ସରକାରଙ୍କ ବଡ ଘୋଷଣା, ଟୀକା ନେବା ବେଳର ଫଟୋ ପଠାଇଲେ ମିଳିବ ୫୦୦୦ ଟଙ୍କା, ବାସ କରିବାକୁ ହେବ ଏହି କାମ

କରୋନା ସଂକ୍ରମଣ ବଢି  ଚାଲିଛି ଏହା ପାଇଁ ସାରା ଦେଶ ର ଜନତା ନିଜର ଜୀବିକା ହରାଇ ସାରିଲେଣି । ଆପଣ ମାନେ ନିଜ ଅଞ୍ଚଳରେ ଥିବା ଜନତାଙ୍କ କଷ୍ଟ ଦେଖି ପାରୁଥିବେ ।

ଯେଉଁ ମାନେ କରୋନା ରେ ସଂକ୍ରମଣ ହୋଇ ସାରିଛନ୍ତି ସେମାନେ ନିଜକୁ ୧୪ ଦିନ ପାଇଁ କ୍ୟାରେଣ୍ଟାଇନ ରେ ରହିବା ପାଇଁ ସରକାର ଓ ଚିକିସ୍ଛାବିତ ମାନଙ୍କ ଦ୍ଵାରା କୁହା ଯାଇଛି । ଆପଣ ମାନେ ଜାଣିଥିବେ କି ଏଭଳି ଏକ ଅଭାବନିୟ ପରିସ୍ଥିତିରେ ଆପଣ ନିଜକୁ ସାହାସ ଦିଅନ୍ତୁ , ନିୟମ ମାନି ଚଳନ୍ତୁ ଯଦି ଆପଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତେବେ ଆପଣ ଘରେ ରହି ନିଜର ଚିକିସ୍ଛା କରି ପାରିବେ ।

ଯଦି ଅଦଧିକ ଜଟିଳ ପରିସ୍ଥିତି ଉପୁଜିବ ତାହେଲେ ଆପଣ ନିଜକୁ ହସ୍ପିଟାଲ ରେ ଭର୍ତ୍ତି କରନ୍ତୁ । ନଚେତ ଆପଣ ଘରେ ରହି ନିଜକୁ ଭଲ କରି ପାରିବେ । ଆଜି ହସପିଟାଲ ରେ ମଧ୍ୟ ବେଡ ର ଅସୁବିଧା ହେବାରେ ଲାଗିଛି ତେଣୁ କରି ଯଦି ହେଉଛି ଘରକୁ ଆପଣ ଆକ୍ସିଜେନ ସିଲିଣ୍ଡର ଆଣିକି ବ୍ୟବହାର କରନ୍ତୁ । ଆପଣ ନିଜ ପାଇଁ ନିଜ ଘର ଲୋକଙ୍କ ପାଇଁ ଆପଣ ଏଭଳି କରିବା ଆବଶ୍ୟକ ଅଟେ । ଆପଣ ଏବେ ସରକାରଙ୍କ ଦ୍ଵାରା ୫୦୦୦ ଟଙ୍କା  ପାରିବେ ।

କାରୋନା ଲଢେଇରେ ସବୁ ଲୋକଙ୍କୁ ଟୀକା ଦେବା ପାଇଁ ପ୍ରୋସ୍ଛାହନ ଦେଉଛି ସରକାର , ସେଥି ପାଇଁ ଯଦି ଆପଣ ଟୀକା କାରଣ କରିବେ ଓ ଏହା ପରେ ଆପଣ ଏକ ଭଲ ଟ୍ୟାଗ ଲାଇନ ଦେବେ ତାହେଲେ ଆପଣ ଜିତିପାରିବେ ୫୦୦୦ଟଙ୍କା ।

ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବେ ଜାଣିବା । ସରକାରଙ୍କ ନିୟମ ଅନୁସାରେ ଯେଉଁମାନେ ୧୮ ରୁ ଅଧିକ ବର୍ଷ ସେମାନେ ଟୀକା ଗ୍ରହଣ କରିପାରିବେ । ଟୀକା ନେବା ସମୟରେ ଆପଣ ଏକ ଫଟ ଉଠାଇ ନେବେ । ଆପଣ ଘରକୁ ଆସି MyGoIndia ପୋର୍ଟାଲ କୁ ଯିବାକୁ ହେବ ସେଠାରେ ଆପଣ ପାର୍ଟିସିପେଟ ଟ୍ୟାଗ ଉପରେ କ୍ଲିକ କରି ଏହା ପରେ  ରେଜିଷ୍ଟ୍ରେଶନ ଡିଟେଲ ରେ ଆପଣ ସବୁ ସୂଚନା ଦେବେ ।

ଏଥିରେ ନିଜର ଟୀକା କାରଣ ର ଫଟ ଦେବେ ଏହା ସହ ଆପଣ ଏକ ଭଲ କିଛି ଲେଖିବେ ଏହା ବିଷୟରେ । MyGov ଟ୍ବିଟଟର ରେ ଆପଣ ଏହା ବିଷୟରେ ସବିଶେଷ ସୂଚନା ପାଇ ଯିବେ , ଏଥିରେ  ଲେଖା ହୋଇଛି କି ଯଦି ଆପଣ ଭ୍ୟାକ୍ସିସିନ ନେଇଛନ୍ତି ତେବେ ଅନ୍ୟମାନଙ୍କୁ ଏହା ପାଇଁ ପ୍ରେରଣା ଦିଅନ୍ତୁ । ଏଭଳି କରିବା ଦ୍ଵାରା ପ୍ରତେକ ଲୋକ ଟୀକା ନେଇ ପାରିବେ ।

ସରକାର ଙ୍କର ନିୟମ ଅନୁସାରେ  ଯେଉଁ ମାଏନ ଲିଙ୍କରେ ନିଜର ଫଟ ସହ ଭଲ ଟ୍ୟାଗ ଲାଇନ ଦେବେ ସେମାନଙ୍କ ମଧ୍ୟରୁ ବଛା ବଛା ୧୦ଟି ଟ୍ୟାଗ ଲାଇନକୁ ୫୦୦୦ ଟଙ୍କା ଦିଆଯିବ ତେବେ ଏହା ପ୍ରତେକ ମାସର ଶେଷରେ କରାଯିବ। ତେବେ ଆମେ ଆମ ଅନୁଭବ ଦ୍ଵାରା ଅନ୍ୟମାନଙ୍କୁ ପ୍ରେରଣା ଦେଇ କାରୋନା କୁ ହରେଈ ପାରିବା। ବନ୍ଧୁଗଣ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ