2023 ବିଶ୍ଵକପ ହାରିବାର ଦୁଃଖ ଯାଇ ନ ଥିଲା କି ଯନ୍ତ୍ରଣା ଯାଇ ନ ଥିଲା, ଆଉ T-20 ସିରିଜ ଜିତି ଯାଇଛି ଟିମ ଇଣ୍ଡିଆ!

ନମସ୍କାର ବନ୍ଧୁଗଣ । ଗତ କାଲିର ମ୍ଯାଚରେ ଭାରତ 5 ଟିକିଆ ସିରିଜକୁ 1-4 ରେ ଜିତି ଯାଇଛି । ଆଉ ଏହି ମ୍ଯାଚ ଭାରତ ସେହି ଦଳ ବିପକ୍ଷରେ ଜିତିଛି ଯେଉଁ ଦଳକୁ ଭାରତକୁ 2023 ବିଶ୍ଵକପ ଫାଇନାଲରେ ହରାଇ ଥିଲା । ଯେଉଁ ବିଶ୍ବକପକୁ ମୁଣ୍ଡରେ ମୁଣ୍ଡାଇ ସାରା ଭାରତକୁ ଦେଖାଇବା ପାଇଁ ଯେଉଁ ସ୍ଵପ୍ନ ଦେଖିଥିଲେ କ୍ଯାପଟେନ ରୋହିତ ଶର୍ମା । ରୋହିତଙ୍କ ବାହିନୀ ସମସ୍ତଙ୍କ ଆଶା ସେଦିନ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା ।

କାରଣ ସେଦିନ ଅଷ୍ଟ୍ରେଲିୟା 140 କୋଟି ଭାରତୀୟ ଙ୍କ ବିଶ୍ଵକପ ଛଡାଇ ନେଇଥିଲେ । ଦୀର୍ଘ ଦେଢ ମାସ ଧରି ଭାରତୀୟ ଦଳ ଯେଉଁ ପରିଶ୍ରମ କରିଥିଲେ ତାହାର ଫଳ ମିଳି ନ ଥିଲା । ଭାରତ ବିଶ୍ଵକପ ହାରିବା ପରେ ଖବର ଆସିଲା କି ରାହୁଲ ଚାଲିଗଲା ତ ଆଉ କେଉଁଠି ଖବର ଆସିଲା କି ଦେବା ଚାଲିଗଲା । କାରଣ ସେମାନେ କ୍ରିକେଟ କୁ ଏତେ ଭଲ ପାଉଥିଲେ । ବିଶ୍ଵକପର କିଛି ଦିନ ପରେ ଆରମ୍ଭ ହୋଇଥିଲା 5 ଟିକିଆ ଟି-20 ସିରିଜ ।

ଯେଉଁ ସିରିଜକୁ ଭାରତ ଗତ କାଲି 4-1 ରେ ଜିତି ସାରିଛି । ଭାରତର ଖୁସି ନ କହିଲେ ସରେ । ଅଷ୍ଟ୍ରେଲିୟାକୁ କାଲିର ମ୍ଯାଚରେ ଭାରତ 6 ରନ ରେ ହରାଇଛି । ଏ ଖୁସି ଭିତରେ ଭାରତୀୟ ଦଳ 140 କୋଟି ଭାରତୀୟଙ୍କୁ କହିବାକୁ ଚାହୁଁ ଛନ୍ତି କି କ୍ଷମା କରି ଦିଅ ଭାରତ ବାସୀ । ଆପଣ ମାନେ ଯେଉଁ ବିଶ୍ଵକପ ଜିତିବାର ସ୍ଵପ୍ନ ଦେଖିଥିଲେ ଲଗାତର କ୍ରମାଗତ ଭାବେ 10ଟି ମ୍ଯାଚ ଯିବା ପରେ ବିଶ୍ଵକପ ଯେମିତି ଭାରତରେ ରହିବ ।

ସେ ପାଇଁ ଯେଉଁ ଆଶା ବାନ୍ଧି ଥିଲେ ତାହା ସବୁକୁ ଆମେ ଭାଙ୍ଗି ରୁଜି ଚୂରମାର କରି ଦେଇଥିଲୁ । ଆଉ ଆମେ ଭାରତୀୟ ଦଳ ଶପଥ ନେଇଥିଲୁ ଟି-20 ସିରିଜ ନିଶ୍ଚୟ ଜିତିବୁ ଆପଣଙ୍କ ପାଇଁ । 140 କୋଟି ଭାରତୀୟଙ୍କ ପାଇଁ ଜିତୁବୁ । କାରଣ ସେମାନଙ୍କୁ ଯେଉଁ କ୍ରିକେଟ ଜ୍ଵର ହୋଇଥିଲା ମାନେ ଦେହରେ ଜ୍ଵର ନ ଥିଲା । କିନ୍ତୁ ଶରୀରରେ କ୍ରିକେଟର ଜ୍ଵର ଥିଲା ।

ଆଉ ହୁଏ ତ କାଲି ଯେବେ ଟି-20 ସିରିଜ ଭାରତ 1-4 ରେ ଜିତି ସାରିଛି ସବୁ ଜ୍ଵର ଛାଡି ଯାଇଛି ଆଉ ସବୁ ଯନ୍ତ୍ରଣା ଦୂର ହୋଇଛି ଭାରତୀୟ ଟିମ ର । ହାରିଥିବା ମନ ନିଶ୍ଚୟ ହାଲକା ହୋଇଥିବ । ଏ ଖୁସି କୁ ଯେବେ ଭାରତୀୟ ଟିମ ସେଲିବ୍ରେସନ କରୁଥିଲା ସେତେବେଳେ ଟ୍ରଫି ଧରି ଭାରତୀୟ ଦଳ ଭାବୁଥିଲେ କି କ୍ଷମା କରି ଦିଅ ଭାରତବାସୀ ।

ଭାରତୀୟ ଦଳ ଭାବୁଥିଲେ ଯେଉଁ ବିଶ୍ଵକପ ଆମ ହାତରେ ଦେଖିବାର ସ୍ଵପ୍ନ 140 କୋଟି ଭାରତୀୟ ଦେଖିଥିଲେ ତାହା ଭାଙ୍ଗି ଦେଇ ଥିବାରୁ ଆମକୁ କ୍ଷମା କରି ଦିଅ । ଅଷ୍ଟ୍ରେଲିୟା ଯେଉଁ ଭଳି ଭାବେ ବିଶ୍ଵକପ କୁ ଅବମାନନା କରିଲା ସେଥିପାଇଁ ଏହାର ଫଳ ସ୍ୱରୂପ ଟି-20 ସିରିଜକୁ ଭାରତ 4-1 ରେ ଜିତିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।