ମାଲଦ୍ଵୀପ ପହଞ୍ଚି ନିଜ ଭିତରେ ଝଗଡା କଲେ ଅଷ୍ଟ୍ରେଲିଆର ଏହି ଦୁଇ କ୍ରିକେଟର, ଦେଖନ୍ତୁ ତା ପରେ କଣ ହେଲା !

ନିକଟରେ ବିରାଟ IPL ଖେଳିବାକୁ ମନା କରିଥିଲେ ଏହାର କାରଣ ହେଉଛି କିଛି ଖେଳାଳି କ-ରୋ-ନା ପଜେଟିବ ବାହାରିଥିଲେ । ତେଣୁ BCCI ଖେଳ ବନ୍ଦ କରିବା ପାଇଁ ଅନୁମତି ଦେଇ ଥିଲେ । ତେଣୁ କରି ଅଷ୍ଟ୍ରେଲିଆ ରୁ ଆସିଥିବା ଖେଳାଳି ମାନଙ୍କୁ କ୍ଵାରନଟାଇନ ରେ ରଖିବାର ନିସ୍ପତି ନେଇଥିଲା BCCI । କାରଣ ବର୍ତ୍ତମାନ ଭାରତରେ ସଂ-କ୍ର-ମ-ଣ ବଢିବାରେ ଲାଗିଛି ଓ ଏହା ପାଇଁ ଅଷ୍ଟ୍ରେଲିଆ ସରକାର ପୁରା ପୁରୀ ଭାବରେ ଭାରତରୁ ବିମାନ ଯାଇ ପାରିବନି ବୋଲି ଘୋଷଣା କରିଛି ।

ଦୁଇ ଦେଶ ନିଜ ଖେଳାଳି ଓ ଲୋକ ମାନଙ୍କର ହିତ ପାଇଁ ଏଭଳି କିଛି ନିସ୍ପତି ନେଇଥିଲେ । ଅଷ୍ଟ୍ରେଲିଆ ସରକାର ଏହା ମଧ୍ୟ ଘୋଷଣା କରିଥିଲା ଯେଉଁ ଖେଳାଳି ମାନେ ଭାରତରୁ ଯିବେ ନିୟମ ନ ମାନି ସେମାନେ ୫୦ଲକ୍ଷ ଟଙ୍କା ଓ ୫ ବର୍ଷ ପାଇଁ ଜେ-ଲ ଯିବେ । ମାତ୍ର ଭାରତର ଖେଳାଳି ମାନେ ଆସିଗଲେ ଘରକୁ । ଏହା ପରେ ଅଷ୍ଟ୍ରେଲିଆ ଖେଳାଳି ମାନେ ଯିବେ ମାଳଦୀପ ଏବଂ ସେଠାରେ ୧୪ ଦିନ ପାଇଁ କ୍ଵାରନଟାଇନ ରେ ରହି ସାରିବା ପରେ ନିଜ ଦେଶ ଅଷ୍ଟ୍ରେଲିଆ ଫେରି ପାରିବେ ।

ତେବେ ଏଭଳି କରିବା ଦ୍ଵାରା ପ୍ରତେକ ଖେଳାଳି ମାଳଦୀପ ପହଞ୍ଚି ଥିଲେ । ଡେଭିଡ ୱରର୍ନର ଯାହାଙ୍କ ଠାରୁ ହାଇଦ୍ରାବାଦ ସନ ରାଇଜ ନିଜର କପ୍ତାନି ପଦ ନେଇ ଯାଇଥିଲା । ମାଇକେଲ ମଧ୍ୟ ସେଠାରେ ଥିଲେ ଜଣେ କମେନଟେଟର ହିସାବରେ । ତେବେ ଦୁହେଁ ସାମ୍ନାସାମ୍ନୀ ହେଲା ପରେ ସେମାନଙ୍କର ଝ-ଗ-ଡା ହୋଇ ଯାଇଥିଲା ।

ଏହାର କାରଣ ସ୍ପଷ୍ଟ ନଥିଲା । ଏହି ଖବର ବାହାରକୁ ଆସିଲା ପରେ ଦୁହେଁ ଏଭଳି କିଛି ହୋଇ ନି ବୋଲି ନିଜର ମତ ଦେଇ ଥିଲେ ମାତ୍ର ଏହା କେତେ ଦୂର ଯାଏ ସତ ତାହା ଦୁଇ ବ୍ୟକ୍ତି ବେସ ଭଲ ଭାବରେ ଜାଣି ଥିବେ ।

ସୂତ୍ରରୁ ଜଣା ପଡିଛି ଦୁଇ ଜଣ ପରସ୍ପର ର କଲର ଧରି ନେଇଥିଲେ । ମାଇକେଲ ସେହି ବ୍ୟକ୍ତି ଯିଏ କି ନିଜ ସରକାରଙ୍କ ଉପରେ ଖୁବ ରା-ଗି-କି ସେମାନଙ୍କୁ ହ-ତ୍ୟା କାରୀ ବୋଲି କହି ଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।