ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜନ୍ମ ଅଛି, ତେବେ ମୃତ୍ୟୁ ମଧ୍ୟ ସୁନିଶ୍ଚିତ । ତେବେ ବନ୍ଧୁଗଣ ଯଦି କୌଣସି ବ୍ୟକ୍ତିଙ୍କର ଅକାଳରେ ମୃ-ତ୍ୟୁ ହୋଇଯାଇଥାଏ । ତେବେ ସେହି ଆତ୍ମା ମାନେ ମୋକ୍ଷପ୍ରାପ୍ତି କରିପାରିନଥାନ୍ତି । ଯେଉଁ କାରଣରୁ ସେମାନେ ଚାରିଆଡେ ଅଶରୀରୀ ହୋଇ ବୁଲି ରହିଥାନ୍ତି । ହେଲେ ରାତ୍ର ୧୨ ଟା ପରେ ତନ୍ତ୍ରସାଧନା ତଥା ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ବଢି ଯାଇଥାଏ । ତେଣୁ ଅଧିକ ରାତିରେ କେହି କୁଆଡେ ଯିବାକୁ ଚାହିଁନଥାନ୍ତି ।
ହେଲେ କଣ ଆପଣ ଜାଣିଛନ୍ତି । କି ଯଦି ଆପଣଙ୍କ ଘରେ ଏପରି କିଛି ଅସ୍ଵାଭାବିକ ଦୃଶ୍ୟ ସାମ୍ନାକୁ ଆସୁଛି । ତେବେ ଆପଣଙ୍କ ଘରେ ମଧ୍ୟ କୌଣସି ନକରାତ୍ମକ ଶକ୍ତିର ନଜର ପଡିଯାଇଛି । ତେବେ ଯଦି ଆପଣ ଘଣ୍ଟାରେ ନୂଆ ବ୍ଯାଟେରୀ ପକାଇ ମଧ୍ୟ ଘଣ୍ଟା କିଛ ଦିନ ଲଗାତାର ଧରି କୌଣସି ଏକ ନିର୍ଦ୍ଧିଷ୍ଟ ସମୟରେ ବାରମ୍ବାର ଅଟକୁଥାଏ । ତେବେ ଜାଣି ରଖନ୍ତୁ କୌଣସି ଅଶରୀରୀ ବା ନକରାତ୍ମକ ଶକ୍ତିର ଛାୟା ଆପଣଙ୍କ ଘର ଉପରେ ଅଛି ।
ଯଦି ରାତିରେ ସବୁ ଶୋଇପଡିବା ପରେ ଶୁନଶାନ ପରିବେଶରେ କାହାର ଚାଲିବାର ଆବାଜ କିମ୍ବା ପାଉଁଜିର ଆବାଜ ଆପଣଙ୍କ କାନରେ ବାରମ୍ବାର ଗୁଞ୍ଜରିତ ହେଉଥାଏ । ତେବେ ଏହା ମଧ୍ୟ ଆପଣଙ୍କ ଘରେ ଖରାପ ଶକ୍ତିର ଆସାର ରହୁଛି ବୋଲି ସୂଚନା ଦେଇଥାଏ । ଯଦି କୌଣସି ବ୍ୟକ୍ତିଙ୍କ ମରିଯିବା ପରେ ପରେ ଘର ଆଖପାଖରେ ପ୍ରଜାପତି ମାନଙ୍କୁ ଦଳବଦ୍ଧ ହୋଇଯିବାର ଦେଖିବାକୁ ପାଇଥାନ୍ତି । ତେବେ ଜାଣିଯିବେ ଯେ ଏହି ଆତ୍ମା ନିଜର ଆରପାରିକୁ ଯାତ୍ରା କରୁଅଛି ।
ଯଦି ନିଜ ଆଖପାଖରେ କେହି ନଥାଇ ମଧ୍ୟ କାହାର ଛାଇ ଆପଣଙ୍କ ପାଖକୁ ଚାଲି ଆସୁଥାଏ । ବା ଆପଣ ଦୂରରୁ ସେହି ଛାଇକୁ ଦେଖିବାକୁ ପାଇଥାନ୍ତି । ତେବେ ସେହି ଆତ୍ମା ଆପଣଙ୍କ ସହ କିଛି କଥାବାର୍ତ୍ତା ହେବ ପାଇଁ ଇଛା ରଖିଥାଏ । ଯଦି ଘରର ଗୃହପାଳିତ ପଶୁ ମାନେ ସାଧାରଣ ଦିନ ଅପେକ୍ଷା କୌଣସି ଦିନ ଏକ ଅଜବ ପ୍ରକାର ବ୍ୟବହାର କରି ବୋବାଇ ଥାନ୍ତି ।
ତେବେ ଆପଣଙ୍କ ଘରକୁ କୌଣସି ନକରାତ୍ମକ ଶକ୍ତିର ପ୍ରବେଶ ହେଉଛି ବୋଲି ସେମାନେ ଜାଣିଦେଉଇଥାନ୍ତି । କାରଣ ପଶୁପକ୍ଷୀ ମାନେ ନିଜର ପ୍ରଖର ଦ୍ରୁଷ୍ଟିଶକ୍ତି ବଳରେ ଅଦୃଶ୍ୟ ଶକ୍ତିକୁ ମଧ୍ୟ ଦେଖିବାର ସକ୍ଷମ ହୋଇଥାନ୍ତି । ତେବେ ଆପଣଙ୍କ ଘରେ ପ୍ରକୃତରେ ଭୁତ ଅଛିକି ନାହିଁ ଜାଣିବାକୁ ଚାହୁଁଥିଲେ । ୧ ଗ୍ଳାସ ପାଣିରେ ପାଣି ଭର୍ତ୍ତି କରି ସେଥିରେ ୨ ଚାମଚ ଲୁଣ ଓ କିଛି ଧଳା ଭିନେଗାର ମିଶାଇ ଗୋଳାଇ ପାଣିକୁ ଘରର କୌଣସି ଏକ ଜାଗାରେ ରଖି ଦିଅନ୍ତୁ ।
ଯଦି ସକାଳୁ ସେହି ପାଣି ହଳଦିଆ ରଙ୍ଗ ପାଲଟି ଯାଇଥିବ । ତେବେ ଆପଣଙ୍କ ଘରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି ବୋଲି ଆପଣ ଜାଣିପାରିବେ। ପାଣି ଯଦି ଧଳା ରୁହେ, ତେବେ ଘରେ କୌଣସି ମଧ୍ୟ ଭୁତ, ପ୍ରେତର ନଜର ନଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ