ଏଥର ଶନି ପ୍ରଦୋଶ ବ୍ରତ ପରଠୁ କିଛି ରାଶି ମାନଙ୍କ ଉପରେ ଶନି ଦେବଙ୍କର କୃପା ଦ୍ରୁଷ୍ଟି ପଡି ବାକୁ ଯାଉଛି ଏହି ରାଶି ମାନଙ୍କ ଉପରେ । ପ୍ରତେକ ମାସର ୧୩ଦିନ ଏହି ବ୍ରତ ହୋଇଥାଏ । ଏହି ତ୍ରୟୋଦଶୀ ତିଥିରେ ହୁଏ । ଏହି ଦିନ ଗ୍ରହଙ୍କ ଚଳନ ବଦଳିବ। ଏହି ଦିନ ଡ଼ୃବ ଯୋଗ ଅଛି । ଏହି ଦିନ ଆପଣ ଘର କିଣିବା ଭଲ ମାତ୍ର କିଛି ବି ଅସ୍ଥିର ଜିନିଷ କିଣିବେ ନାହିଁ ଯେମିତିକି କିଛି ବାହନ କିଣିବା । ଏହି ଦଶା ପରେ ପ୍ରଭୁ ଶିବଙ୍କର ଓ ଶନି ଦେବଙ୍କର ଶୁଭ ଫଳ ମିଳିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଉପରେ ଅଛି ପ୍ରଭୁ ଶିବଙ୍କ କୃପା ଓ ଶନି ଦେବଙ୍କ କୃପା ।
ପ୍ରଥମ ରାଶି ମେଷ ରାଶି – ଏହି ରାଶି ବ୍ୟକ୍ତି ମାନେ ନିଜର ଶତ୍ରୁକୁ ପରାସ୍ତ କରିବେ । ଆପଣ ନିଜ ପରିବାରରେ ସୁଖରେ ରହିବେ । କାହାର କଥା ଶୁଣିକି କିଛି କରନ୍ତୁ ନାହିଁ । ଯଦି ଆପଣ ବ୍ୟାପାରୀ ଅଟନ୍ତି ତେବେ ଆପଣ ବ୍ୟାପାରରେ ଅଧିକ ଲାଭ କରିବେ । ଆର୍ଥିକ ସ୍ଥିତି ସୁଧୁରିବ ।

ଦ୍ଵିତୀୟ ରାଶି ମିଥୁନ ରାଶି – ଏହି ରାଶି ମାନେ ନିଜର ମଧୁର ବଚନ ଦ୍ଵାରା ଅନେକ କାମ କରେଇ ପାରିବେ । ଯଦି କିଛି ଅଟକିଥିବା କାମକୁ ଆରମ୍ଭ କରିବାକୁ ଚାହାନ୍ତି ତେବେ ଆପଣ ଏହାକୁ ନିଶ୍ଚୟ କରନ୍ତୁ ଏଥର ଆପଣ ସଫଳ ହେବେ । ଯଦି ଆପଣ ନୂଆ ଜିନିଷ ଶିଖିବାକୁ ଚାହାନ୍ତି ତେବେ ଏହି ସମୟ ଉପଯୁକ୍ତ ଅଟେ ।
ତୃତୀୟ ରାଶି ତୁଳା ରାଶି – ଏହି ରାଶିର ଲୋକ ମାନେ ଧନ ସଞ୍ଚୟ କରିବେ ଯଦି ଆପଣ ପ୍ରେମ ସମ୍ପର୍କରେ ଅଛନ୍ତି ତେବେ ଆପଣଙ୍କୁ ନିଜର ସମ୍ପର୍କ ନିବିଡ କରିବାର ସୁଯୋଗ ମିଳିବ । ଫିଲ୍ମ କିମ୍ବା ଅଭିନୟ ଦୁନିଆରେ ପାଦ ରଖିବା ପାଇଁ ଯଦି ଆପଣ ଚେଷ୍ଟା କରୁଛନ୍ତି ତେବେ ନିଶ୍ଚୟ ଏଥର ସଫଳ ହେବେ ।

ଚତୁର୍ଥ ରାଶି କନ୍ୟା ରାଶି – ଏହି ରାଶିର ବିଦ୍ୟାର୍ଥୀ ମାନେ ଏଥର ନିଜର ପରୀକ୍ଷାରେ ଭଲ କରିବେ । ଆପଣ ଯାହାବି ପଢିବା ପାଇଁ ମନ କରିଛନ୍ତି ତାହା ଉପରେ ବିଚାର କରିକି ନିଜକୁ ଆଗକୁ ନିଅନ୍ତୁ ଓ ସବୁ ଠାରୁ ଭଲ ପରାମର୍ଶ ନେଇ ଆଗକୁ ଜନ୍ତୁ ଯଦି ଆପଣ ପରିସ୍ଥିତି କୁ ବୁଝି ପାରୁ ନାହାନ୍ତି ତ । ଯଦି ଆପଣ କେଉଁ ଠାରେ ଚାକିରି କରୁଛନ୍ତି ତେବେ ନିଜର କାମରେ ଧ୍ୟାନ ଦିଅନ୍ତୁ । କିଛି ବ୍ୟକ୍ତି ଆପଣଙ୍କୁ ହଇରାଣ କରିବେ ସେଥି ପ୍ରତି ସଜାଗ ରୁହନ୍ତୁ ।

ପଞ୍ଚମ ରାଶି ସିଂହ ରାଶି – ଏହି ରାଶି ବ୍ୟକ୍ତି ମାନକଙ୍କୁ ନିଜର ପରିବାର ଓ ସାଙ୍ଗ ମାନଙ୍କ ଠାରୁ ଅନେକ ସାହାଜ୍ଯ ମିଳିବ। ଆପଣ ଯଦି ବିଦ୍ୟାର୍ଥୀ ତେବେ ନିଜର ପଢାରେ ଧ୍ୟାନ ଦିଅନ୍ତୁ । ଆପଣଙ୍କର ଚାକିରିରେ ଥିବା କିଛି ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ହେବ । ଆପଣଙ୍କୁ ନୂଆ ଜାଗରୁ ଚାକିରି ପାଇଁ ଅଫର ଆସି ପରେ । ଆପଣ ଚାହୁଁଥିବା ବ୍ୟକ୍ତିଙ୍କ ନିକଟତର ହୋଇ ପାରିବେ ।

ଷଷ୍ଠରେ ମକର ରାଶି – ଏହି ବ୍ୟକ୍ତିର ରାଶି ମାନେ ନିଜର ଯୋଜନାର ସହିତ କାମ କଲେ ଆପଣଙ୍କୁ ସଫଳତା ମିଳି ପାରିବ । ତେବେ ଆପଣଙ୍କ ଧନ ବୃଦ୍ଧି ହେବାର ଯୋଗ ଅଛି । ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ ।
ସପ୍ତମରେ ବୃଷ ରାଶି – ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମର ଶୁଭାରମ୍ଭ ହେବାକୁ ଯାଉଛି । ନଚେତ ବିବାହ ହୋଇ ପାରେ। ପରିବାରରେ ଖୁସି ଶାନ୍ତି ବଜାୟ ରହିବ ।

ଅଷ୍ଟମରେ କୁମ୍ଭ ରାଶି – ଏହି ରାଶି ପ୍ରତେକ କ୍ଷେତ୍ରରୁ ସଫଳତା ପାଇବେ ପ୍ରେମ,ପରିବାର,କ୍ଯାରିୟର,ସମ୍ପତି,ସୁଖ । ନିଜ ମନ ମୁତାବକ ଚାକିରି ବା ବ୍ୟାପାରରେ ନିଜକୁ ନିବେଶ କରିବେ ଆପଣ ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ