ଲୋକ ମାନେ ଡାଇନାସୋର ବିଷୟରେ ନିଶ୍ଚିନ୍ତ ଭାବେ ଜାଣିଥିବେ । କିନ୍ତୁ ଆଜି ପର୍ଯ୍ୟନ୍ତ ଡାଇନାସୋରକୁ କେହି ବି ଦେଖି ନାହାନ୍ତି । ପୂର୍ବ ଯୁଗରେ ଅନେକ ବିଶାଳ ପଶୁ ମାନଙ୍କର ହାଡ ଦେଖିବାକୁ ମିଳିଥିଲା । ଏହା ବ୍ଯତୀତ ଏମିତି ବି କୁହାଯାଏ ଯେ ସମୟ ଅନୁସାରେ ଅନେକ ପଶୁ ମାନନେ ବିଲୁପ୍ତ ହୋଇଯାନ୍ତି । ଏମତି ଏକ ପ୍ରାଣୀ ରହିଛି ଯାହାର ନାମ ହେଉଛି ମେମଥ ଅଟେ । ମେମଥ ଏକ ବିଶାଳ ବା ବଡ ପ୍ରାଣୀ ଅଟେ । ଏମାନଙ୍କର ଦୁଇଟି ଦାନ୍ତ ହାତୀ ଭଳି ହୋଇଥାଏ ।
ଏହି ପ୍ରାଣୀର ହାଡ ଅନୁଯାୟୀ ତାର ଛବି ବା ଚିତ୍ର ପ୍ରସ୍ତୁତ କରା ଯାଇଛି । ଏହି ପ୍ରାଣୀମାନଙ୍କର ଅଲଗା ଅଲଗା ସାଇଜ ଅନୁଯାୟୀ ହାଡ ପ୍ରସ୍ତୁତ କରାଯାଏ । ବର୍ତ୍ତମାନ ଫ୍ଲୋରିଡାରେ ଥିବା ଏକ ନଦୀରେ ମେମଥର ୪ ଫୁଟ ଲମ୍ବା ହାଡ ମିଳିଥିବାରୁ ବହୁତ ଚର୍ଚ୍ଚାର ବିଷୟ ହୋଇଛି ।
ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେ ମେମଥର ଏହି ଗୋଟିଏ ହାଡ କେବଳ ତାର ଗୋଡର ଅଟେ ଯାହା ବର୍ତ୍ତମାନ ଏହି ନଦୀରୁ ବାହାରିଛି । ଛୁଟିରେ କାଲେ ସନ୍ଧାନ: ହେନରୀ ସେଡଲର ଜଣେ ସଦସ୍ୟ ଫ୍ଲୋରିଡାକୁ ନିଜ ସାଥି ଡ୍ରେରେକ ଡିମିଟରଙ୍କ ସହିତ ଛୁଟି ମନେଇବାକୁ ଯାଇଥିଲେ । ଏହି ଦୁଇ ସାଙ୍ଗ ନଦୀ କୁଳକୁ ଯାଇଥିଲେ । ନଦୀରେ ଡାଇବ କରିବା ସମୟରେ ସେମାନଙ୍କର ନଜର ବାଲୁ ତଳେ ପୋତା ହୋଇ ରହିଥିବା କଳା ରଙ୍ଗର ଚଟାଣ ଉପରେ ପଡିଥିଲା । ଯେବେ ସେମାନେ ସେହି ବାଲୁକୁ ଉଠାଇଲେ ସେତେବେଳେ ତାଙ୍କୁ ଏକ ବିଶାଳକାୟ ହାଡ ମିଳିଥିଲା । ସେହି ବିଶାଳକାୟ ହାଡକୁ ଦେଖି ସେମାନେ ବୁଝି ପାରିଥିଲେ ଯେ ତାଙ୍କ ଜୀବନର ଏହା ଏକ ବଡ ସନ୍ଧାନ ଥିଲା । ଏହା ପରେ ଦୁହେଁ ହାଡକୁ ବାହାର କରି ସେଠାରୁ ଆସିଥିଲେ ।
୧ଲକ୍ଷ ବର୍ଷ ହେବ ଏହି ହାଡ ପୋଟା ହୋଇ ରହିଥିଲା : ଏହି ଦୁଇ ସାଙ୍ଗଙ୍କର ଚିନ୍ତାଧାରାରେ ବହୁତ ଫରକ ରହିଛି । ଦୁହେଁ ପାଲେନ୍ତୋଲୋଗିଷ୍ଟ ଭାବେ କାମ କରନ୍ତି । ଯେତେବେଳେ ଦୁହିଙ୍କ ଏହି ବିଶାଳ ହାଡକୁ ନିଜ ଆଖିରେ ଦେଖିଥିଲେ ସେତେବେଳେ ତାଙ୍କ ଜୀବନର ଏହା ଏକ ବଡ ଅନୁସନ୍ଧାନ ବୋଲି ସେମାନେ ବୁଝି ଯାଇଥିଲେ । ଦୁହିଙ୍କ ମତରେ ଏହି ହାଡ କମ ସେ କମ ୧ଲକ୍ଷ ବର୍ଷ ବା ୧୦ ହଜାର ବର୍ଷ ହେବ ପାଣିରେ ପୋତା ହୋଇଥିବ । ହାଡ ବ୍ଯତୀତ ଏମାନଙ୍କୁ ସାର୍କର ଚିହ୍ନ ମଧ୍ୟ ମିଳିଥିଲା ।
୧୪ ହାଜର ବର୍ଷ ହେବ ମେମଥ ଦେଖାଯାଉ ନାହାନ୍ତି : ମେମଥ ଗୋଟେ ବଡ ବିଶାଳକାୟ ପ୍ରାଣୀ ଅଟନ୍ତି । ଏମାନଙ୍କର ୧୪ ହଜାର ବର୍ଷ ପୂର୍ବେ ଲୋପ ହୋଇସାରିଛି । ଏମାନେ ୧୩ ଫୁଟ ପର୍ଯ୍ୟନ୍ତ ବଡ ହୋଇଥାନ୍ତି । ଯେଉଁ ମେମଥର ହାଡ ଏହି ଦୁଇ ସାଙ୍ଗକୁ ମିଳିଛି ତାର ୪ ଫୁଟ ଲମ୍ବର ଏକ ଗୋଡ ମିଳିଛି । ମେମଥର ଓଜନ ପ୍ରାୟତ ୧୦ ଟନ ପର୍ଯ୍ୟନ୍ତ ହୋଇପାରେ । ପରିବେଶରେ ପରିବର୍ତ୍ତନ ଯୋଗୁ ମେମଥର ଲୋପ ହୋଇଛି ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।