ଗୋଟେ ଝିଅର ଶରୀରର କେଉଁ ଅଙ୍ଗ ସବୁଠାରୁ ଗରମ ? ଏହା ସହିତ ଆହୁରି 15ଟି GK Question ଓ Answer

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଚୁ IAS, UPSC, IPS ପରୀକ୍ଷାରେ ଆସିଥିବା କିଛି ପ୍ରଶ୍ନ ଉତ୍ତର । ଆପଣ ମାନେ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଏବଂ ନିଜକୁ IAS, UPSC ଭଳି ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ନିଶ୍ଚୟ ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ।

ପ୍ରଶ୍ନ ୧:- ବିଶ୍ଵ ରେ ସବୁଠାରୁ ବଡ଼ ପକ୍ଷୀ ର ନା କଣ ଅଟେ?

ଉତ୍ତର:- ସୁତୁର୍ମୃଗ ଦୁନିଆ ର ସବୁଠାରୁ ବଡ ପକ୍ଷୀ ଅଟେ ।

ପ୍ରଶ୍ନ ୨:- ଶରୀର ର ସବୁଠାରୁ ଗରମ ଅଙ୍ଗ କଣ ଅଟେ?

ଉତ୍ତର:- ହୃଦୟ, ଶରୀରର ସବୁଠାରୁ ଗରମ୍ ଅଙ୍ଗ ଅଟେ ।

ପ୍ରଶ୍ନ ୩:- ମାନବ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି କଣ ?

ଉତ୍ତର:- ଲିଭର

ପ୍ରଶ୍ନ ୪:- ପ୍ଲାଷ୍ଟର ଓଫ୍ ପ୍ୟାରିସ କେଉଁଥିରୁ ତିଆରି ହୋଇଥାଏ?

ଉତ୍ତର:- ପ୍ଳାଷ୍ଟର ଓଫ୍ ପ୍ୟାରିସ ଜିପାସମ୍ ରୁ ତିଆରି ହୋଇଥାଏ ।

ପ୍ରଶ୍ନ ୫:- ଭାରତର ରାଷ୍ଟ୍ରୀୟ ଲିପି କଣ ଅଟେ?

ଉତ୍ତର:- ଦେବନାଗରୀ ଲିପି ଭାରତର ରାଷ୍ଟ୍ରୀୟ ଲିପି ଅଟେ ।

ପ୍ରଶ୍ନ ୬:- ପୃଥିବୀ ର ସତଃ ଭାଗ ର କଠୋର ଭାଗ କୁ କଣ କୁହାଯାଏ?

ଉତ୍ତର:- ଚଟାଣ ବୋଲି କୁହା ଯାଏ ।

ପ୍ରଶ୍ନ ୭:- ସବୁଠାରୁ ବେଶୀ ଜନସଂଖ୍ୟା କେଉଁ ଦେଶରେ ଅଛି?

ଉତ୍ତର:- ଚୀନ୍ ଦେଶର ସବୁଠାରୁ ବେଶୀ ଜନସଂଖ୍ୟା ଅଛି ।

ପ୍ରଶ୍ନ ୮:- ବିଶ୍ୱରେ ସବୁଠାରୁ ବଡ଼ ମରୁଭୂମି କେଉଁଠି ଅଛି?

ଉତ୍ତର:- ଆଫ୍ରିକା

ପ୍ରଶ୍ନ ୯:- କେରଳ ର ତଟ କୁ କଣ କୁହାଯାଏ?

ଉତ୍ତର:- ମାଲାବାର ତଟ ବୋଲି କୁହାଯାଏ ।

ପ୍ରଶ୍ନ ୧୦:- ଲୋକସଭା ର କାର୍ଯ୍ୟାଳୟ କେତେବର୍ଷ ପାଇଁ ହୋଇଥାଏ?

ଉତ୍ତର:- ଲୋକସଭା ର କାର୍ଯ୍ୟାଳୟ ୫ ବର୍ଷ ପାଇଁ ହୋଇଥାଏ ।

ପ୍ରଶ୍ନ ୧୧:- ସପ୍ତାହ ର ପ୍ରଥମ ଦିନ କଣ ହୋଇଥାଏ?

ଉତ୍ତର:- ରବିବାର ସପ୍ତାହ ର ପ୍ରଥମ ଦିନ ଅଟେ ।

ପ୍ରଶ୍ନ ୧୨:- କେଉଁ ଦେଶ ରେ ସବୁଠାରୁ ବେଶୀ ଫିଲ୍ମ୍ କରାଯାଇଥାଏ?

ଉତ୍ତର:- ଭାରତ ରେ ସବୁଠାରୁ ବେଶୀ ଫିଲ୍ମ୍ କରାଯାଏ ।

ପ୍ରଶ୍ନ ୧୩:- ଭାରତର ରାଷ୍ଟ୍ରୀୟ ଜଳଖିଆ କଣ ଅଟେ?

ଉତ୍ତର:- ଖିଚିଡି

ପ୍ରଶ୍ନ ୧୪:- କଳା ଗୋଲାପ କେଉଁଠି ମିଳିଥାଏ?

ଉତ୍ତର:- ତୁର୍କୀ ରେ କଳା ଗୋଲାପ ମିଳିଥାଏ ।

ପ୍ରଶ୍ନ ୧୫:- ଦିଲ୍ଲୀ ରେ ଲାଲ୍ କିଲା କିଏ ନିର୍ମାଣ କରିଥିଲେ?

ଉତ୍ତର:- ଶାହାଜାହାନ୍ ଦିଲ୍ଲୀ ରେ ଲାଲ୍ କିଲା ନିର୍ମାଣ କରିଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମ ପ୍ରଶ୍ନ ଉତ୍ତର ପସନ୍ଦ ଆସିଥିବ ଏବଂ ଆଗାମୀ ସମୟରେ ନିଶ୍ଚୟ ଆପଣମାନଙ୍କୁ ସାହାଯ୍ୟ କରିବ । ଏହି ପରି ଆଊ ନୂଆ ନୂଆ ପ୍ରଶ୍ନ ଉତ୍ତର ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।