2023 ବିଶ୍ଵକପ ସେମି ଫାଇନାଲ ରେ ଟିମ ଇଣ୍ଡିଆ ସହ କେଉଁ ଦଳ ଖେଳିବାକୁ ଯାଉଛି ? କଣ କହୁଛି ସମୀକରଣ ?

ଭାରତ ସହ କିଏ ଖେଳିବ ସେମି ଫାଇନାଲ ? ମୁକାବିଲା ପାଇଁ ଅଛନ୍ତି 3 ଦଳ ଯଥା ନିୟୁଜଲ୍ୟାଣ୍ଡ, ଆଫଗାନିସ୍ତାନ ଓ ପାକିସ୍ତାନ । ନିୟୁଜଲ୍ୟାଣ୍ଡ ଓ ପାକିସ୍ତାନକୁ ଏବେ ବି ଆବଶ୍ୟକ ରହିଛି ସୁଯୋଗ । ଆଫଗାନିସ୍ତାନ କୁ ଆବଶ୍ୟକ ବଡ ବିଜୟ । ନମସ୍କାର ବନ୍ଧୁଗଣ । ଅଷ୍ଟ୍ରେଲିୟା ବିପକ୍ଷରେ ଆଫଗାନିସ୍ତାନ ପରାଜିତ ହେବା ପରେ ବିଶ୍ଵକପରେ 3ଟି ଟିମ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରି ସାରିଛନ୍ତି ।

ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିୟା ସେମି ଫାଇନାଲ ଟିକେଟ ହାତେଇଛନ୍ତି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିୟା ମଧ୍ୟରେ ସେମି ଫାଇନାଲ ଖେଳାଯିବା ପାଇଁ ସ୍ଥିର ହୋଇଥିବା ବେଳେ ଭାରତ ସହ କିଏ ସେମି ଫାଇନାଲ ଖେଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଚତୁର୍ଥ ଦଳ ଭାବେ ସେମି ଟିକେଟ ହାତେଇବାକୁ ରେଶ ଭଳି ଦଳ ରହିଛନ୍ତି । ଏହି 3 ଦଳ ମଧ୍ୟରୁ ଯେଉଁ ଦଳ ଟିକେ ହାତେଇବେ ସେହି ଦଳ ଭାରତ ସହ ସେମି ଫାଇନାଲ ଖେଳିବ ।

ଆଫଗାନିସ୍ତାନ କୁ ଅଷ୍ଟ୍ରେଲିୟା ପରାଜିତ କରିବା ପାକିସ୍ତାନ ଓ ନିୟୁଜଲ୍ୟାଣ୍ଡ ପାଇଁ ବଡ ଖବର ଆଣିଛି । ଉଭୟ ଟିମ ସେମି ଫାଇନାଲକୁ ଯିବାର ଆଶା ଅଧିକ ଉଜ୍ଜିବୁତ ହୋଇଛି । 3 ଦଳ ମଧ୍ୟରୁ କେଉଁ ଦଳ ସେମି ଖେଳିବ ତାହା ଏବେ ବି ସସପେନ୍ସ ରେ ରହିଛି । କାରଣ 3ଟି ଟିମ ହାତରେ ଗୋଟେ ଲେଖାଏଁ ମ୍ଯାଚ ରହିଛି । ଏହା ପରେ ଦଳର ସମୀକରଣ ବଦଳିବ । ଆଜି ଶ୍ରୀଲଙ୍କା ଓ ନିୟୁଜଲ୍ୟାଣ୍ଡ ମଧ୍ୟରେ ମ୍ଯାଚ ଖେଳାଯିବ ।

ଏହି ମ୍ଯାଚରେ ନିୟୁଜଲ୍ୟାଣ୍ଡ ବିଜୟୀ ହେଲେ ସେମି ଫାଇନାଲ ରେ ସ୍ଥାନ ପାଇବ । କାରଣ ନିୟୁଜଲ୍ୟାଣ୍ଡ ର ରନ ରେଟ ଅନ୍ୟ ଦୁଇ ଦଳଙ୍କ ଠାରୁ ବେସ ଭଲ ରହିଛି । କିନ୍ତୁ ଆଜିର ମ୍ଯାଚରେ ବର୍ଷାର ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ ନିୟୁଜଲ୍ୟାଣ୍ଡ କୁ 1 ପଏଣ୍ଟ ମିଳିବ । ଯାହା ପାକିସ୍ତାନ ଓ ଆଫଗାନିସ୍ତାନ ର ଖେଳର ସମ୍ଭାବନା କୁ ସୁଯୋଗ ଦେଇପାରେ ।

10 ରେ ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଇଦାନକୁ ଓଲହାଇବ । ଆଉ 11ରେ ଇଂଲଣ୍ଡ ବିରୁଦ୍ଧରେ ଖେଳିଉବ ପାକିସ୍ତାନ । ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନ ବଡ ବ୍ଯବଧାନରେ ନ ହରାଇଲେ ରନ ରେଟ ରେ ପଛରେ ପଡିଯିବ । ଏଭଳି ସ୍ଥିତିରେ ପାକିସ୍ତାନ ଯଦି ନିୟୁଜଲ୍ୟାଣ୍ଡକୁ ପରାଜିତ କରୁଛି ତେବେ ସେମି ଫାଇନାଲ ଟିକେଟ ହାତିବେ ।

ଅନ୍ୟ ଏକ ସମୀକରଣ ଅନୁଯାୟୀ ଶ୍ରୀଲଙ୍କା ବିପକ୍ଷରେ ଯାଇଦ ନିୟୁଜଲ୍ୟାଣ୍ଡ ବିଜୟୀ ହେଉଛି ତେବେ ପାକିସ୍ତାନ ଓ ଆଫଗାନିସ୍ତାନର ସେମି ଫାଇନାଲ ଖେଳିବାର ଆସା ଧୂଳିସାତ ହେବ । ଶ୍ରୀଲଙ୍କା ବିପକ୍ଷରେ ନିୟୁଜଲ୍ୟାଣ୍ଡ ଯଦି 1 ରାଣା ରେ ବିଜୟୀ ହୁଏ ତେବେ ମଧ୍ୟ ପାକିସ୍ତାନ ମଧ୍ୟ ବଡ ଚ୍ୟାଲେଞ୍ଜ ରହିବ । ସେଥିପାଇଁ ନିୟୁଜଲ୍ୟାଣ୍ଡକୁ ହରାଇବାକୁ ହେଲେ ପାକିସ୍ତାନକୁ 131 ରନ ର ବଡ କୋର ଅକରିବାକୁ ହେବ । ଯାହା ବାବର ଙ୍କ ଟିମ ପାଇଁ କଷ୍ଟକର ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।