ମୁମ୍ବାଇ କୃଜ ଡ୍ର-ଗ୍ସ ପା-ର୍ଟି-ରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗି-ର-ଫ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଅକୁ ଜେ-ଲ-ରୁ ମୁ-କୁ-ଳା-ଇ-ବା ପାଇଁ ଶାହରୁଖ ଓ ସଲମାନ ମିଶି ବହୁ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କ ଜା-ମି-ନ ଆବେଦନ ବାରମ୍ବାର ଖା-ର-ଜ କରି ଦେଉଛନ୍ତି କୋ-ର୍ଟ । ଏହା ଶାହରୁଖ ଓ ତାଙ୍କ ସମର୍ଥକ ମାନଙ୍କୁ ଖୁବ ନି-ରା-ଶ କରିଛି । ଆର୍ୟନ ଗି-ର-ଫ ହେବା ବେଳେ ତାଙ୍କ ପାଖରୁ କୌଣସି ନି-ଶା ସା-ମ-ଗ୍ରୀ ମିଳି ନଥିଲା କିମ୍ବା ସେ ନିଜେ ମଧ୍ୟ କୌଣସି ନି-ଶା ସେ-ବ-ନ କରି ନଥିବା ପରୀକ୍ଷାରୁ ଜଣା ପଡିଥିଲା ।

କିନ୍ତୁ ତାଙ୍କ ବନ୍ଧୁମାନଙ୍କ ପାଖରୁ କିଛି ମାତ୍ରାରେ ଡ୍ର-ଗ୍ସ ମିଳିଥିଲା ଓ ଆର୍ୟନଙ୍କ ହ୍ଵା-ଟ୍ସ-ଆ-ପ୍ ଚା-ଟ୍ ଆଧାରରେ ଏନ-ସି-ବି ତ-ଦ-ନ୍ତ ଜାରି ରଖିଛି । ତେବେ ଏତେ ବି-ଳା-ସ-ପୂର୍ଣ୍ଣ ଭାବେ ଜୀବନ କା-ଟି-ଥି-ବା ଆର୍ୟନ ଆର୍ଥର ରୋଡ ଜେ-ଲ-ରେ ଜଣେ କ-ଏ-ଦୀ ଭାବେ କିଭଳି ଜୀବନ କା-ଟୁ-ଥି-ବେ ତାହା ସମସ୍ତଙ୍କ ମନରେ ଉତ୍ସୁକତା ସୃଷ୍ଟି କରୁଛି । ଆର୍ୟନଙ୍କ ସହ ରହିଥିବା ଜଣେ କ-ଏ-ଦୀ ଜେ-ଲ-ରୁ ବାହାର ହେବା ପରେ ଏନେଇ ଗ-ଣ-ମା-ଧ୍ୟ-ମ-କୁ ଜଣାଇଛନ୍ତି । ସେ କହିଛନ୍ତି ଆର୍ୟନଙ୍କୁ ଜେ-ଲ-ରେ କୌଣସି କୌଣସି ଭିଆଇପି ଟ୍ରି-ଟ-ମେ-ଣ୍ଟ ଦିଆଯାଉ ନାହିଁ ।

ଅନ୍ୟ କଏଦୀ ମାନଙ୍କ ଭଳି ସେ ମଧ୍ୟ ସାଧାରଣ କଏଦୀ ଭାବେ ରହୁଛନ୍ତି ବୋଲି ସୂଚନା ଦେଇଛନ୍ତି ତାଙ୍କ ସାଥି କ-ଏ-ଦୀ । ସେ ମଧ୍ୟ ଆର୍ୟନଙ୍କ ସହ ଏକାଠି ତାଙ୍କ କୋଠରିରେ ଥିଲେ ବୋଲି କହିଛନ୍ତି । ତେବେ ଆର୍ୟନଙ୍କ ସହ ବର୍ତ୍ତମାନ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ଏକାଠି ରଖା ଯାଇଥିବା ସେ ସୂଚନା ଦେଇଛନ୍ତି । ତେବେ ଜେ-ଲ-ରେ ବିସ୍କୁଟ ଛଡା ଆର୍ୟନ ଅନ୍ୟ କିଛି ଖାଉ ନାହାନ୍ତି । ତେବେ କ-ଏ-ଦୀ ମାନଙ୍କ ପାଇଁ ସେମାନଙ୍କ ଘରୁ ଯଦି ମନି ଅର୍ଡର ଆସେ ତେବେ ସେମାନେ କ୍ୟାଣ୍ଟିନରୁ ଅଲଗା କିଛି ମଗାଇ ଖାଇପାରିବେ ବୋଲି ଜେ-ଲ-ରେ ନିୟମ ରହିଛି ।
ମନିଅର୍ଡର ଆସିବା ବେଳକୁ ଉକ୍ତ କ-ଏ-ଦୀ ଜେ-ଲ-ରୁ ବାହାର ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ଆର୍ୟନ ପସନ୍ଦ ମୁତାବକ କ୍ୟାଣ୍ଟିନରୁ ମଗାଇ ଖାଉଥିବେ ବୋଲି ଆଶା କରାଯାଉଛି ।ଜେ-ଲ-ର ପ୍ରଥମ ଦିନ ଆର୍ୟନ ଖୁବ କାନ୍ଦିଥିଲେ ବୋଲି ମଧ୍ୟ କ-ଏ-ଦୀ କହିଥିଲେ । ତେବେ ଦେଖାଯାଉ ବାଦଶାହଙ୍କ ପୁଅଙ୍କୁ ଜେ-ଲ-ରୁ କେବେ ମୁକ୍ତି ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।