ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ । ଏହା ଆପଣଙ୍କୁ କୌଣସି ସାଧାରଣ ଇଣ୍ଟରଭ୍ୟୁରେ ମଧ୍ୟ ସାହାଯ୍ୟ କରିବ । ଏହି ପ୍ରଶ୍ନ ଗୁଡିକର ଉତ୍ତର ନିଜେ ଦେବାକୁ ଚେଷ୍ଟା କରନ୍ତୁ ଏବଂ ଉତ୍ତର ବିଭାଗରେ ଏହାର ସଠିକ ଉତ୍ତର ଦେଖନ୍ତୁ ।
୧- ଭାରତର ଦୀର୍ଘତମ ନଦୀ କେଉଁଟି ?
(କ) ଗଙ୍ଗା (ଖ) ଯମୁନା
(ଗ) ଗୋଦାବରୀ (ଘ) ବ୍ରହ୍ମପୁତ୍ର
୨- କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ?
(କ) ମହାରାଷ୍ଟ୍ର (ଖ) ମଧ୍ୟପ୍ରଦେଶ
(ଗ) ଉତ୍ତରାଖଣ୍ଡ (ଘ) ଆସାମ
୩- ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡର ରାଜଧାନୀ କେଉଁଟି ?
(କ) ସିଲଭାସା (ଖ) ପୋର୍ଟବ୍ଲେୟାର
(ଗ) କାଭା ରତୀ (ଘ) ପୁଦୁଚେରି
୪- ନିମ୍ନ ଲିଖିତ ମଧ୍ୟରୁ କେଉଁ ପୁସ୍ତକଟି ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଲିଖିତ ?
(କ) ହିନ୍ଦ ସ୍ଵରାଜ (ଖ) ମାଇଁ ଟୃଥ
(ଖ) ପଥୱେ ଟୁ ଗଡ୍ (ଘ) ଚେଞ୍ଜି॰ ଇଣ୍ଡିଆ
୫- ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଥମ ଖେଳାଳି କିଏ ?
(କ) ସୁନୀଲ ଗାଭାସ୍କର (ଖ) ଅଞ୍ଜୁ ବବି ଜର୍ଜ
(ଗ) ବିଶ୍ବନାଥନ ଆନନ୍ଦ (ଘ) ମେଜର ଧ୍ୟାନଚାନ୍ଦ
୬- “Playing it my Way” କେଉଁ ପ୍ରସିଦ୍ଧ ଖେଳାଳିଙ୍କ ଆତ୍ମଜୀବନୀ ?
(କ) ଡୋନାଲ୍ଡ ବ୍ରାଡମ୍ୟାନ (ଖ) ବ୍ରିଆନ ଲାରା
(ଗ) ସଚିନ ତେନ୍ଦୁଲକର (ଘ) ସୁନୀଲ ଗାଭାସ୍କର
୭- ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଶ୍ଵର ସର୍ବ ବୃହତ କ୍ରିକେଟ ଷ୍ଟାଡିୟମ ଅଟେ ?
(କ) ନରେନ୍ଦ୍ର ମୋଦୀ ଷ୍ଟାଡିୟମ (ଖ) ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ
(ଗ) ଇଡେନ ଗାର୍ଡେନ (ଘ) ପର୍ଥ ଷ୍ଟାଡିୟମ
୮- କେଉଁ ପ୍ରସିଦ୍ଧ ଫୁଟବଲ୍ ଖେଳାଳି “କଳା ମୁକ୍ତା” (Black Pearl) ନାମରେ ପରିଚିତ ?
(କ) କ୍ରିଷ୍ଟିଆନୋ ରୋନାଲ୍ଦୋ (ଖ) ପେଲେ
(ଗ) ଡିଏଗୋ ମାରାଡୋନା (ଘ) ଲିଓନେଲ ମେସି
୯- ଏଗୁଡିକ ମଧ୍ୟରୁ କେଉଁ ରୋଗଟି ଶରୀରରେ ଲୌହ ଅଭାବରୁ ହୋଇଥାଏ ?
(କ) ରିକେଟସ୍ (ଖ) ମ୍ୟାଲେରିଆ
(ଗ) ଆନିମିଆ (ଘ) ସ୍କର୍ଭି
୧୦- କେଉଁ ପ୍ରସିଦ୍ଧ ବୈଜ୍ଞାନିକ ସର୍ବପ୍ରଥମେ ଗୋଟିଏ ଦୂରବୀକ୍ଷଣ ଜନ୍ତ୍ର ସାହାଯ୍ୟରେ ଆକାଶକୁ ଦେଖିଥିଲେ ?
(କ) ନିକୋଲାସ କୋପରନିକସ (ଖ) ଗାଲିଲିଓ ଗାଲିଲି
(ଗ) ସାର ଆଇଜାକ ନିଉଟନ (ଘ) ମାଇକେଲ ଫାରାଡେ
୧୧- ହିନ୍ଦୁ ପୌରାଣିକ ଅନୁସାରେ ନିମ୍ନଲିଖିତ ମଧ୍ୟରୁ କିଏ ସଙ୍ଗୀତ ବାଦ୍ୟଯନ୍ତ୍ର “ବୀଣା” ଉଦ୍ଭାବନ କରିଥିଲେ ?
(କ) ବ୍ରହ୍ମା (ଖ) ନାରଦ
(ଗ) ସରସ୍ଵତୀ (ଘ) ଶ୍ରୀକୃଷ୍ଣ
୧୨- ରାମାୟଣ କଥା ଅନୁସାରେ ମା ସୀତାଙ୍କୁ ହରଣ କରିବାରେ ରାବଣକୁ ସାହାଯ୍ୟ କରିବା ପାଇଁ କିଏ ସୁନା ହରିଣ ରୂପ ଧାରଣ କରିଥିଲା ?
(କ) ସୁବାହୁ (ଖ) ତାଡକା
(ଗ) ମାରିଚ (ଘ) ଧୂଷଣ
୧୩- ନିମ୍ନଲିଖିତ ମଧ୍ୟରୁ କେଉଁ ମୁଗଳ ଶାସକ ଦିଲ୍ଲୀରେ ତାଙ୍କ ଲାଇବ୍ରେରୀର ପାହାଚରୁ ହଠାତ ଖସି ପଡିବା ଫଳରେ ମୃତ୍ୟୁବରଣ କରିଥିଲେ ?
(କ) ବାବର (ଖ) ଆକବର
(ଗ) ହୁମାୟୁନ (ଘ) ଔରଙ୍ଗଜେବ
୧୪- ମୁଗଲ ସମ୍ରାଟ ଆକବରଙ୍କ ଦରବାରରେ ଥିବା ମଧ୍ୟପ୍ରଦେଶର ପ୍ରସିଦ୍ଧ ହିନ୍ଦୁ ସଙ୍ଗୀତଜ୍ଞ “ତାନସେନ” ଙ୍କ ପ୍ରକୃତ ନାମ କଣ ଥିଲା ?
(କ) ବନ୍ଦେ ବାହାଦୂର (ଖ) ରାମତନୁ ପାଣ୍ଡେ
(ଗ) ମାର୍କେଣ୍ଡେୟ ପାଣ୍ଡେ (ଘ) ଲାଲ କଲାୱନ୍ତ
୧୫- କେଉଁ ଫଳର ଚୋପା ନାହିଁ କିମ୍ବା ମଞ୍ଜି ନାହିଁ ?
ଉ: ଏହାର ଉତ୍ତର ସିଧାସଳଖ ଉତରା ବିଭାଗରେ ଦେଖନ୍ତୁ ।
ଉତ୍ତର ବିଭାଗ:
୧- (ଗ), ୨- (ଘ), ୩- (ଖ), ୪- (ଖ), ୫- (ଗ)
୬- (ଗ), ୭- (କ), ୮- (ଖ), ୯- (ଗ), ୧୦- (ଖ)
୧୧- (ଖ), ୧୨- (ଗ), ୧୩- (ଗ), ୧୪- (ଖ), ୧୫- ତୁତକୋଳି (Mulberry)