ପ୍ରତେକ ଲୋକଙ୍କ ଜୀବନରେ କିଛି ଭଲ କିଛି ଖ-ରା-ପ ଜିନିଷ ଅଛି । ପ୍ରତେକ ଲୋକ ଏହାକୁ ଜାଣି ପାରନ୍ତିନୀ ତେବେ ଆପଣ ଏହାକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । କିଛି ବ୍ୟକ୍ତି ମାନେ ନିଜର ଏହି ଖ-ରା-ପ ଗୁଣ କୁ ଜାଣି ଥାନ୍ତି ଓ କିଛି ବ୍ୟକ୍ତିମାନକଙ୍କୁ ଏହା ଅଜଣା ଥାଏ । ଭଗବାନ କହିଛନ୍ତି ଯଦି ଆପଣ ନିଜର ଖ-ରା-ପ ଗୁଣକୁ ଜାଣି ନ ତେବେ ଜୀବନରେ କେବେବି କିଛି ଭଲ କାମ କରି ପାରିବନି ସବୁ ବେଳେ ଅନ୍ୟ ମାନଙ୍କ ଦ୍ଵାରା ନିଜର ଉପହାସ ର ପାତ୍ର ହୋଇ ରହିବ ।
ଯଦି ଆପଣ ମାନେ ନିଜର ଏହି ଖ-ରା-ପ ଜିନିଷ କିମ୍ବା ଗୁଣ ଗୁଡିକୁ ଜାଣି ନାହାନ୍ତି ତେବେ ଆସନ୍ତୁ ଏହି କାର୍ଡ ଦ୍ଵାରା ଆମେ କହିବୁ ଆପଣଙ୍କୁ କଣ ଆପଣଙ୍କର ଖ-ରା-ପ ଗୁଣ ଅଛି । ତେବେ ବାଛନ୍ତୁ ଏକ କାର୍ଡ । ଯଦି ଆପଣ ପ୍ରଥମ କାର୍ଡ ବାଛି ଛନ୍ତି ତେବେ ଏହାର ମାନେ ହେଉଛି ଆପଣ ନିଜର ପ୍ରତେକଟି ଖ-ରା-ପ କାମ ପାଇଁ ଆପଣ ଅନ୍ୟ ମାନକୁ ଦାଇ କରିବେ ।

ଆପଣ ହୁଏତ ନିଜ ଜୀବନରେ ଅଧିକ ଧୋକା ଖାଇଥିବେ କିମ୍ବା ଅନେକ ସମୟରେ ଆପଣ ଚେଷ୍ଟା କରି ମଧ୍ୟ ଅସଫଳ ରହିଥିବେ । ହେଲେ ଏହା ପାଇଁ ଆପଣ ସବୁ ବେଳେ ଅନ୍ୟକୁ କହିବା କିମ୍ବା ଅନ୍ୟକୁ ଦୁଃଖ ଦିଅନ୍ତୁନି । ନିଜ ପାଇଁ ଓ ନିଜ କାମ ପାଇଁ ଆପଣ ନିଜେ ହିଁ ଦାଇ ଅଟନ୍ତି । ଆପଣକ ପରିସ୍ଥିତିକୁ କେବଳ ଆପଣ ହିଁ ବଦଳାଇ ପାରିବେ ତାହା ପାଇଁ ଆପଣ କାହାକୁ ଦାଇ କଲେ ସେମାନେ କେବେବି ଏହାର ସମାଧାନ କାଢି ପାରିବେନି ବରଂ ଆପଣ ନିଜର କାମ ଓ ନିଜର ଚିନ୍ତା ଧାରା ଦ୍ଵାରା ନିଜକୁ ଉପରକୁ ଉଠେଇ ପାରିବେ ।

କେହି କେବେ କାହାକୁ ସୁଯୋଗ ଦେଇନଥାଏ ଏହା ଭାଗ୍ଯର କଥା ଅଟେ ଯଦି ଆପଣ ଚେଷ୍ଟା କରିବେ ଏବେ ଆପଣ ନିଜ ଇଚ୍ଛାରେ ସାରା ଦୁନିଆକୁ ବଦଳାଇ ପାରିବେ । ଏବେ ଆସନ୍ତୁ ଜାଣିବା ଦ୍ଵିତୀୟ କାର୍ଡ ବାଛୁ ଥିବା ବ୍ୟକ୍ତି ମାନେ ନିଜ ଜୀବନରେ କେବଳ ସେହି ଜିନିଷ ଚାହାନ୍ତି ଯେଉଁ ଟା ସେମାନଙ୍କୁ ଠିକ ଲାଗେ ପ୍ରକୃତରେ ଯାହା ଆପଣ ଚାହୁଁ ଛନ୍ତି ତାହା ଠିକ ନ ହୋଇ ପାରେ ଆପଣ ଏହାର ସମାଧାନ ଅଲଗା ଉପାୟରେ ମଧ୍ୟ କରି ପାରିବେ ।

ଏହା ହୁଏତ ଆପଣଙ୍କୁ ଖୁସି ନ ଦେଇ ପାରେ ମାତ୍ର ଆପଣଙ୍କର ସମାଧାନ ହୋଇ ଜୀବ ଓ ଆପଣ ନିଜର ଏକ ଚିନ୍ତାରୁ ମୁକ୍ତି ପାଇ ପାରିବେ । ଥରେ ସାହାସ କରି ଆଗକୁ ବଢନ୍ତୁ ଓ ନିଜକୁ କିଛି ବଦଳାଇବାରେ ଚେଷ୍ଟା କରନ୍ତୁ । ଯଦି ଆପଣ ତୃତୀୟ କାର୍ଡ ବାଛି ଛନ୍ତି ତେବେ ଆପଣ ଗୋଟେ କଥା ମାନେ ରଖନ୍ତୁ ଯେ ଆପଣ ଯେତେ ଭଲ ମତ ଦେଲେ ମଧ୍ୟ ସବୁ ବେଳେ କେଉଁ ଟି ଠିକ ଓ କେଉଁ ଟି ଭୁଲ ତାହା ଜାଣି ପାରିବେନି ।

ପ୍ରତେକ ସମୟରେ ଆପଣ ନିଜର ଡିସିସନ କୁ ନେଇକି ସନ୍ଦେହରେ ରହିବେ । ତେବେ ଏହା ପାଇଁ ଆପଣଙ୍କୁ ଦରକାର କିଛି ଏକାନ୍ତ ଭରା ସମୟ ଯେଉଁଠାରେ ଆପଣ ନିଜ ସହ ସମୟ ବିତାଇ ପାରିବେ ଓ ଜାଣି ପାରିବେ କଣ କଣ ଠିକ ଓ କଣ ଭୁଲ ଅଟେ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।