TV ସିରିଏଲ ‘ତାରକ ମେହତା’ ସୋ ର ମେହତା ସାହାବଙ୍କ ରିଅଲ ଲାଇଫ ସ୍ତ୍ରୀ ଆଉ ଝିଅ ଦେଖିବାକୁ ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ସୁନ୍ଦରତାରେ Bollywood ହିରୋଇନଙ୍କୁ ବି ଦିଅନ୍ତି ଟକ୍କର

ସିରିଏଲ ‘ତାରକ ମେହତା କା ଉଲ୍ଟା ଚଷମା’ ଆପଣ ସମସ୍ତେ ଦେଖିଥିବେ । ଏହା ସିରିଏଲ ଦର୍ଶକମାନଙ୍କର ସବୁଠୁ ପସନ୍ଦିତା ସିରିଏଲ ମଧ୍ୟରୁ ଗୋଟିଏ ଅଟେ । ଏହି ସିରିଏଲ ସବୁଠୁ ପପୁଲାର ସିରିଲେ ବି ଅଟେ । ଏହା ଏକ ପାରିବାରିକ ଓ କମେଡି ସିରିଏଲ ଅଟେ । ସିରିଏଲରେ ଦୟା ଓ ଜେଠାଲାଲ ମୁଖ୍ୟ ଭୂମିକାରେ ନଜର ଆସନ୍ତି । କହିଦେଉଛୁ କି ଏହି ସିରିଏଲ ସବ ଟିଭି ଉପରେ ୨୮ ଉଲାଇ ୨୦୦୮ରୁ ଆରମ୍ଭ ହୋଇଥିଲା । ଏହା ସବ ଟିଭିରେ ସବୁଠୁ ଅଧିକ ଦେଖାଯାଉଥିବା ସିରିଏଲ ଅଟେ ।

ଏହା ସହିତ ଏହି ସିରିଏଲରେ ନଜର ଆସୁଥିବା ସବୁ କିରଦାର ଘରେ ଘରେ ପରିଚିତ ଅଟନ୍ତି । ଏହା ସହିତ ଏହି ସିରିଏଲ ସବୁଠୁ ଅଧିକ ଦିନ ଚାଲୁଥିବା ସିରିଏଲ ମଧ୍ୟରେ ବି ସାମିଲ ଅଛି ।

ଏହି ସିରିଏଲର ଲୋକପ୍ରିୟତା ଆପଣଙ୍କୁ ଭାରତର ସବୁ କୋଣ ଅନୁକୋଣରେ ଦେଖିବାକୁ ମିଳିଯିବ । ଦର୍ଶକମାନେ ବି ଏହି ସିରିଏଲକୁ ବହୁତ ପସନ୍ଦ କରନ୍ତି ଓ ଏଥିରେ ନଜର ଆସୁଥିବା କଳାକାରମାନଙ୍କୁ ବି ପସନ୍ଦ କରନ୍ତି । ଏମିତିରେ ଏହି ସିରିଏଲରେ ନଜର ଆସୁଥିବା କଳାକାରମାନଙ୍କ ବିଷୟରେ ବି ଜାଣିବା ପାଇଁ ଆପଣମାନେ ଚେଷ୍ଟା କରିଥିବେ । 

ଏହି କ୍ରମରେ ଆଜି ଆମେ ଆପଣଙ୍କୁ ସିରିଏଲରେ ମେହତା ସାହବଙ୍କ କିରଦାରରେ ନଜର ଆସୁଥିବା ଅଭିନେତାଙ୍କ ବିଷୟରେ କଥାବାର୍ତ୍ତା କରିବୁ । ଯାହାଙ୍କ ପାରିବାର ବିଷୟରେ ଆପଣ ଆଗରୁ କେବେ ବି ଜାଣି ନ ଥିବେ କିମ୍ବା ଦେଖି ନ ଥିବେ । ସିରିଏଲରେ ମେହତା ସାହାବ ଜଣେ ଲେଖକ ଓ କବି ହେବା ସହିତ ଗୋକୁଳଧାମ ସୋସାଇଟିର ସବୁଠୁ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ।

ମେହତା ସାହାବଙ୍କ ଅସଲ ନାଁ ଶୈଲେଶ ଲୋଢ଼ା ଅଟେ । ଶୈଲେଶ ଲୋଢ଼ାଙ୍କ ଜନ୍ମ ୧୫ ଜୁଲାଇ ୧୯୬୯କୁ ରାଜସ୍ଥାନର ଜୋଧପୁରରେ ଏକ ମାରୱାଡ଼ୀ ପରିୱାର ହୋଇଥିଲା । ଶୈଲେଶ ଲୋଢ଼ା ବର୍ଷ ୧୯୯୭ରୁ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । କହିଦେଉଛୁ କି ଶୈଲେଶ ଲୋଢ଼ା ଜଣେ ଅଭିନେତା ହାସ୍ୟ କବି, କରୁଣା କବି, ହାସ୍ୟକାର, ମଞ୍ଚ ସଞ୍ଚାଳକ ତଥା ଲେଖକ ଅଟନ୍ତି ।

  ଯଦି ତାଙ୍କର ପତ୍ନୀଙ୍କ ବିଷୟରେ କହିବା ତେବେ ତାଙ୍କର ପତ୍ନୀଙ୍କ ନାଁ ସ୍ଵାତି ଲୋଢା ଓ ସ୍ଵାତି ଲୋଢା ଦେଖିବାକୁ ବହୁତ ସୁନ୍ଦର । କହିଦେଉଛୁ କି ମେହତା ସାହାବଙ୍କ ଗୋଟିଏ ଝିଅ ବି ଅଛି । ଯାହାର ନାଁ ସ୍ଵରା ଲୋଢା ଅଟେ । ସ୍ଵରା ଲୋଢା ବହତ ସୁନ୍ଦର ଅଟନ୍ତି ।

କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ କମ ସମୟ ପାଇଁ ଏକ୍ଟିବ ରୁହନ୍ତି । ମେହତା ସାହାବ ଉର୍ଫ ଶୈଲେଶ ଲୋଢ଼ା ନିଜର ପରିବାର ସହିତ ମୁମ୍ବାଇରେ ରହୁଛନ୍ତି । କହିଦେଉଛୁ କି ଶୈଲେଶ ଲୋଢ଼ାଙ୍କ ପରିବାର ମିଡିଆ ସାମ୍ନାରେ ବହୁତ କମ ନଜର ଆସନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।