ହିନ୍ଦୁସ୍ତାନର ପ୍ରଥମ ରାଜା କିଏ ଥିଲେ? ଆଜିର 34ଟି GK Question ଓ Answer

ଆଜି ଆମେ ଆପଣଙ୍କ ପାଇଁ କିଛି ଜିକେ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିବ ଏବଂ ଆପଣ କିଛି ନୂଆ କଥା ଜାଣିବେ । ଏହା ଆପଣଙ୍କୁ ପରବର୍ତ୍ତୀ ସମୟରେ ସାହାଯ୍ୟ କରିବ ବୋଲି ଆମେ ଆଶା କରୁଛୁ । ଏମିତି ପ୍ରଶ୍ନ IAS, UPSC, IPS ଭଳି ପରୀକ୍ଷା କିମ୍ବା ଆପଣ ଦେବାକୁ ଯାଉଥିବା ଇଣ୍ଟରଭିୟୁରେ ଆସିପାରେ ।

୧- ହିନ୍ଦୁସ୍ତାନର ପ୍ରଥମ ରାଜା କିଏ ଥିଲେ ?

ଉତ୍ତର- ଚନ୍ଦ୍ରଗୁପ୍ତ ମୋର୍ଯ୍ୟ

୨- ଭାରତ ର ସବୁଠୁ ଛୋଟ ରାଜ୍ୟର ନାମ କଣ ?

ଉତ୍ତର- ଗୋଆ

୩- ସବୁଠୁ ଅଧିକ ପ୍ରୋଟିନ କେଉଁଥିରେ ମିଳିଥାଏ ?

ଉତ୍ତର- ସୋୟାବିନ

୪- ବିଶ୍ୱର ସବୁଠୁ ଉଚ୍ଚ ପଶୁ କିଏ ଅଟେ ?

ଉତ୍ତର- ଜିରାଫ

୫- ଭାରତର ଶେକ୍ଶପିୟର କାହାକୁ କୁହାଯାଏ ?

ଉତ୍ତର- କାଳିଦାସ

୬- କେଉଁ ଦେଶରେ ଇଣ୍ଟର୍ନେଟର ଅଧିକ ପ୍ରୟୋଗ ହୋଇଥାଏ ?

ଉତ୍ତର- ଚୀନ

୭- ମସଲାର ରାଣୀ କାହାକୁ କୁହାଯାଏ ?

ଉତ୍ତର- ଅଳେଇଚ

୮- ପୃଥିବୀର ସବୁଠାରୁ ଶକ୍ତିଶାଳୀ ଜୀବ କାହାକୁ କୁହାଯାଏ ?

ଉତ୍ତର- ବ୍ଲୁ ୱ୍ହେଲ

୯- ଚୌରି ଚୌରା କାଣ୍ଡ କେଉଁଠାରେ ହୋଇଥିଲା ?

ଉତ୍ତର- ଗୋରଖପୁର

୧୦- ଚନ୍ଦ୍ରମାର ଜନକ କାହାକୁ କୁହାଯାଏ ?

ଉତ୍ତର- ଅମୀର ଖୁସରୋ

୧୧- ଜ୍ଞାନପୀଠ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?

ଉତ୍ତର- ସାହିତ୍ୟ କ୍ଷେତ୍ରରେ

୧୨- ସ୍ୱର୍ଣ୍ଣ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉତ୍ତର- ଅମୃତସର

୧୩- ସୂର୍ଯ୍ୟ ଉଦୟର ଦେଶ କାହାକୁ କୁହାଯାଏ ?

ଉତ୍ତର- ଜାପାନ

୧୪- ତାହା କଣ ଅଟେ ଯାହାକୁ ଟାଣିଲେ ତାହା ଛୋଟ ହୋଇଯାଏ ?

ଉତ୍ତର- ସିଗାରେଟ

୧୫- ଭାରତର ପ୍ରଥମ ନାଗରିକ କିଏ ଅଟନ୍ତି ?

ଉତ୍ତର- ରାଷ୍ଟ୍ରପତି

୧୬- ଶାଲିମାର ବାଗ କେଉଁଠାରେ ଅବସ୍ଥିତ ?

ଉତ୍ତର- ଶ୍ରୀନଗରରେ

୧୭- ସୁନା ଓ ହୀରାର ଦେଶ କାହାକୁ କୁହାଯାଏ ?

ଉତ୍ତର- ଆଫ୍ରିକା

୧୮- ବିଶ୍ୱର ସବୁଠୁ ଲମ୍ବା ଗଛ କେଉଁଠାରେ ଅଛି ?

ଉତ୍ତର- କାଲିଫୋର୍ନିୟା

୧୯- ଚାରମିନାର କେଉଁଠାରେ ଅବସ୍ଥିତ ?

ଉତ୍ତର- ହାଇଦ୍ରାବଦ

୨୦- କେଉଁ ପଶୁର କ୍ଷୀର ସବୁଠୁ ଅଧିକ ଦାମ ହୋଇଥାଏ ?

ଉତ୍ତର- ବାଘୁଣୀ

୨୧- ଭାରତର କୁମ୍ଭ ମେଳା କେଉଁ ଜାଗାରେ ଲାଗିଥାଏ ?

ଉତ୍ତର- ୪

୨୨- ସିନେମାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଫ୍ରାନ୍ସ

୨୩- କେଉଁ ଦେଶରେ ଗୋଟିଏ ବି ଗାଈ ନାହାନ୍ତି ?

ଉତ୍ତର- ସିରିୟା

୨୪- ସାପ ସିଢି ଖେଳର କେଉଁ ଦେଶରେ ଆବିଷ୍କାର ହୋଇଥିଲା ?

ଉତ୍ତର- ଭାରତ ଦେଶରେ

୨୫- ବିଶ୍ୱର ସବୁଠୁ ଧନୀ ଦେଶ କିଏ ?

ଉତ୍ତର- କତର

୨୬- କେଉଁ ଦେଶରେ ସବୁଠୁ ଅଧିକ ପୋସ୍ଟ ଅଫିସ ଅଛି ?

ଉତ୍ତର- ଭାରତ

୨୭- କଳା ଆଇନା କାହାକୁ କୁହାଯାଏ ?

ଉତ୍ତର- ଗ୍ରାଫାଇଟ

୨୮- ସବୁଠୁ ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଜାପାନ

୨୯- କୁହନ୍ତୁ ତାହା କଣ ଅଟେ

ଯିଏ ସକାଳେ ୪ ଗୋଡ଼ରେ ରୁହେ

ଦିପ୍ରହରରେ ୨ ଗୋଡ଼ରେ ରୁହେ

ସନ୍ଧ୍ୟା ବେଳେ ୩ ଗୋଡ଼ରେ ରୁହେ

ଉତ୍ତର- ପିଲାଦିନ, ଯୁବକ ଅବସ୍ଥା, ବୃଦ୍ଧ ଅବସ୍ଥା

୩୦- ବିଶ୍ୱର ସବୁଠୁ ଗଭୀର ମହାସାଗର କିଏ ଅଟେ ?

ଉତ୍ତର- ପ୍ରଶାନ୍ତ ମାହାସାଗର

୩୧- କଳା ରଙ୍ଗର ହଂସ କେଉଁଠାରେ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା

୩୨- ସପ୍ତାହର ପ୍ରଥମ ଦିନ କାହାକୁ କୁହାଯାଏ ?

ଉତ୍ତର- ରବିବାର

୩୩- କୋଶିକାର ବିଜୁଳି ଘର କାହାକୁ କୁହାଯାଏ ?

ଉତ୍ତର- ମାଇଟ୍ରୋକଣ୍ଡରିୟା

୩୪- ଭାରତର ରାଷ୍ଟ୍ରୀୟ ଫଳର ନାମ କଣ ?

ଉତ୍ତର- ଆମ୍ବ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।