସାଥି ଙ୍କ ସହଯୋଗ ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଅଧିକ ଧନ ଲାଭ କରିବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ ରାଶି : ଆଜି ଆପଣଙ୍କର ଦିନ ଟି ସାନଦାର ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଚାକିରି ଓ କାରୋବାର ରେ ଆପଣ ନୂଆ ଖବର ଶୁଣିବାକୁ ପାଇବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ପାରିବାରିକ ବାତାବରଣ ହସ ଖୁଶିର ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବେ ।

ମୀନ ରାଶି : ଆଜି ଆପଣ ପ୍ରତେକ କାର୍ଯ୍ୟରେ ସଫଳତା ଲାଭ କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଲାଭ ପାଇବେ । ସମାଜରେ ମାନ ସମାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଲୋକ ମାନେ ମାର୍ଗ ଦର୍ଶନ କରିବେ । ଅଟକି ରହିଥିବା କାମ ପୁରା ହେବ । ଘର କାମରେ ମହିଳା ମାନେ ବ୍ୟସ୍ତ ରହିବେ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।