Top 7 ଓଡିଆ ହିରୋଇନ, ଯେଉଁମାନେ ବିବାହ ପରେ ଛାଡି ଦେଇଛନ୍ତି ଅଭିନୟ ଦୁନିଆ, 2 ନମ୍ବର ହିରୋଇନ ଘରେ ଘରେ ଥିଲେ ଲୋକପ୍ରିୟ

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିଛନ୍ତି । କିଛି ଅଭିନେତ୍ରୀ ମାନେ ଓଡିଆ ଜଗତରେ ଅଭିନୟ ଜାରି ରଖିବା ସହ ନିଜର ରିୟଲ ଲାଇଫରେ ମଧ୍ୟ ବ୍ୟସ୍ତ ଅଛନ୍ତି ।

କିନ୍ତୁ ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯିଏ ବିବାହ ପରେ ଅଭିନୟ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନେ କିଏ ଅଟନ୍ତି ।“ଶୈଳଜା ରାଓ” : ଟିଭି ଜଗତରେ “ଆମ ଘର ଲକ୍ଷ୍ମୀ”  ସିରିଏଲରେ ଅଭିନୟ ଅକ୍ରିୟ ବେଶ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଶୈଳଜା ରାଓ ବିବାହ ପରେ ଅଭିନୟ ବନ୍ଦ କରି ଦେଇଥିଲେ । ବର୍ତ୍ତମାନ ସେ ତାଙ୍କ ସ୍ଵାମୀଙ୍କ ସହ ତାଙ୍କର ବ୍ୟବସାୟ ସମ୍ଭାଳିବାର ନଜର ଆସୁଛନ୍ତି ।

“ଝିଲିକ ଭଟାଚାର୍ଜ୍ୟ” : ଓଡିଆ ଅଭିନେତ୍ରୀ ଝିଲିକ ଅନେକ ଫିଲ୍ମରେ କାମ କରି ନିଜର ବେସ୍ଟ ଦେଇଛନ୍ତି । କିନ୍ତୁ ସେ ବିଧାୟକ ତୃପ୍ତି ରଞ୍ଜନ ଘଡୋଇଙ୍କୁ ବିବାହ କରିବା ପରେ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି । 

“ମାହି ମିଶ୍ର”: ଟିଭି ସିରିଏଲେ “ମୁ ବି ଅର୍ଦ୍ଧାଙ୍ଗିନୀ ହେବି” ରେ ଅଭିନେତ୍ରୀ ମାହି ଖୁବ ସୁନ୍ଦର ଅଭିନୟ କରିଥିଲେ । କିନ୍ତୁ ସେ ଅଭିନେତା ଚନ୍ଦନଙ୍କୁ ବିବାହ କରିବା ପରେ ବର୍ତ୍ତମାନ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି ।

“ଗାର୍ଗୀ ମହାନ୍ତି” : ଟିଭି ସିରିଏଲ “ଆମ ଘର ଲକ୍ଷ୍ମୀ”ରେ ନଜର ଆସିଥିବା ଅଭିନେତ୍ରୀ ଗାର୍ଗୀ ଖୁବ ସୁନ୍ଦର ଅଭିନୟ କରି ଫ୍ୟାମସ ହୋଇଥିଲେ । କିନ୍ତୁ ସେ ବିବାହ କରିବା ପରେ ଓଡିଆ ଜଗତରୁ ଦୂରେଇ ଅଛନ୍ତି ।

“ଭୈରବୀ” : ଟିଭି ସିରିଏଲ “ତୁ ମୋ ଜୀବନ ସାଥି”ରେ ଖୁବ ଚମତ୍କାର ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଭୈରବୀ ଶୁଟିଙ୍ଗ ସେଟରେ ଅଭିନେତା ରାଜୁଙ୍କ ସହ ପ୍ରେମ କରି ବିବାହ କରିଥିଲେ । ବର୍ତ୍ତମାନ ସେ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି ।

“ବନିତା ପଣ୍ଡା” : ସିରିଏଲ “ସିନ୍ଦୁର ବିନ୍ଦୁ”ରେ ଜବରଦସ୍ତ ଅଭିନୟ ଦ୍ଵାରା ଲୋକଙ୍କ ମନରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିଥିବା ଅଭିନେତ୍ରୀ ବନିତା ବିବାହ ପରେ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି । ବର୍ତ୍ତମାନ ସେ ନିଜ ପରିବାର ସହ ବେଶ ହସ ଖୁସିରେ ଲାଇଫ ସ୍ପେନ୍ଡ ଅକରୁଛନ୍ତି ।

“ରାନୀ କର” : ଟିଭି ସିରିଏଲ “ସିନ୍ଦୁର ବିନ୍ଦୁ”ରେ ସୁନ୍ଦର ଅଭିନୟ କରିଥିବା ଅଭିନେତ୍ରୀ ରାନୀ କରଙ୍କୁ କିଏ ନ ଜାଣିଛନ୍ତି । ସେ ବିବାହ ପରେ ଏହି ସିରିଏଲଟି ଛାଡି ଦେଇଥିଲେ । କାରଣ ତାଙ୍କ ସ୍ଵାମୀ ଦୁବାଇରେ ଚାକିରି କରି ଥିବାରୁ ସେ ଦୁବାଇ ସିଫ୍ଟ ହୋଇ ଯାଇଛନ୍ତି । ବର୍ତ୍ତମାନ ସେ ନିଜ ପରିବାର ସହ ହସ ଖୁସିରେ ଟାଇମ ସ୍ପେନ୍ଡ କରୁଛନ୍ତି । ତେଣୁ ସେ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।