ଗୋବିନ୍ଦ ସାହୁ ମାମିତା ସାହୁଙ୍କୁ ହ-ତ୍ୟା କରିଛନ୍ତି ବୋଲି ବର୍ତ୍ତମାନ ସ୍ପଷ୍ଟ ହୋଇ ଯାଇଛି । ମଙ୍ଗଳବାର ଦିନ ସକାଳେ ମହାଲିଙ୍ଗ ଷ୍ଟାଡିୟମରେ ମା-ଟି ତଳୁ ମମିତାଙ୍କ ମୃ-ତ ଦେ-ହ ମିଳିଥିଲା । ସେହି ସ୍ଥାନରୁ ପାଉଁଜି ଓ ଅନ୍ୟ ଯାହା ବି ମିଳିଥିଲା ତାହା ସବୁ ମମିତାଙ୍କ ବୋଲି ପରିବାର ଲୋକମାନେ ଚିହ୍ନଟ କରିସାରିଛନ୍ତି । ଅନ୍ୟ ପଟେ ପୋଲିସର କ-ଷ୍ଟ-ଡି-ରେ ଗୋବିନ୍ଦ ସାହୁ ସତ ମାନି ଯାଇଛନ୍ତି କି ସେ ହିଁ ମମିତାକୁ ହ-ତ୍ୟା କରିଛନ୍ତି ।
ହ-ତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ସ୍କୁଲର ପୁରୁଣା ପ୍ଲାଏ ଓ ଟାୟାର ମାଧ୍ୟମରେ ମମିତାର ଶ-ବ-କୁ ପୋ-ଡି-ବା-କୁ ଚେଷ୍ଟା କରିଥିଲା । ଜେସିବି ଡ୍ରାଇଭରକୁ କହିଥିଲା ଗା-ତ-କୁ ପୋ-ତି ଦେବା ପାଇଁ । ପୋଲସି ସାମ୍ନାରେ ଗୋଟି ଗୋଟି କରି ଗୋବିନ୍ଦ ସାହୁ ସବୁ ସତ କହିଛି । କହିଦେଉଛୁ କି ଗତକାଲି ରାତି ସାରା ଗୋବିନ୍ଦକୁ ପୋଲିସ ଜେ-ରା କରୁଥିଲା । ୭ ତାରିଖ ଦିନ ଷ୍ଟାଡିୟମରେ ଗାତ ଖୋଲିବା ପାଇଁ ଓ ଏହାର ପର ଦିନ ଗାତ ପୋ-ତି-ବା ପାଇଁ ଗୋବିନ୍ଦ ଜେସିବି ଡ୍ରାଇଭରକୁ କହିଥିଲା ।
ତଳେ କାଠର ପ୍ଲାଏ ଓ ଉପରେ ଟାୟାର ଦେଇ ଶବକୁ ପୋଡିଛନ୍ତି ଗୋବିନ୍ଦ ସାହୁ ପୋଲିସକୁ କହିଛି । ମୃ-ତ ଦେ-ହ-କୁ ଶୀଘ୍ର ନଷ୍ଟ କରିବା ପାଇଁ ଶ-ବ-ରେ ବହୁତ ପରିମାଣରେ ଲୁଣ ମଧ୍ୟ ଦିଆଯାଇ ଥିଲା । ମମିତାକୁ ହ-ତ୍ୟା କରିବା ପୂର୍ବରୁ ଷ-ଡ-ଯ-ନ୍ତ୍ର କରି ମମିତାକୁ ଘରୁ ଡକା ଯାଇ ଥିଲା ଓ ଗୋବିନ୍ଦ ମମିତାକୁ ତାଙ୍କ କାରରେ ଯିବା ପାଇଁ କହିଥିଲେ । ଯାହା ବିଷୟରେ ମମିତା ନିଜ ଘର ଲୋକମାନଙ୍କୁ କହିଥିଲା ।
ଏମିତିରେ ବର୍ତ୍ତମାନ ପ୍ରଶ୍ନ ଆସୁଛି ମମିତାକୁ ହ-ତ୍ୟା କରିବା ପାଇଁ ଗୋବିନ୍ଦକୁ ଆଉ କିଏ କିଏ ସାହାର୍ଯ୍ୟ କରିଥିଲେ । ଗୋବିନ୍ଦ ସହ ଆହୁରି ୪ ଜଣଙ୍କୁ ପୋଲିସ ଅ-ଟ-କ ରଖି ଜେ-ରା କରୁଛି । କହିବାକୁ ଗଲେ ବର୍ତ୍ତମାନ ଏହି ମିସିଙ୍ଗ କେ-ସ-ରୁ ମର୍ଡର କେ-ସ ହୋଇଥିବା ମାମଲାର ସମଧାନ ହୋଇ ଯାଇଛି । ପୋଲିସ ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିବା ପାଇଁ କୋର୍ଟକୁ ସମୟ ମାଗିବ । ଏହା ପରେ ଗୋବିନ୍ଦ କହିବ କି କେମିତି ଓ କେଉଁଭଳି ସ୍ଥିତିରେ ଗୋବିନ୍ଦ ହ-ତ୍ୟା କରିଥିଲେ ।
ଏହା ପରେ ଜଣା ପଡିବ କି ମମିତାଙ୍କ ହ-ତ୍ୟା କରିବାର ମୁଖ୍ୟ କାରଣ କଣ ଥିଲା ଓ ଗୋବିନ୍ଦ ସାହୁ କାହାକୁ କାହାକୁ ଯୌ-ନ ନି-ର୍ଯା-ତ-ନା ଦେଉଥିଲେ । ସ୍କୁଲର ଅନ୍ଧାର କୋଠରି ଭିତରେ କଣ ସବୁ ଚାଲିଥିଲା । ଗୋବିନ୍ଦ ଏକୁଟିଆ ଥିଲେ ନା ଏହା ପଛରେ ଆଉ କେହି ବି ସାମିଲ ଅଛି । ବର୍ତ୍ତମାନ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି । ମମିତା ଏମିତି କଣ ଜାଣି ଯାଇଥିଲେ କି ମମିତାକୁ ଜୀବନରୁ ମା-ରି ଦେବା ପାଇଁ ଏହି ଷ-ଡ-ଯ-ନ୍ତ୍ର କରାଯାଇ ଥିଲା ।