24 ଘଣ୍ଟାର ବର୍ଷା ବୁଡ଼େଇଲା ପୁରା ମୁମ୍ବାଇ ସହର, ଜୀବନ ହାରିଲେ 5 ହଜାର ଲୋକ

ବନ୍ଧୁଗଣ ଆଜି ହେଉଛି ଜୁଲାଇ 26 ତାରିଖ ସେହି କାଳ ର ଦିନ । 2005 ମସିହା କେହି ବି ଅନୁମାନ କରି ନ ଥିଲେ କି 24 ଘଣ୍ଟାର ବର୍ଷା ଭସାଇ ନେଇ ପୁରା ମୁମ୍ବାଇ ସହର । ଆଉ ସବୁଆଡେ ଖାଲି ବନ୍ୟା ହିଁ ବନ୍ୟାର ଚିତ୍ର ଦେଖାଯିବ । 2005 ଜୁଲାଇ 26ରେ 24 ଘଣ୍ଟା ମଧ୍ୟରେ 944 ମିଲି ମିଟର ବା ପାଖାପାଖି 37.17 ଇଞ୍ଚ ର ବର୍ଷା ହୋଇଥିଲା । ଆଉ ମୁମ୍ବାଇର ଗୋଟି ଗୋଟି କରି  ଲାଇଫ ଲାଇନ କୁହାଯାଉଥିବା ମେଟ୍ରୋ ତା ସହ ବସ ଷ୍ଟାଣ୍ଡ ଓ ଏୟାର ପୋର୍ଟ ସବୁ କିଛି ବନ୍ଦ ହୋଇଗଲା ।

ସ୍ଥିତି ଏଭଳି ହୋଇଥିଲା କି ସ୍କୁଲକୁ ଯାଇଥିବା ଛୋଟ ଛୋଟ ପିଲା ମାନେ ମଧ୍ୟ ସ୍କୁଲରେ ଏକ ଦିନ ରହିବାକୁ ପଡିଥିଲା । ଆଉ ସେଠାରୁ ବାହାରକୁ ଆସିବାର ସବୁ ବାଟ ବନ୍ଦ ହୋଇ ଯାଇଥିଲା । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଯାହାର ଜନସଂଖ୍ୟା ଅଢେଇ କୋଟି ରୁ ଅଧିକ । ବର୍ଷାର ପ୍ରଚଣ୍ଡ ରୂପ ରେ ଲୋକ ମାନେ ରାସ୍ତାରେ ଫସି ଯାଇଥିଲେ । ଆଉ ସେହି ସମୟରେ ଚିତ୍ର କିଛି ଏଭଳି ଥିଲା ।

ଆରବ ସାଗରର କୂଳରେ ଥିବା ମୁମ୍ବାଇ ସହର ଯାହା କି ଭାରତର ଆର୍ଥିକ ରାଜଧାନୀ ଅଟେ । ଏଠାରେ ହୋଇଥିବା ବର୍ଷାର ବିଦପାତ 1974 ମସିହାରେ ହୋଇଥିବା ବର୍ଷା ବିଦପାତ ଠାରୁ ଆହୁରି ଭୟଙ୍କର ଥିଲା । ସେଦିନ ସମୟ ଥିଲା ଦିନ 2ଟା । ମୁମ୍ବାଇ ମେଟ୍ରୋ ପଲିଟିଆନ ଋଜେଣ୍ଟ ପାଖାପାଖି ଅଞ୍ଚଳରେ ଆରମ୍ଭ ହୋଇଥିଲା ବର୍ଷା । ଆଉ ଏ ନେଇ ପୂର୍ବାନୁମାନ କରିଥିଲା ଇଣ୍ଡିଆନ ମେଟ୍ରୋଲିଜିକାଲ ଡିପାର୍ଟମେଣ୍ଟ ।

ସାଣ୍ଟାକୃଚ ରେ ଯାହା ବର୍ଷାର ପରିମାଣ ରେକର୍ଡ ହୋଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ଯାହାକି 944 ମିଲି ମିଟର ଥିଲା । ଏହା ସହ ମୁମ୍ବାଇର ତଳିଆ ଅଞ୍ଚଳ ଥାରାପି ଓ ବ୍ଲୁ ବ୍ରାଣ୍ଡ ର କମ୍ପ୍ଲେସ ସବୁ କିଛି ଜଳମଗ୍ନ ହୋଇ ପଡିଥିଲା । ଲୋକାଲ ଟ୍ରେନ ଚଳାଚଳ 2:30 ମିନିଟ ସମୟରେ ଜଳ ବନ୍ଦୀ ସମସ୍ଯା କାରଣରୁ ବନ୍ଦ ହୋଇ ଯାଇଥିଲା ।

ଚାହୁଁ ଚାହୁଁ ମୁମ୍ବାଇରେ ପାଣି ପଶିବା ଆରମ୍ଭ ହୋଇଥିଲା । ମୁମ୍ବାଇର ସୁ-ଏକ୍ସ ସିଷ୍ଟମ ସବୁ କିଛି ବନ୍ଦ ଲକ ହୋଇଗଲା । ଏରହା ପରେ ସରକାର ନିର୍ଦ୍ଦେଶ ଦେଲେ ହାଉସିଙ୍ଗ ସୋସାଇଟି ଗୁଡିକ ନିଜ ପାଣିରେ ଫ୍ଲୋରିନ ବ୍ୟବହାର କରିବା ପାଇଁ । ଅନ୍ୟ ପଟେ ଏହି 24 ଘଣ୍ଟା ଭିତରେ ଷ୍ଟକ ମାର୍କେଟ ଏକ୍ସଚେଞ୍ଜ ସବୁ କିଛି କ୍ରାଶ କରିଗଲା । ସେହି ଗୋଟେ ଦିନରେ 5.50 ବିଲିଅନ ର କ୍ଷତି ସହିବାକୁ ପଡିଥିଲା ।

ସହର ଭିତରେ ଥିବା ଏଟିଏମ ନେଟୱାର୍କ ଗୁଡିକ ବନ୍ଦ ହୋଇଗଲା । ଏହା ସହ ଷ୍ଟକ ଏକ୍ସଚେଞ୍ଜ, BSC, NAC ମଧ୍ୟ ବନ୍ଦ ହୋଇଗଲା । ମୁମ୍ବାଇରେ ଏହି ବର୍ଷା କାରଣରୁ 52ଟି ଲୋକାଲ ଟ୍ରେନ ଡ୍ୟାମେଜ ହେବା ସହ 37 ହଜାର ଅଟୋ ରିକ୍ସା ନଷ୍ଟ ହୋଇଗଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।