ପ୍ରେମ ମଣିଷ ଜୀବନର ଅଭିନ୍ନ ଏକ ଅଙ୍ଗ । କୁହାଯାଏ ପ୍ରତ୍ଯେକ ବ୍ୟକ୍ତିଙ୍କୁ ଜୀବନକାଳ ମଧ୍ୟରେ ଅତିକମରେ ଥରେ କାହାକୁ ପ୍ରେମ କରିଥାନ୍ତି । କାହାର ପ୍ରେମ ସଫଳ ହୁଏତ ତ ଆଉ କାହାର ଅଧୁର ରହିଯାଏ । ପ୍ରେମରେ ଯେତିକି ମଧୁରତା ରହିଥାଏ, ପରିସ୍ଥିତିରେ ପଡିଲେ ସେତିକି ତିକ୍ତତା ମଧ୍ୟ ଭରିଯାଏ । ପ୍ରେମରେ ଧୋକା ଏବଂ ପ୍ରତ୍ୟାଖ୍ୟାନର ଭୟରେ ମଣିଷ ଆ-ତ୍ମ-ହ-ତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଉଚିତ ମଣିଥାଏ । ଏହିଭଳି ଏକ ପ୍ରେମ ଏବଂ ପ୍ରତାରଣାର କାହାଣୀ ଯାହା ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଜ୍ଞା ହଁ, ଆମେ କହୁଛୁ ବହୁଚର୍ଚ୍ଚିତ ଯୁବ ବ୍ୟବସାୟୀ ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ କଥା । ପ୍ରେମିକା ସୋନାଲି ନନ୍ଦଙ୍କ ପ୍ରତାରଣା ସହି ନପାରି ଶେଷରେ ନିଜ ଜୀବନ ନେଇଯିବାକୁ ନିର୍ଣ୍ଣୟ ନେଇଥିଲେ ସୌମ୍ଯ । ଆଉ ଏହା ପୂର୍ବରୁ ଦୁନିଆ ପାଇଁ ଛାଡି ଯାଇଥିଲେ ପ୍ରେମିକା ସୋନାଲିଙ୍କ ଠାରୁ ପାଇଥିବା ପ୍ରେମ, ପ୍ରତିଶ୍ରୁତି ଏବଂ ପ୍ରତାରଣାର ଏକ ନୋଟ । ଯାହା ସୌମ୍ଯ ନିଜେ ଲେଖି ଦୁନିଆକୁ ଜଣାଇଥିଲେ ଯେ ପ୍ରେମ କିଭଳି ତାଙ୍କ ଜୀବନ ନେବାକୁ ବାଧ୍ୟ କଲା ।
ଅନ୍ୟ ଜଣେ ଯୁବକ ସାରସ୍ଵତଙ୍କ ପାଇଁ ସୋନାଲି ତାଙ୍କୁ ଛାଡିଥିବା କଥା ଲେଖିଛନ୍ତି ସୌମ୍ଯ । ତେବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଘଟଣା ଉପରେ ଏବେ ମନ୍ତବ୍ୟ ଦେଇଛନ୍ତି ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ସେ ସେହି ଅନ୍ୟ ଯୁବକ ସାରସ୍ଵତଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ସୋନାଲି ଜଣେ ଥାର୍ଡ ଗ୍ରେଡର ଝିଅ ।
ତୁମେ ସୌମ୍ଯଙ୍କ ଭଳି ତା’ପଛରେ ନିଜର ସମୟ ବରବାଦ କରନି । ସୋନାଲିଙ୍କ ଠାରୁ ରାନୀ ପଣ୍ଡା ବହୁ ଗୁଣରେ ଭଲ ଝିଅ । ତୁମେ ଯଦି ପାରୁଛ ରାନୀ ପଣ୍ଡାକୁ ବାହା ହୁଅ କିନ୍ତୁ ସୋନାଲିଙ୍କ ମାୟାରେ ପଡନାହିଁ ବୋଲି କହିଛନ୍ତି ରାନୀ ପଣ୍ଡା । ଯଦି ସୋନାଲି ତୁମ ପାଇଁ ସୌମ୍ଯଙ୍କୁ ଛାଡ଼ିପାରିଲେ ତେବେ ତୁମଠୁ କେହି ବଳ ମିଳିଲେ ତୁମକୁ ବି ଛାଡିଦେବେ । ପୁଅ ଝିଅଙ୍କ ଭିତରେ ଯେବେଠୁ ଜଣେ ତୃତୀୟ ବ୍ୟକ୍ତି ପାଶେ ସେହି ଲଭ୍ କେବେ ରହେ ନାହିଁ ।

କାରଣ ସେହିଭଳି ଝିଅ ମାନଙ୍କର କେବଳ ମୋଟା ଅଙ୍କର ଟଙ୍କା ଦରକାର । ତେବେ ରାନୀ ପଣ୍ଡାଙ୍କର ଏହିଭଳି ମନ୍ତବ୍ୟ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।