ମହାବାତ୍ୟା ପ୍ରଥମେ ଏଭଳି ଏକ ନାମ ଛାଡି ଚାଲି ଗଲା କି ଏହା ପରେ ଆସୁଥିବା ପ୍ରତେକ ବାତ୍ୟା ଉପରେ ନଜର ରଖିବା ପାଇଁ ପାଣି ପାଗ ବିଭାଗ ଖୁବ ସଚେତନ ହୋଇ ଯାଇଛି । ତେବେ ଏବେ ପ୍ରତେକ ବର୍ଷ କିଛି ନା କିଛି ବାତ୍ୟା ଓ ଝଡ ତ ଆସୁଛି ।
ଏହା ପାଇଁ ଆଗରୁ ଜାଣିବା ପରେ ଆମେ ଆମ ସଚେତନତା କୁ ଅଧିକ ମହତ୍ଵ ଦେଇ ଥାଉ । ଏହି କିଛି ଦିନ ତଳେ “ୟଶ” ଆସିକି ଯିବା ପରେ ଆଉ ଏକ ବାତ୍ୟା ଆସିବାର ସମ୍ଭାବନା ଅଛି । ତେବେ ପାଣି ବିଭାଗରୁ ଜଣା ପଡିଛିକି ଏବେ ପୁଣି ଠାରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଓ ଏହା ପାଇଁ ଆମେ ଆଗରୁ ସତର୍କ ରହିବା ପାଇଁ ମଧ୍ୟ କହିଛି । ଭାରତୀୟ ପାଣି ପାଗ ବିଭାଗରୁ ଜଣା ପଡିଛିକି ଏହା ବାତ୍ୟାର ରୂପ ନେଇ ପାରେ ।
ଏହା ସହ କୁହା ଯାଇଛି କି ଏହା ଧୀରେ ଧୀରେ ଘନୀ ଭୁତ ହେବାରେ ଲାଗଛି । ଆଗରୁ “ୟଶ”, “ତାଇତେ” ଦୁଇଟି ବାତ୍ୟା ଆସିକି ଭାରତର ଅବସ୍ଥା ଗୁରୁତର କରିବା ପରେ । ଏବେ ଏହା ଜାଣିବା କଷ୍ଟ କର ହୋଇ ଯାଇଛି କି ଏହା କେଉଁ ରାଜ୍ୟ ରେ ଅଧିକ ପ୍ରଭାବ ପକାଇବା ପାଇଁ ଯାଉଛି ।
ତେବେ ଏବେ ଖାଲି ପ୍ରବଳ ବର୍ଷା କୁ ଦେଖିକି ରାଜ୍ୟ ସରକାର ପ୍ରତେକ ଜିଲ୍ଲାକୁ ଆଗରୁ ସତର୍କ ହେବା ପାଇଁ କହିଛନ୍ତି । ଏବେ ହେଉଥିବା ବର୍ଷା ୩ ରୁ ଅଧିକ ଦୀନ ଯାଏ ହୋଇ ପାରେ । ଏହା ପାଇଁ କିଛି ଜରୁରୀ କାଳୀନ ଟିମ ପ୍ରସ୍ତୁତ ସହ ୨୪ ଘଣ୍ଟା ଆଲର୍ଟ ରହୁଥିବା ଏକ କଣ୍ଟ୍ରୋଲ ରୁମ ପାଇଁ ବ୍ୟବସ୍ଥା କରିବା ପାଇଁ ସରକାର କହିଛନ୍ତି ।
ତେବେ ଏହି ସମୟରେ କେବଳ ବାତ୍ୟା ନୁହେଁ ବରଂ ଏହା ସହ ଭୂସ୍ଖଳନ ହେବାର ସମ୍ଭାବନା ମଧ୍ୟ ଥିବା କଥା କୁହା ଯାଇଛି । ଏହାକୁ ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଆବଶ୍ଯ ସ୍ଥଳେ ଲୋକମାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇ ପାରିବେ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ସୂଚନାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।