ବହୁତ ପୁରୁଣା ଅଟେ Aryan ଙ୍କ ନିଶା ଅଭ୍ଯାସ, ଆର୍ଯ୍ଯନ ନିଜେ କଲେ ଖୁଲାସା, କହିଲେ କିଛି ଏମିତି…

ମୁମ୍ବାଇ କୃଜ ପାର୍ଟି ଡ୍ର-ଗ ମା-ମ-ଲା-ରେ ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗି-ର-ଫ ହେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆର୍ୟନ ଖାନଙ୍କୁ ଅନେକ ଲୋକ ଅନେକ କଥା କହୁଥିବା ବେଳେ ସେ ଗତ ୪ ବର୍ଷ ଧରି ଡ୍ର-ଗ ସେ-ବ-ନ କରୁଥିବା ନେଇ ଜାତୀୟ ଗ-ଣ-ମା-ଧ୍ୟ-ମ-ରେ ଚର୍ଚ୍ଚା ଜୋର ଧରିଛି । ତେବେ N-C-B ପଚରା ଉଚରା କରିବା ସେ ଆର୍ୟନ ଏହି କଥା ସ୍ଵୀକାର କରିଥିବା ସୂଚନା ମିଳିଛି । ସେ ଦେଶ ବାହାରେ ତଥା ୟୁକେ ଏବଂ ଦୁବାଇ ଆଦି ସହରରେ ଡ୍ର-ଗ ସେ-ବ-ନ କରିଥିବା କୁହାଯାଉଛି ।

N-C-B ର ସୂଚନା ଅନୁଯାୟୀ ଶାହରୁଖ ଖାନ ପୁଅ ଆର୍ୟନ ସହ ସେ ଫୋନରେ କଥା ହୋଇଛନ୍ତି । ଆର୍ୟନ ଗି-ର-ଫ ହେବା ପରେ N-C-B ର ଲ୍ୟାଣ୍ଡଲାଇନରେ ପୁଅ ସହ କଥା ହୋଇଛନ୍ତି ଶାହରୁଖ ଖାନ । ମାତ୍ର ଦୁଇ ମିନିଟ ପାଇଁ ପୁଅ ସହ କଥା ହୋଇଥିଲେ ଶାହରୁଖ ଖାନ । ତେବେ ଏହି ସମୟରେ ଆର୍ୟନ ବହୁତ କାନ୍ଦିଥିବା କୁହାଯାଉଛି । ତେବେ ଏହି ଡ୍ର-ଗ ସେ-ବ-ନ ମା-ମ-ଲା-ରେ ଆର୍ୟନଙ୍କୁ ଲଗାତର ପଚରା ଉଚରା କରୁଛି N-C-B ।

ଆର୍ୟନ, ଅରବାଜ ମର୍ଚାଣ୍ଟଙ୍କ ସମେତ ଅନ୍ୟ ଅ-ଭି-ଯୁ-କ୍ତ-ଙ୍କ ମୋବାଇଲ ଫୋନ ଜ-ବ-ତ କରି N-C-B ମେସେଜର ଖୋ-ଳ-ତା-ଡ କରୁଥିବା ଜଣାପଡିଛି । ତେବେ ଆର୍ୟନଙ୍କ ହ୍ଵା-ଟ୍ସ-ଆ-ପ୍ ଚାଟରୁ ସେ ଅନେକ ଡ୍ର-ଗ ପେ-ଡ-ଲ-ର-ଙ୍କ ସମ୍ପର୍କରେ ଥିବା ଜଣାପଡିଛି । ଏହି ପ୍ରମାଣ ଆଧାରରେ N-C-B ଆର୍ୟନ ଓ ତାଙ୍କ ଅରବାଜଙ୍କୁ ମୁହାଁମୁହିଁ ଜେ-ରା ମଧ୍ୟ କରିଛି । ତେବେ ଆର୍ୟନ ଖାନ ଅନେକ ଦିନ ଧରି ଡ୍ର-ଗ ସେ-ବ-ନ କରୁଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ତେବେ ଡ୍ରଗ ମାମଲାରେ ଶାହରୁଖଙ୍କ ଘର ମନ୍ନତରେ N-C-B ସ-ର୍ଚ୍ଚ ଅ-ପ-ରେ-ସ-ନ କରିପାରେ ବୋଲି ମଧ୍ୟ ଜାତୀୟ ଗ-ଣ-ମା-ଧ୍ୟ-ମ-ରେ ଖବର ପ୍ରକାଶ ପାଉଛି । ତେବେ ଆର୍ୟନ ଡ୍ର-ଗ ନେଉ ନଥିବା ଏବଂ ସେହି ପାର୍ଟିର ତାଙ୍କ ପାଖରେ କୌଣସି ଟିକେଟ କିମ୍ବା ବୁଥ ତାଙ୍କ ନାମରେ ବୁକ ନଥିବା ନେଇ କହିଛନ୍ତି ଆର୍ୟନଙ୍କ ଓକିଲ ସତୀଶ ମାନସିନ୍ଧେ । ଆର୍ୟନଙ୍କୁ ସେହି ପାର୍ଟିରେ ନିମନ୍ତ୍ରଣ କରାଯାଇ ଥିଲା ଓ ସେଟାକୁ ସେ ଯାଇ ଫ-ସି ଯାଇଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ଆଗକୁ ଆର୍ୟନଙ୍କୁ ଜା-ମି-ନ ମିଳୁଛି କି ଅଧିକ ଦିନ ପାଇଁ ଜୁ-ଡି-ସି-ଆ-ଲ କ-ଷ୍ଟ-ଡି-ରେ ନିଆଯାଉଛି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।