ଗୋଟିଏ ଉଡାଜାହାଜକୁ ପୃଥିବୀର ଗୋଟିଏ ଚକ୍କର ଲଗାଇବା କେତେ ସମୟ ଲାଗିବ ? 10 ଟି Interesting ପ୍ରଶ୍ନ ଓ ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ ଆଜି କିଛି ଜିକେର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା ଦ୍ଵାରା ଆପଣଙ୍କ ନଲେଜ ବଢିବ ଏବଂ ଆପଣ କିଛି ନୂଆ କଥା ବି ଶିଖି ପାରିବେ । ଏହା ଆପଣଙ୍କୁ ପରବର୍ତ୍ତୀ ସମୟରେ ସାହାଯ୍ୟ କରିବ ବୋଲି ଆମେ ଆଶା କରୁଛୁ । ଏମିତି ପ୍ରଶ୍ନ IAS, UPSC, IPS ଭଳି ପରୀକ୍ଷା କିମ୍ବା ଆପଣ ଦେବାକୁ ଯାଉଥିବା ଇଣ୍ଟରଭିୟୁରେ ଆସିପାରେ ।

ପ୍ରଶ୍ନ- ଗୋଟିଏ ଉଡାଜାହାଜକୁ ପୃଥିବୀର ଗୋଟିଏ ଚକ୍କର ଲଗାଇବା କେତେ ସମୟ ଲାଗିବ ?

ଉତ୍ତର- ଉଡାଜାହ ଦ୍ଵାରା ପୁରା ଦୁନିଆର ଗୋଟିଏ ଚକ୍କର ଲଗାଇବା ପାଇଁ ୪୫ ଘଣ୍ଟା ଲାଗିବ ଓ କାର ଦ୍ଵାରା ୪୦ ଦିନ ଲାଗିବ ।

ପ୍ରଶ୍ନ- ମୋବାଇଲ ଦ୍ଵାରା ଡିଲୀଟ କରାଯାଇଥିବା ଫଟୋ କେଉଁଠିକୁ ଯାଇ ଥାଏ ?

ଉତ୍ତର- ମୋବାଇଲରୁ ଡିଲୀଟ କରାଯାଇଥିବା ଫଟୋ ଫାଇଲ ମ୍ୟାନେଜରର ଡାଟାରେ ସେଭ ହୋଇଥାଏ । ଯାହାକୁ ପୁଣି ଥରେ ପାଇବା ପାଇଁ ଆପଣଙ୍କୁ ଆପଣଙ୍କ ଫୋନରେ ରିକବରୀ ଏପ୍ପଲିକେଶନ ଡାଉନଲୋଡ କରିବାକୁ ହେବ । ଏହି ଏପ୍ପ ଆପଣଙ୍କ SD Cardରେ ସେଭ ଥିବା ଡିଲୀଟ ଫାଇଲ କିମ୍ବା ଫଟୋକୁ ପୁଣି ଥରେ ଗ୍ୟାଲେରୀରେ ସେଭ କରିଦେବ ।

ପ୍ରଶ୍ନ- ସ୍ପେସ ସୁଟ ଏତେ ମହଙ୍ଗା କାହିଁକି ହୋଇଥାଏ ?

ଉତ୍ତର- କାରଣ ସ୍ପେସ ସୁଟ ଭିତରେ କମ୍ପିଉଟର, ଏୟାରକଣ୍ଡିଶନିଗ, ଅକ୍ସିଜେନ, ପିଇବା ପାଇଁ ପାଣି ଓ ଏହା ଛଡା ଭିତରେ ବାଥରୁମ କରିବାର ବ୍ୟବସ୍ଥା ବି ଥାଏ । ସେଥିପାଇଁ ସ୍ପେସ ସୁଟର ଦାମ ପାଖାପାଖି ୪ କୋଟି ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

ପ୍ରଶ୍ନ- ଭାଙ୍ଗ ଖାଇବା ଦ୍ଵାରା ନିଶା କାହିଁକି ହୋଇଥାଏ ?

ଉତ୍ତର- ଭାଙ୍ଗ ଭିତରେ Tetrahydrocannabinol (THC) ମିଳିଥାଏ । ଭାଙ୍ଗକୁ ଜଳାଇ ସିଗାରେଟ ଭଳି ପିଇବା ଦ୍ଵାରା ଆମର ଫୁସଫୁସ ଏହାର ଧୂଆଁକୁ ଜଲ୍ଦି ଟାଣି ନିଏ ଓ କିଛି ହିଁ ସେକନ୍ଡରେ ନିଶା ହେବାକୁ ଲାଗିଥାଏ ।

ପ୍ରଶ୍ନ- ହନି ଟ୍ରାପ କାହାକୁ କୁହାଯାଏ ?

ଉତ୍ତର- ହନି ଟ୍ରାପରେ ମହିଳା ପ୍ରଥମେ ଗୋଟିଏ ବ୍ୟକ୍ତି ସହ ବନ୍ଧୁତା କରିଥାଏ । ଏହା ପରେ ସେ ସେହି ବ୍ୟକ୍ତି ସହ ବିଭିନ୍ନ ପ୍ରକାରର ସମ୍ବନ୍ଧ କରିଥାଏ । ଏହା ପରେ ତାକୁ ବାଲ୍କମେଲ କରି, ତାକୁ ଟଙ୍କା ମାଗିଥାଏ ।

ପ୍ରଶ୍ନ- ଥଣ୍ଡା କିମ୍ବା ଗରମ ପାଣିରେ ଗାଧୋଇବା ଦ୍ଵାରା କଣ କ୍ଷତି ହୋଇଥାଏ ?

ଉତ୍ତର- ଶୀତ ଦିନରେ ଗରମ ପାଣି ଦ୍ଵାରା ଗାଧୋଇବା ଦ୍ଵାରା ଶରୀରକୁ ଗରମ ଲାଗିଥାଏ ଓ ଗରମ ଦିନରେ ଥଣ୍ଡା ପାଣି ଦ୍ଵାରା ଗାଧୋଇବା ଦାରା ସତେଜ ଅନୁଭବ ହୋଇଥାଏ । ବିନା କାରଣରେ ଗରମ ପାଣି ଦ୍ଵାରା ଗାଧୋଇବା ଉଚିତ ନୁହେଁ ଓ ଅଧିକ ପାଣି ଦ୍ଵାରା କେସକୁ କ୍ଷତି ହୋଇଥାଏ । ଯେତେବେଳେ କି ଥଣ୍ଡା ପାଣିରେ କ୍ଳାନ୍ତ, ଡିପ୍ରେସନ, ମୁଣ୍ଡ ବ୍ୟଥା ଦୂର ହୋଇଥାଏ ।

ପ୍ରଶ୍ନ- ଗୋଟିଏ ହେଲିକପ୍ଟରର ଓଜନ କେତେ ହୋଇଥାଏ ?

ଉତ୍ତର- ରୋବିନ R୪୪ ରେୱେନ ୨ ହେଲିକପ୍ଟରର ଓଜନ ୬୫୭ କିଲୋଗ୍ରାମ ଅଟେ । ଯେତେବେଳେ ଏଥିରେ ତେଲ ଓ ଅନ୍ୟ ଜିନିଷ ଲୋଡ କରାଯାଏ ତେବେ ଏହାର ଓଜନ ୧୧୩୪ କିଲୋ ପର୍ଯ୍ୟନ୍ତ ହୋଇଯାଏ ।

ପ୍ରଶ୍ନ- ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ଵାରା କଣ ହୋଇଥାଏ ?

ଉତ୍ତର- ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ଵାରା ହୃଦୟ ଜନିତ ରୋଗ, ମୁଣ୍ଡ ବ୍ୟଥା ଇତ୍ୟାଦି ରୋଗ ହୋଇଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ୪ ଘଣ୍ଟା ପରେ ହଜମ ହୋଇଥାଏ । ଯେତେବେଳେ କି ଗରମ ପାଣି ଦ୍ଵାରା କେବଳ ୪୫ ମିନିଟରେ ହୋଇଥାଏ । ଥଣ୍ଡା ପାଣିରେ ଶିରା ଗୁଡିକ ଉପରେ ବି ପ୍ରଭାବ ପଡିଥାଏ ।

ପ୍ରଶ୍ନ- କଣ ପୁଶଅପ କରିବା ଦ୍ଵାରା ଉଚ୍ଚତା ବଢେ ନାହିଁ ?

ଉତ୍ତର- ଉଚ୍ଚତା ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢିଥାଏ । ଜିମରେ ଅଧିକ ୱେଟ ଟ୍ରେନିଙ୍ଗ କରିବା ଦ୍ଵାରା କିମ୍ବା ପୌଷ୍ଟିକ ଭୋଜନ ନେବା ଦ୍ଵାରା ଉଚ୍ଚତା ବଢିଥାଏ । ପୁଶଅପ କରିବା ଦ୍ଵାରା ହାଇଟ ବଢିବା ବନ୍ଦ ହୁଏ ନାହିଁ । ଆମର ଉଚ୍ଚତା ଜନ୍ମ ସମୟରେ ହିଁ ସୁନିଶ୍ଚିତ ହୋଇଯାଏ ।

ପ୍ରଶ୍ନ- ଫିଲ୍ମ ଅନୁସାରେ ସ୍ତ୍ରୀ ଚଉଠି ରାତିରେ ସ୍ଵାମୀକୁ କାହିଁକି କ୍ଷୀର ଦେଇଥାଏ ?

ଉତ୍ତର- କ୍ଷୀରକୁ ଶାସ୍ତ୍ରରେ ପବିତ୍ର କୁହାଯାଇଛି । ସେଥିପାଇଁ ବିବାହ ବନ୍ଧନକୁ ପବିତ୍ର କରିବା ପାଇଁ ପ୍ରଥମ ରାତିରେ କ୍ଷୀର ଦେବାର ପରମ୍ପରା ଅଛି । କ୍ଷୀରରେ ବିଭିନ୍ନ ପ୍ରକାରର ଜିନିଷ ଯେମିତି ହଳଦୀ, ବାଦାମ ଓ କେସର ଇତ୍ୟାଦି ଜିନିଷ ଦିଆଯାଏ । ଯାହା ଦ୍ଵାରା ପୁରୁଷର ଯୌନ ଇଚ୍ଛା ବଢିଥାଏ ।

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।