ରିୟା କରିଥିଲା ସୁଶାନ୍ତଙ୍କ ବ୍ଯାଙ୍କ ଆକାଉଣ୍ଟ ଖାଲି, CBI ର ମାଷ୍ଟର ପ୍ଳାନରେ ଫଶିଗଲା ରିୟା

ସୁଶାନ୍ତ ଙ୍କ ମୃତ୍ୟୁ କୁ ଦେଢ଼ ମାସ ହୋଇସାରିଲାଣି । କିନ୍ତୁ ଏବେ ପର୍ଯ୍ୟନ୍ତ ସୁଶାନ୍ତ ଙ୍କୁ ନ୍ୟାୟ ମିଳିନାହିଁ । ସୁଶାନ୍ତ ଙ୍କ ହତ୍ୟାକାରୀ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ସୁଶାନ୍ତ ଙ୍କ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏବଂ ସୁଶାନ୍ତ ଙ୍କ କେଶ କୁ ଏକ ନୂଆ ମୋଡରେ ପହଞ୍ଚାଇଦେଉଛି । ସୁଶାନ୍ତ ଙ୍କ କେଶ୍ କୁ ବର୍ତ୍ତମାନ CBI ଯାଞ୍ଚ୍ କରୁଛି, ଏବଂ ବର୍ତମାନ ର ସବୁଠାରୁ ବଡ଼ ଖବର, ରିୟା, ନୀରଜ ଏବଂ ସୋବିକ ଙ୍କ ବୟାନ ରେ ମିଳିଛି ବଡ଼ ଅନ୍ତର ।

ସୁଶାନ୍ତ ଙ୍କ ଆକାଉଣ୍ଟ ରୁ ହୋଇଥିଲା ଟ୍ରାଞ୍ଜାକ୍ସନ ଯାହା ଆପଣ ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ କି ଗୋଟେ ଲୋକ କୁ ଏମିତି ବି ଲୁଟା ଯାଇପାରେ । କଣ ରିୟା କରିଥିଲେ ପଇସା ହଡ଼ପ । ଚାଲନ୍ତୁ ଜାଣିବା ।

ସୁଶାନ୍ତ ଙ୍କ ଆକାଉଣ୍ଟ ରେ ନଭେମ୍ବର ୨୦୧୯ ରେ ଥିଲା ୪ କୋଟି ୬୫ ଲକ୍ଷ ଟଙ୍କା କିନ୍ତୁ ୨୦୨୦ ଫେବୃୟାରୀ ରେ ଏହି ପଇସା କମି ଯାଇ ହୋଇଥିଲା ୧ କୋଟି ଟଙ୍କା । ତେବେ କିଏ କରିଥିଲା ଏତେ ଟଙ୍କା ହଡ଼ପ । ସୁଶାନ୍ତ ଙ୍କ ମହେନ୍ଦ୍ର ବ୍ୟାଙ୍କ ଆକାଉଣ୍ଟ ରୁ ଗୋଟେ ଥର ୪୮ ଲକ୍ଷ ଟଙ୍କା ର ଟ୍ରାଞ୍ଜାକ୍ସନ ହୋଇଥିଲା । HDFC ବ୍ୟାଙ୍କ ରୁ ୭ ଲକ୍ଷ ୮୦ ହାଜର ଟଙ୍କାର ପେମେନ୍ଟ ହୋଇଥିଲା ତାହା ପୁଣି ରିୟା ନିଜର ସପିଂ ପାଇଁ ଖର୍ଚ୍ଚ କରିଥିଲେ ।

ଆଊ ଗୋଟେ ଥର ୧୦ ଲକ୍ଷ ଟଙ୍କା ଉଠା ଯାଇଥିଲା, ଯାହା ରିୟା କହିଛନ୍ତି କି ଏହି ପଇସା ପୂଜା କରିବା ପାଇଁ ଉଠାଇଥିଲେ କିନ୍ତୁ ସୁଶାନ୍ତ ଙ୍କ ପଡୋଶୀ କହିଛନ୍ତି କି ସୁଶାନ୍ତ ଙ୍କ ଘରେ କୌଣସି ପୂଜା ପାଠ ହୋଇନାହିଁ । ରିୟା ଏବଂ ରିୟା ଙ୍କ ପରିବାର ଲୋକ ୨ ମାସ ଧରି ୱାଟର ରେଯୋର୍ଟ୍ ରେ ରହିଥିଲେ ଯାହାର ଖର୍ଚ୍ଚ ଥିଲା ୪୦ ଲକ୍ଷ ଟଙ୍କା ।

ସୁଶାନ୍ତ ଙ୍କ ଆକାଉଣ୍ଟ ରେ ୧୧ ଜୁଲାଇ ୨୦୧୯ ରେ ୨ ଲକ୍ଷ ଟଙ୍କାର ପେମେନ୍ଟ କରାଯାଇଥିଲା ମେଡ଼ିସିନ ପାଇଁ ତେବେ ଅଟେ ଟଙ୍କାର ମେଡ଼ିସିନ ସୁଶାନ୍ତ କଣ ପାଇଁ ଆଣିଥିଲେ । ରିୟା ଙ୍କ ଟ୍ରଭେଳିଂ ଏଯେନ୍ସି ଙ୍କୁ ସୁଶାନ୍ତ ଙ୍କ ଆକାଉଣ୍ଟ୍ ରୁ ୩ ଲକ୍ଷ ଟଙ୍କା ଦିଆଯାଇଥିଲା । ରିୟା ନିଜର ଛୋଟ ରୁ ଛୋଟ ଖର୍ଚ୍ଚ ମଧ୍ୟ ସୁଶାନ୍ତ ଙ୍କ ଆକାଉଣ୍ଟ୍ ରୁ ହିଁ କରୁଥିଲେ ।

ବର୍ତମାନ କୁହାଯାଉଛି କି ଆହୁରି ମଧ୍ୟ ଲିଷ୍ଟ ସାମ୍ନାକୁ ଆସିବାକୁ ଯାଉଛି ତେବେ ଏହା ତ ଆରମ୍ଭ ମାତ୍ର । ଏହି ସବୁ ତଥ୍ୟ CBI ଯାଞ୍ଚ୍ ଦ୍ଵାରା ବାହାରକୁ ଆସିଛି ଯଦି ସୁଶାନ୍ତ ଙ୍କ କେଶ କୁ ମୁମ୍ବାଇ ପୋଲିସ ଯାଞ୍ଚ୍ କରିଥାନ୍ତି ତେବେ ଏହି ସବୁ କଥା କେବେ ମଧ୍ୟ ସାମ୍ନାକୁ ଆସିନଥାନ୍ତା । CBI ନିଜର ତଦନ୍ତ ଖୁବ ଜୋର ସୋର ରେ କରିଚାଲିଛି । ଏବଂ କହିଛି ଏହା ଆତ୍ମହତ୍ୟା ନୁହଁ ବରଂ ହତ୍ୟା ଅଟେ । ଏବଂ ହତ୍ୟାକାରୀ ଖୁବ ଜଲ୍ଦୀ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଯାଉଛି । ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।