କେଉଁ ଗଛର କାଠ ସୁନା ଠୁ ବି ଅଧିକ ଦାମୀ? ଏହା ସହିତ ଆହୁରି 15ଟି GK Question ଓ Answer

ଆଜି ଆମେ ଆପଣ ମାନଙ୍କ ପାଇଁ ନାଏ ଆସିଚୁ GK ର କୌତିକିଆ ପ୍ରଶ୍ନ । ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଜର IQ ଲେବେଲ୍ ବଢ଼ାଇବାରେ ସାହାଯ୍ୟ କରିବ ଏବଂ ଆପଣଙ୍କୁ ଇନ୍ତିବିୟୁ ରେ ମଧ୍ୟ ସାହାଯ୍ୟ କରିବା । ଯଦି ଆପଣ IAS l, UPSC, IPS ଭଳି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ପ୍ରଶ୍ନ ଉତ୍ତର ଆପଣଙ୍କ କାମରେ ଆସିପାରେ । ତେବେ ଚାଲନ୍ତୁ ଜାଣିବା

ପ୍ରଶ୍ନ ୧:- ଦୁନିଆରେ ସବୁଠୁ ବେଶୀ ପୁସ୍ତକାଳୟ କେଉଁ ଦେଶରେ ଅଛି?

ଉତ୍ତର:- ଭାରତରେ ସବୁଠୁ ବେଶୀ ପୁସ୍ତକାଳୟ ଅଛି ।

ପ୍ରଶ୍ନ ୨:- କେଉଁ ଦେଶର ଲୋକ ସବୁଠୁ ବେଶୀ ପାଠ ପଢି ଥାନ୍ତି?

ଉତ୍ତର:- କାନାଡା ଦେଶ ର ଲୋକ ସବୁଠୁ ବେଶୀ ପାଠ ପଢି ଥାନ୍ତି ।

ପ୍ରଶ୍ନ ୩:- କେଉଁ ଗ୍ରହ କୁ ଲାଲ୍ ଗ୍ରହ କୁହା ଯାଇଥାଏ?

ଉତ୍ତର:- ମଙ୍ଗଳ ଗ୍ରହ କୁ ଲାଲ୍ ଗ୍ରହ କୁହା ଯାଏ ।

ପ୍ରଶ୍ନ ୪:- ବିଶ୍ଵର ସବୁଠାରୁ ଛୋଟ ମାଛ କଣ୍ ଅଟେ?

ଉତ୍ତର:- ଗୋବି ମାଛ ବିଶ୍ଵର ସବୁଠାରୁ ଛୋଟ ମାଛ ଅଟେ ।

ପ୍ରଶ୍ନ ୫:- କେଉଁ ଗଛର କାଠ ସୁନା ଠୁ ବି ଅଧିକ ଦାମୀ?

ଉତ୍ତର:- ଲାଲି ଚନ୍ଦନ ।

ପ୍ରଶ୍ନ ୬:- ଭିଏତନାମ ର ମୁଦ୍ରା କଣ୍ ଅଟେ?

ଉତ୍ତର:- ଡଗ୍, ଭିଏତନାମ ର ମୁଦ୍ରା ଅଟେ ।

ପ୍ରଶ୍ନ ୭:- ଭାରତରେ ଆକ୍ରମଣ କରିଥିବା ପ୍ରଥମ ଇଉରୋପ ବାସି କିଏ ଥିଲେ?

ଉତ୍ତର:- ସିକନ୍ଦର

ପ୍ରଶ୍ନ ୮:- ସବୁଠୁ ପ୍ରାଚୀନ ବେଦ କଣ୍ ଅଟେ?

ଉତ୍ତର:- ରିଗ୍ ବେଦ ସବୁଠାରୁ ପ୍ରାଚୀନ ବେଦ ଅଟେ ।

ପ୍ରଶ୍ନ ୯:- ଭାରତର ଛୋଟ ତାଜ୍ ମହଲ କାହାକୁ କୁହାଯାଏ?

ଉତ୍ତର:- ବିବି ର ମକବରା କୁ ଭାରତର ଛୋଟ ତାଜ ମହଲ କୁହା ଯାଏ ।

ପ୍ରଶ୍ନ ୧୦:- କେଉଁ ଦେଶରେ କୁକୁଡ଼ା ନୀଳ ରଙ୍ଗର ଅଣ୍ଡା ଦେଇଥାଏ?

ଉତ୍ତର:- ଚିଲି ଦେଶରେ କୁକୁଡ଼ା ନୀଳ ଅଣ୍ଡା ଦେଇଥାଏ ।

ପ୍ରଶ୍ନ ୧୧:- ଭାରତରେ ସବୁଠୁ ବେଶୀ କେଉଁ ମୋବାଇଲ ଆପର ବ୍ୟବହାର କରାଯାଏ?

ଉତ୍ତର:- WhatsApp

ପ୍ରଶ୍ନ ୧୨:- ବିଶ୍ଵର ସବୁଠୁ ଛୋଟ ଦେଶ କଣ୍ ଅଟେ?

ଉତ୍ତର:- ବେଟିକନ୍ ସିଟି

ପ୍ରଶ୍ନ ୧୩:- ବିଶ୍ୱରେ ସବୁଠୁ ବେଶୀ ପଶୁ କେଉଁଠି ଦେଖାଯାଇ ଥାଏ?

ଉତ୍ତର:- ଭାରତ ଦେଶରେ ସବୁଠୁ ବେଶୀ ପଶୁ ଦେଖାଯାଏ ।

ପ୍ରଶ୍ନ ୧୪:- କେଉଁ ପରିବାରେ ଦେଶ ର ନା, ଭାଷା ର ନା ଏବଂ ଜିଲ୍ଲା ର ନା ଆସିଥାଏ?

ଉତ୍ତର:- Bhindi, ଭିଣ୍ଡି ରୁ B କାଢ଼ିଦେଲେ Hindi ଏକ ଭାଷା ଅଟେ । B ଆଊ I କାଢ଼ିନେଲେ Hind ଗୋଟେ ଦେଶ ଅଟେ । ଏବଂ I କାଢ଼ିନେଲେ Bhind eka ଜିଲ୍ଲା ଅଟେ ।

ପ୍ରଶ୍ନ ୧୫:- ଏମିତି କଣ ଅଟେ ଯାହାକୁ ଆମେ ଛୁଇଁ ପାରୁନା କିନ୍ତୁ ଦେଖିପାରୁ ?

ଉତ୍ତର:- ସ୍ବପ୍ନ କୁ ଆମେ ଦେଖିପାରୁ କିନ୍ତୁ ଛୁଇଁ ପାରୁନାହିଁ ।

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।