ପୁରୁଷ ମାନେ ଏକୁଟିଆ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Chanakya Niti

ମହାନ ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ “ଚାଣକ୍ୟ ନୀତି” ଅନୁସାରେ ମାନବ ସମଜାର କଲ୍ୟାଣ ନିମନ୍ତେ ଅନେକ ନୀତି ନିୟମ ରହିଛି । ଏହି ଗ୍ରନ୍ଥର ମୁଖ୍ୟ ମୂଳମନ୍ତ୍ର ହେଉଛି ମାନବ ସମାଜକୁ ଜୀବନର ପ୍ରତେକ ପରିସ୍ଥିତିରେ ବ୍ୟବହାରିକ ଶିକ୍ଷା ଦେବା ଅଟେ । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ତାଙ୍କର କିଛି ନିୟମ ରହିଛି ଯାହା ମଣିଷ ଜୀବନରେ ଉନ୍ନତି ଆଣି ଦେଇପାରିବ ସେହି ବିଷୟରେ ନିମ୍ନରେ ଦିଆଗଲା ।

ଚାଣକ୍ୟ ନୀତି ଅନୁସାରେ କିଛି ରାଶିର ପୁରୁଷ ମାନେ ନିଜର ଭଲ ଗୁଣ ଓ ପର୍ଶନାଲିଟି ପାଇଁ ଝିଅ ମାନଙ୍କ ହୃଦୟରେ ରାଜ କରିଥାନ୍ତି । ସେହି ରାଶି ଗୁଡିକ କଣ ତାହା ବିସ୍ତୃତ ଭାବେ ନିମ୍ନରେ ବର୍ଣ୍ଣନା କରାଗଲା ।

୧- ମିଥୁନ ରାଶି : ଏହି ରାଶିର ପୁରୁଷ ମାନେ ଲାଭ ଲାଇଫ ବା ଭଲ ପାଇବା କ୍ଷେତ୍ରରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ଭଲ ପାଉଥିବା ବ୍ୟକ୍ତି ନିଜେ ଆକର୍ଷିତ ହୋଇ ପାଖକୁ ଆସିଥାନ୍ତି । ଏହି ସ୍ଵଭାବର ପୁରୁଷ ମାନକର ଗୁଣ, ପ୍ରକୃତି,ବ୍ୟବହାର ଏତେ ଭଲ ହୋଇଥାଏ ଯେ ଝିଅ ମାନେ ନିଜ ତରଫରୁ ତାଙ୍କ ପ୍ରତି ଆଗ୍ରହୀ ହୋଇଥାନ୍ତି । ଝିଅ ମାନେ ଏହି ପୁରୁଷ ମାନଙ୍କର ରୋମାଣ୍ଟିକ କଥା ବା କାର୍ଯ୍ୟକଳାପ ପ୍ରତି ଅଧିକ ଆଗରହି ହୋଇଥାନ୍ତି ।

୨- ସିଂହ ରାଶି : ଏହି ରାଶିର ପୁରୁଷ ମାନଙ୍କର ହୃଦ୍ ବହୁତ ବଡ ହୋଇଥାଏ । ଏହି ରାଶିର ପୁରୁଷ ମାନେ ନିଜ ସ୍ଵଭାବ ଯୋଗୁ ଅନ୍ୟକୁ ପ୍ରଭାବିତ କରିଥାନ୍ତି । ଏହି ରାଶିର ପୁରୁଷ ମାନଙ୍କର ଭଲ ଗୁଣ ହେଉଛି ସେମାନେ ନିଜ ଗୁଣର ପରିପ୍ରକାଶ ବହୁତ ଜଲ୍ଦି ଅନ୍ୟମାନଙ୍କ ପାଖରେ କରିଥାନ୍ତି । ଏମାନଙ୍କର ଦୟାଳୁ, କଥାବାର୍ତ୍ତା କରିବାର ଶୈଳୀ ଝିଅ ମାନଙ୍କୁ ଅଧିକ ପସନ୍ଦ ଆସିଥାଏ ।

୩- ତୁଳା ରାଶି : ଏହି ରାଶିର ପୁରୁଷ ମାନେ ଲୁକ ଓ ସୁନ୍ଦରତା ମାମଲାରେ ଆଗରେ ଥାଆନ୍ତି । ଭଲ ପାଇବା ଗୁଣ ଯୋଗୁ ଏହି ପୁଅ ମାନେ ଝିଅ ମାନଙ୍କୁ ଆକର୍ଷଣ କରିଥାନ୍ତି । ଏମାନଙ୍କର ସ୍ଵଭାବ ଅଧିକ ନମ୍ର ହୋଇଥାଏ । ଏମାନେ କାହାକୁ ଧୋକା ନ ଦେଉଥିବାରୁ ଝିଅ ମାନେ ଆଖି ବନ୍ଦ କରି ଏମାନଙ୍କ ଉପରେ ଭରସା କରିଥାନ୍ତି ।

୪- ମକର ରାଶି : ଏହି ରାଶିର ପୁରୁଷ ମାନେ ଭଲ କଥାବାର୍ତ୍ତା କରିବାରେ ମାହିର ହୋଇଥାନ୍ତି । ଏମାନେ ସବୁ ସମୟରେ ଖୁସିରେ ରହିବା ସହ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି । ଏହି ଗୁଣ ପାଇଁ ଝିଅମାନେ ଏମାନଙ୍କ ଉପରେ ଅଧିକ ଆକର୍ଷଣ ହୋଇଥାନ୍ତି ।

୫- ବୃଷ ରାଶି : ଏହି ରାଶିର ପୁରୁଷ ମାନଙ୍କର ସେନ୍ସ ଅଫ ହିଉମର ବହୁତ ଭଲ ରହିଥାଏ । ଏମାନେ ନିଜର କ୍ଵାଲିଟି ବଳରେ ସବୁ ପରିସ୍ଥିତିକୁ ସାମନା କରିଥାନ୍ତି । ଏମାନେ ଯାହାକୁ କଥା ବା ବଚନ ଦେଇଥାନ୍ତି ସେମାଙ୍କ ସହ ସାରା ଜୀବନ ବିତାଇଥାନ୍ତି । କେବେ ବି ନିଜ ବଚନରୁ ଓହରି ଯାଆନ୍ତି ନାହି । ଏହି ଗୁଣ ପାଇଁ ଝିଅମାନେ ଏମାନଙ୍କ ଉପରେ ଆକର୍ଷିତ ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ