Odisha କୁ ଘନେଇଲାଣି ଡେଲ୍ଟା ପ୍ଲସ ର ଡର, ଜାଣନ୍ତୁ ଏ ନେଇ କଣ କହୁଛନ୍ତି ବିଶେଷଜ୍ଞ

ନମସ୍କାର ବନ୍ଧୁଗଣ । କୋରୋନାର ପ୍ରଥମ ଲହର ଯେତିକି ଲୋକ ମାଙ୍କର ଜୀବନ ନେଇଥିଲା ତା ଠାରୁ ଅଧିକ କୋରୋନର ଦିତୀୟ ଲହରରେ ଯୁବ ପିଢୀ କୋରୋନାରେ ଆକ୍ରାନ୍ତ ହୋଇ ନିଜର ଜୀ-ବ-ନ ହା-ରୁ-ଛ-ନ୍ତି ।

ବର୍ତ୍ତମାନ କୋରୋନାର ଦିତୀୟ ଲହର ଆମ ଦେଶରେ ନ ସରୁନୁ ଆଉ ଏକ ନୂଆ ରୋଗ ଚିହ୍ନଟ କରା ଯାଇଛି । ତାହା ହେଉଛି ଡେଲ୍ଟା ପ୍ଲସ ଯାହା ଓଡ଼ିଶାକୁ ଘନେଇଲାଣି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି ନୂଆ ରୋଗ ପ୍ରଥମ ଥର ପାଇଁ ରାଜ୍ୟରେ ଦେବଗଡରେ ଜଣେ ବ୍ୟକ୍ତିଙ୍କୁ ହେବାର ଚିହ୍ନଟ କରା ଯାଇଛି । ବର୍ତ୍ତମାନ ସେହି ବ୍ୟକ୍ତିଙ୍କର ଚିକିତ୍ସା ଜାରି ରହିଛି ।

ଏହା ସହ ସେ କେଉଁଠିକି ଯାଇଥିଲେ ଓ ଏହି ରୋଗର ସଂକ୍ରମଣ କିପରି ହୋଇଛି ତାହାର ତଥ୍ୟ ଯାଞ୍ଚ କରା ଯାଉଛି ବୋଲି ଡିଏମସି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଦେଶରେ ସମୁଦାୟ ୫୦ ଜଣ ଡେଲ୍ଟା ପ୍ଲସ ଭାରିଆଣ୍ଟ ରେ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ଅଧିକ ମହାରାଷ୍ଟ୍ରରେ ୨୦ ଜଣ ଚିହ୍ନଟ ହୋଇଛନ୍ତି । ମଧ୍ୟ ପ୍ରଦେଶରେ ୭ ଜଣ, ତାମିଲନାଡୁରେ ୯ ଜଣ, ପଞ୍ଜାବ ଓ ଗୁଜୁରାଟରେ ୨ ଜଣ ଲେଖା ଚିହ୍ନଟ ହୋଇଛନ୍ତି । ତେଣୁ ଡେଲ୍ଟା ପଲ୍ସରେ ଆକ୍ରାନ୍ତ ହେରୁଥିବା ରୋଗୀଙ୍କ ଉପରେ ଅହଡିକ ଗୁରୁତ୍ଵ ଦିଆ ଯାଉଛି । ଏହି ରୋଗୀ ମାନଙ୍କଉ ସେହି କ୍ଯାଟାଗୋରୀରେ ଚିକିତ୍ସା କରାଯିବ ବୋଲି NCDCର ନିଦରେଶକ ଏସକେ ସିଂହଙ୍କ ତରଫରୁ ସୂଚନା ମିଳିଛି ।

ଯେପରି କୋରୋନା ସଂକ୍ରମଣ ରେ ଚିକିତ୍ସା କରା ଯାଉଛି ଠିକ ସେହି ଭଳି ଡେଲ୍ଟା ପ୍ଲସ ଭଳି ନୂଆ ଭାଇରସରେ ସେହି ଗାଇଡ ଲାଇନ ବା ଚିକିତ୍ସା କରାଯିବ । ଗତ ମେ ମାସରେ ଏହି ଡେଲ୍ଟା ପ୍ଲସରେ ଆକ୍ରାନ୍ତ ହୋଇଥିବା ଦେବଗଡରେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରା ଯାଇଥିଲା । ମେ ଦିତୀୟ ସପ୍ତାହରେ ଜିନମ ଶିକୁଏନ୍ସି କରା ଯାଇଥିଲା ।

ଏହା ଛଡା ମେ ରେ ଡେଲ୍ଟା ପଲ୍ସ ଚିହ୍ନଟ ହେଲା ପରେ ୬୦୦ ଜିନମ ଶିକୁଏନ୍ସି ହୋଇଛି । କିନ୍ତୁ ତା ପର ଠାରୁ ଗୋଟିଏ ବି ଡେଲ୍ଟା ପଲ୍ସ ଭେରୀୟାନ୍ତ ଚିହ୍ନଟ ହୋଇ ନାହି । ତେଣୁ ରାଜୟ ବାସୀ ଭୟ ନ କରିବାକୁ ଆଇଲେସ ନିର୍ଦେଶକ ଅଜୟ ପରିଡା ପରାମର୍ଶ ଦେଇଛନ୍ତି ।

ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ । ଧନ୍ୟବାଦ