ବୁଧ କରିବେ ନିଜର ରାଶି ପରିବର୍ତ୍ତନ, ଏହି 7 ଟି ରାଶିର ବଦଳିଯିବ ଭାଗ୍ୟ, କଣ ଏଥିରେ ଆପଣଙ୍କ ରାଶି ଅଛି ?

୨୬ ମେ ରେ ବୁଧ ଗ୍ରହର ଚଳନ ହେବାକୁ ଯାଉଛି ମିଥୁନ ରାଶିକୁ ଏହା ୩ ଜୁନ ଯାଏ ରହିବ ଏହା ପରେ ପୁଣି ଏହା ଫେରି ଆସିବ ନିଜ ସ୍ଥାନକୁ ଏହି ଚଳନ ଦ୍ଵାରା କିଭଳି ରହିବ ୧୨ ଟି ରାଶିର ଭାଗ୍ୟ ଆସନ୍ତୁ ଜାଣିବା

ମେଷ ରାଶି – ଆପଣଙ୍କ ଚାକିରି କ୍ଷେତ୍ରରେ ପଦର ଉର୍ନତି ଯୋଗ ଅଛି । ଏକ ଭଲ ସମୟ ନିଜ ପରିବବାର ସହ ଆପଣ ବିତାଇବେ । ଆପଣଙ୍କ ପଇସା ଯଦି କାହା ପାଖେ ଅଛି ସେ ଆପଣଙ୍କୁ ଫେରାଇବ । ବୃଷ ରାଶି – ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ ଅନ୍ୟ କାହା କଥାରେ ଯଦି ଆପଣ ନିଜ ସମୟ ନଷ୍ଟ କରିବେ ତାହେଲେ ଆପଣ ବିବାଦରେ ଫଶୀ ଯିବେ । ଏହି ସମୟ ରେ ଆପଣଙ୍କୁ ଖୁବ ଭଲ ଫଳ ମିଳିବ ଆପଣଙ୍କୁ ।

ମିଥୁନ ରାଶି – ଆପଣଙ୍କ ଦେହ ଭଲ ରହିବ ଆପଣଙ୍କ କଥା ବାର୍ତ୍ତାରେ ଭଲ ପରିବର୍ତ୍ତନ ଆସିବ । ଯେଉଁ ମାନେ ମାର୍କେଟିଙ୍ଗ ରେ ଅଛନ୍ତି କିମ୍ବା ରାଜନୀତି ରେ ଅଛନ୍ତି ସେମାନଙ୍କ ପାଇଁ ସମୟ ଭଲ ରହିବ । ଆପଣ କିଛି ଅଲଗା ଭଳି ଦେଖା ଯିବେ ମାତ୍ର ଆପଣଙ୍କ ପାଇଁ ଏହି ସମୟ ଭଲ ଅଟେ ।

କର୍କଟ ରାଶି – ଆପଣଙ୍କର ଏହି ସମୟ ମଧ୍ୟରେ ଖୁବ ଭଲ ଧନ ଲାଭ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କ ସନ୍ତାନର କିଛି ଭଲ ହେବ । ଆପଣଙ୍କୁ ସନ୍ତାନ ପ୍ରାପ୍ତି ହୋଇ ପାରେ । ଆପଣ ନିଜ ଦେହର ଟିକେ ଯତ୍ନ ନେବେ ନହେଲେ ଏହା ପାଇଁ ଆପଣ ଅସୁବିଧାରେ ପଡି ପାରନ୍ତି ।

ସିଂହ ରାଶି – ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି । ଆପଣଙ୍କ ମଧ୍ୟରୁ ଯେଉଁ ମାନେ ମ୍ୟାନେଜମେଣ୍ଟ ରେ କାମ କରୁଛନ୍ତି ତାଙ୍କ ପାଇଁ ଏହି ସମୟ ଅଧିକ ଭଲ ଅଟେ । ପରିବାରରେ ଶାନ୍ତି ରହିବ ଓ ଖୁସି ମଧ୍ୟ ।

କନ୍ୟା ରାଶି – ଯେଉଁ ମାନେ ସୋସିଆଲ ମିଡିଆରେ ଅଛନ୍ତି ସେମାନଙ୍କୁ ଖୁବ ଭଲ ଫଳ ମିଳିବ । ପରିବାରରେ ମାଙ୍ଗଳିକ କାମ ହେବ । ଆପଣଙ୍କ ସମ୍ପର୍କ ଆପଣଙ୍କ ବାପାଙ୍କ ସହ ଖୁବ ଭଲ ରହିବ ।

ତୁଳା ରାଶି – ଆପଣଙ୍କ ଇଛା ଅନୁସାରେ ଆପଣ ନିଜର ପାଠ ପାଢୀ ପାରିବେ । ଆପଣ ନିଜ ଇଚ୍ଛା ଅନୁସାରେ ନିଜର ଚାକିରି ପାଇ ପାରିବେ । ଆପଣ ନିଜ ଶରୀର ପାଇଁ ଟିକେ ଯତ୍ନବାନ ହୁଅନ୍ତୁ । ଆପଣଙ୍କ ଏହି ସମୟ ଖୁବ ଭଲ ଜୀବ ।

ବିଛା ରାଶି – ଆପଣଙ୍କ ଅଧିକ ଖର୍ଚ୍ଚ ହୋଇ ପାରେ ପରିବାରରେ ସମସ୍ଯା ଆସିପାରେ । ଏହା ସହ ଆପଣ ମଧ୍ୟ ଟିକେ ଚିନ୍ତାରେ ରହିବେ ବ୍ୟସ୍ତ ହୁଅନ୍ତୁନୀ ଏହା କିଛି ସମୟ ପାଇଁ ଆସିବ ଆପଣଙ୍କ ଜୀବନରେ ।

ଧନୁ ରାଶି – ଆପଣଙ୍କ ଜୀବନରେ ହେଉଥିବା ପରିବର୍ତ୍ତନ ରୁ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜକୁ ସାବଧାନର ସହ ଚାଲିବା ପାଇଁ ଅଭ୍ଯାସରେ ପକାନ୍ତୁ ନ ହେଲେ ଧନ କ୍ଷୟ ହୋଇ ପାରେ ।

ମକର ରାଶି – ଏହି ସମୟରେ ଆପଣଙ୍କୁ ସମାଜରେ ସଫଳତା ମିଳିବ । ଆପଣ ନିଜର ଘର ପାଇଁ ଜମି କିଣି ପାରିବେ । କିଛି ପୁରୁଣା ଜମିବାଡି ଝଗଡାର ଅନ୍ତ ହେବ। ଆପଣ ଯଦି ଛାତ୍ର କିମ୍ବା ଛାତ୍ରୀ ଆପଣଙ୍କ ପାଇଁ ମଧ୍ୟ ଭଲ ସମୟ ଅଛି ।

କୁମ୍ଭ ରାଶି – ଆପଣଙ୍କ ଜୀବନରେ ସବୁ ପ୍ରକାର ଖୁସି ମିଳିବ । ଆପଣ ନିଜକୁ କିଛି  ବିବାଦରେ ଫସିବା ପାଇଁ ଦିଅନ୍ତୁନି ନିଜ ବାଣୀ ଉପରେ ସଂଯମ ରଖନ୍ତୁ । ଆପଣ ଯଦି ଏହି ଦୁଇଟି ଜିନିଷ ଉପରେ ଧ୍ୟାନ ଦେଇ କାମ କରିବେ ଆପଣ ସଫଳ ହେବେ ।

ମିନ ରାଶି – ଆପଣଙ୍କ ଜୀବନରେ ଜେଭଳି ଚାଲିଥିଲା ସେଭଳି ଚାଲିବ । ଦାଂପତ୍ଯ ଜୀବନ ରେ ଖୁସି ରହିବ ଆପଣ ଅଧିକ ସମୟ ନିଜ ପରିବାର ସହ ବିତାଇବେ । ଆପଣ ସବୁ ପ୍ରକାର ସୁଖ ସୁବିଧା ପାଇବେ । ନିଜକୁ ଖଳ ପ୍ରକୃତିର ଲୋକଙ୍କ ପାଖରୁ ଦୂରେଇ ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ