3 ଦିନ ଭିତରେ ଅର୍ଶ ବା ପାଇଲ୍ସ ଭଳି ସମସ୍ଯାକୁ ମୂଳରୁ କରନ୍ତୁ ଶେଷ ! ସଂପୂର୍ଣ୍ଣ ଘରୋଇ ଉପଚାର ! Home Remedy

ବନ୍ଧୁଗଣ ଅର୍ଶ ବା ପାଇଲ୍ସ ହେବାର ଅନେକ ଗୁଡିଏ କାରଣ ରହିଛି । ତେବେ ଅର୍ଶ ହେବା ଦ୍ଵାରା ମଳଦ୍ଵାରରେ ଛୋଟ ଛୋଟ ମାଂସପିଣ୍ଡୁଳା ସଦୃଶ ବାହାରିଥାଏ । ଯେତେବେଳେ ତାହା ଅଧିକ ପୁରୁଣା ହୋଇଯାଇଥାଏ । ମଳ କରିବା ସମୟରେ ଅର୍ଶ ହେବା ଦ୍ଵାରା ସେହି ସ୍ଥାନରୁ ରକ୍ତ ପଡିଥାଏ । ଏହା ବହୁତ କଷ୍ଟଦାୟକ ଏକ ସମସ୍ଯା ଅଟେ । ତେବେ ଏହି ଅର୍ଶ ଭଳି କଷ୍ଟ ସମସ୍ଯାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ବହୁତ ଭଲ ଏକ ଘରୋଇ ଉପଚାର ଏଠାରେ କହିବା ପାଇଁ ଯାଉଛୁ ।

ତେବେ ଆପଣଙ୍କୁ ଏହି ରେମିଡି ପାଇଁ ଏକ କପ କ୍ଷୀରର ଆବଶ୍ୟକତା ପଡିବ । ଦିତୀୟରେ ଆପଣଙ୍କୁ ଛୋଟ ଗୋଟିଏ ଲେମ୍ବୁ ବା ଗୋଟେ ବଡ ଲେମ୍ବୁର ଅଧା ଆପଣଙ୍କୁ ଏଠାରେ ଦରକାର ପଡିବ । ଆପଣ ସେହି ଲେମ୍ବୁରୁ ତାହାର ରସ ବାହାର କରି ଏକ ପାତ୍ରରେ ରଖନ୍ତୁ । ଆପଣ ଯେଉଁ ପାତ୍ରରେ ଲେମ୍ବୁ ରସ ରଖିଛନ୍ତି । ସେଥିରେ 1 କପ କ୍ଷୀର ମିଶାଇ ସଙ୍ଗେ ସଙ୍ଗେ ଏହାର ସେବନ କରି ନିଅନ୍ତୁ ।

ଏଭଳି ଭାବେ କ୍ଷୀର ଓ ଲେମ୍ବୁର 3 ଥର ସେବନ ଦ୍ଵାରା ଆପଣଙ୍କ ପାଇଲ୍ସ ଭଲ ହେଉଛି କି ନାହିଁ । ତାହାର ରେଜଲ୍ଟ ନିଜେ ବ୍ୟବହାର କରି ଦେଖିବାକୁ ପାଇବେ । ଏହା ଅର୍ଶ ଭଳି ସମସ୍ଯାକୁ ଦୂର କରିବା ପାଇଁ ବହୁତ ଭଲ ଏକ ଘରୋଇ ରେମିଡି ଅଟେ । ଦିତୀୟ ରେମିଡିରେ ଆପଣଙ୍କୁ 2 ଟି ସାମଗ୍ରୀର ଆବଶ୍ୟକତା ପଡିବ । ତାହା ହେଉଛି କଦଳୀ ଓ ଅନ୍ୟଟି ହେଉଛି ଖାଇବା କର୍ପୁର ।

ଆପଣ ସକାଳୁ ଉଠି ପ୍ରଥମେ ନିଜର ନିତ୍ୟକର୍ମ ସାରି ଦିଅନ୍ତୁ । ଏହାପରେ ଆପଣ ଗୋଟିଏ କଦଳୀର ଚୋପାକୁ ଛଡାଇ ଦିଅନ୍ତୁ । ତାହାପରେ ମଝିରୁ ସେହି କଦଳୀକୁ ସାମାନ୍ୟ କାଟି ସେଥିରେ 2 ଟି ଚଣା ସଦୃଶ ସାଇଜର କର୍ପୁର ଆଣି ସେଥିରେ ରଖି ତାହାର ଗୋଟା ଗିଳିକି ସେବନ କରି ନିଅନ୍ତୁ । ଏହି ରେମିଡିକୁ ମାତ୍ର 3 ଦିନ ଥର କରି ଦେଖନ୍ତୁ ।

ଏହି ଉପାୟ କରିବା ଦ୍ଵାରା ଅର୍ଶ ବା ପାଇଲ୍ସ ଭଳି କଷ୍ଟ ସମସ୍ଯାରୁ ଆପଣଙ୍କୁ ବହୁତ ଶୀଘ୍ର ମୁକ୍ତି ମିଳିବ । ଏହି 2 ଉପାୟ ସଂପୂର୍ଣ୍ଣ ଘରୋଇ ଉପାୟ ଅଟେ । ଏଥିରୁ ଆପଣଙ୍କ ଶରୀର ଉପରେ କୌଣସି ପ୍ରକାର ସାଇଡଫେକ୍ଟ ପଡିବାର ମଧ୍ୟ ସମ୍ଭାବନା ନାହିଁ ।

ତେଣୁ ଅର୍ଶ ଭଳି ସମସ୍ଯାକୁ ଦୂର କରିବା ପାଇଁ ଏହା ବହୁତ ଭଲ ଉପାୟ ଅଟେ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ମଧ୍ୟ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ