ଦେଖନ୍ତୁ ଶେଷ ଓଭରରେ Dhoni ଙ୍କ ଭଳି ଜିତାଇବା ପରେ କାନ୍ଦି ପକାଇଲେ ମିଥାଲୀ ରାଜ, କହିଲେ ଏମିତି କଥା ଶୁଣି ଆପଣ ବି କରିବେ ପ୍ରଶଂସା

୩ୟ ଦିନିକିଆ ମ୍ୟାଚ ଜିତିବା ପରେ ମିଥାଲି ରାଜ୍ କହିଲେ ଏପରି କଥା ଯାହା ୧୫୦ କୋଟି ଭାରତୀୟଙ୍କ ହୃଦୟ ଜିତିଗଲେ । ମିଥାଲି ରାଜ୍ ଭାବୁକ ହୋଇ ଦର୍ଶକ ମାନଙ୍କୁ ଯାହା କହିଲେ ଆମେ ଆପଣଙ୍କୁ କହିବୁ ତାହା ପୂର୍ବରୁ ମିଥାଲି ରାଜ୍ ଙ୍କୁ ଆପଣ ୧୦ ରୁ କେତେ ନମ୍ବର ଦେବେ କମେଣ୍ଟ ବକ୍ସରେ ଜଣାନ୍ତୁ ।

ଭାରତ ଏବଂ ଇଂଲଣ୍ଡ ମହିଳା କ୍ରିକେଟ ଟିମ୍ ମ୍ୟାଚର ଦିନିକିଆ ସିରିଜ୍ ଭାରତର ଧମାକାଦାର ଜିତିବା ସହ ଶେଷ ହୋଇଯାଇଛି । ଆପଣଙ୍କୁ କହିଦବୁ ଏହି ସିରିଜର ପ୍ରଥମ ଦୁଇ ମ୍ୟାଚରେ ଭାରତର କ୍ରିକେଟ ଟିମ୍ ବହୁତ ଖରାପ ଭାବରେ ପରାସ୍ତ ହୋଇଥିଲା କିନ୍ତୁ ଏହି ପୂରା ସିରିଜର ସମୟରେ ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ ମିଥାଲି ରାଜ୍ ଜିତିବାର ଆଶା ଛାଡି ନଥିଲେ ।

ସେ ପ୍ରଥମ ସିରିଜରେ ୭୨ ରନ୍ ର ମହତ୍ତ୍ଵପୂର୍ଣ୍ଣ ପାରି ଖେଳିଲେ ଏବଂ ସେ ଦ୍ଵିତୀୟ ସିରିଜରେ ୫୯ ରନ୍ କରି ନିଜର ଦକ୍ଷତା ପ୍ରମାଣ କରିଥିଲେ । ଆଉ ଯଦି ତୃତୀୟ ଦିନିକିଆ ମ୍ୟାଚ କଥା କହିବା ସେ ଟସ୍ ଜିତି ମିଥାଲି ରାଜ୍ଙ୍କ ନିର୍ଣ୍ଣୟ ପ୍ରଥମେ ବୋଲିଂ କରିବାର ଥିଲା । ତାଙ୍କର ଏହି ଚାଲାକ ଭରା କ୍ୟାପଟେନ୍ସି ପାଇଁ ଇଂଲଣ୍ଡକୁ ୨୧୯ ରେ ସ୍ଥଗିତ ରଖିଲେ । ପ୍ରଥମେ ଭାରତୀୟ ଟିମ୍ ର ଓପନିଙ୍ଗ ପାଇଁ ସ୍ମ୍ରିତି ମନ୍ଧନା ଏବଂ ସେଫାଳୀ ବର୍ମା ହାତରେ ହୋଇଥିଲା ।

ପ୍ରଥମେ ତ ଦୁହିଁଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା କିନ୍ତୁ ଏହାପରେ ସେଫାଳୀ ବର୍ମା ଆଉଟ୍ ହୋଇଗଲେ । ଏହାପରେ ସ୍ମ୍ରିତି ମନ୍ଧନା ୪୯ ରନ୍ ର‌ ପାରି ଖେଳି ଆଉଟ୍ ହୋଇଗଲେ । ଏହାପରେ ହରମନ୍ କୈାର ସିଂ ମଧ୍ୟ କିଛି ଖାସ୍ ରନ୍ ବନାଇ ପାରି ନଥିଲେ କିନ୍ତୁ ଏହା ମଧ୍ୟରେ ମିଥାଲି ରାଜ୍ କପ୍ତାନି ପାରି ଖେଳି ମ୍ୟାଚକୁ ପଲଟାଇ ରଖିଦେଲେ । ଏହା ସମ୍ଭବ ହୋଇଥିଲା ତାଙ୍କର ୭୫ ରନ୍ ର ପାରି ପାଇଁ ।

ଯେତେବେଳେ ମିଡିଲ୍ ଅର୍ଡର୍ ରେ ଭାରତୀୟ ଟିମ୍ ଖରାପ ପ୍ରଦର୍ଶନ କରୁଥିଲା ସେତେବେଳେ ମିଥାଲି ରାଜ୍ ନାଁ କେବଳ ଅର୍ଦ୍ଧ ଶତକ ମାରିଲେ ବରଂ ୭୫ ରନ୍‌ କରି ମ୍ୟାଚକୁ ଶେଷ ଓଭର ଯାଏ ନେଇଗଲେ । ଜିତିବା ପାଇଁ ୧୨ ବଲରେ ୧୪ ରନ୍ ଥିଲା ସେତେବେଳେ ଆଉ ଗୋଟିଏ ୱିକେଟ ଚାଲିଗଲା, ଏହାପରେ ୫ ବଲରେ ୫ ରନ୍ ଦରକାର ଥିଲା ସେତେବେଳେ ଶେଷରେ ଚୈାକା ମାରି ଟିମକୁ ଜିତାଇଥିଲେ । ଏହାପରେ ସମସ୍ତ ଶ୍ରେୟ ନିଜ ଟିମ୍ ମେମ୍ବର ଙ୍କୁ ଦେଇଥିଲେ ।

ଆଉ କିଛି ଏମିତି କହିଦେଲେ ଯେ ସମସ୍ତଙ୍କ ହୃଦୟ ଜିତିଗଲେ । ସେ କହିଲେ ପଛେ ଆମେ ସିରିଜ୍ ହାରିଛୁ କିନ୍ତୁ ଆମର ଦଳ ଯେଉଁଭଳି ପ୍ରଦର୍ଶନ କରିଥିଲା ତାହା ପ୍ରକୃତରେ ପ୍ରଶଂସାର ଯୋଗ୍ୟ । ଆମକୁ ମିଡିଲ ଅର୍ଡର୍ ରେ ଏମିତି ଖେଳିବାକୁ ମିଳିଲା ଯାହା ଆମକୁ ଅଲଗା ଲେବଲର ଦୃଢ ବିଶ୍ବାସ ମିଳିଲା । ଆମେ ଏହି ମୁକାବିଲା ଚେସ୍ କରି ଜିତିଲୁ ଆଉ ବାସ୍ତବରେ ମତେ ଚେସ୍ କରି ଜିତିବାକୁ ବହୁତ ମଜା ଲାଗେ‌ । ଆଉ ମୁଁ ଜାଣେ ଆମର ଏହି ଜିତିବା ପାଇଁ ଟିମ୍ ଦୃଢ଼ ବିଶ୍ୱାସ ମିଳିଥିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।