ଭାରତରେ 1 ଡିସେମ୍ବର ରୁ ହେବାକୁ ଯାଉଛି ଏହି 4 ବଡ଼ ପରିବର୍ତ୍ତନ, କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ ଦେଖନ୍ତୁ

ଦେଶରେ ୧ ଡିସେମ୍ବର ଠାରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପଡ଼ିବାକୁ ଯାଉଛି । ପ୍ରତି ମାସ ଆରମ୍ଭରେ କିଛିନା କିଛି ନୂଆ ପରିବର୍ତ୍ତନ ଆସିଥାଏ । ଯାହାର ପ୍ରଭାବ ସମସ୍ତ ନାଗରିକଙ୍କ ଉପରେ ପଡିବାର ଦେଖା ଦେଇଥାଏ । ଯଦି ଆପଣଙ୍କୁ ଏହି ବିଷୟରେ ଧାରଣା ନାହିଁ ତେବେ ଜାଣି ନିଅନ୍ତୁ । ତେବେ ଆସନ୍ତୁ ଜାଣିବା କଣ ଏହି ୪ ଟି ବଡ଼ ପରିବର୍ତ୍ତନ ।

୧. ୨୪ ଘଣ୍ଟା RTGS ର ସୁବିଧା – ବ୍ୟାଙ୍କ ଗ୍ରାହକଙ୍କ ପାଇଁ RTGS ଅର୍ଥାତ୍ Real Time Grow Satelment ର ସୁବିଧା ୨୪ ଘଣ୍ଟା ସହିତ ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେବାକୁ ଯାଉଛି । ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ଅଗ୍ରଗତି କୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ୍ ଏହି ନିଷ୍ପତି ନେଇଛି । କେବଳ ସପ୍ତାହର ୨ୟ ଏବଂ ୪ ର୍ଥ ଶନିବାର କୁ ଛାଡ଼ି ଅନ୍ୟ ଦିନ ମାନଙ୍କରେ ଗ୍ରାହକ ମାନେ ମନି ଟ୍ରଞ୍ଜାକ୍ସନ କରିପାରିବେ ।

୨. ଏହି ଟ୍ରେନ ସବୁ ପୁଣି ଚାଲିବ । କୋରାନା କାରଣରୁ ବନ୍ଦ ହୋଇଥିବା ସମସ୍ତ ଟ୍ରେନ ସେବା ଗୁଡିକ ଧୀରେ ଧୀରେ ଚାଲିବା ଆରମ୍ଭ କରିଦେଲାଣି । ଏହି କାରଣରୁ ରେଲବିଭାଗ ବହୁତ୍ ଟ୍ରେନ ଗୁଡ଼ିକ ନିମନ୍ତେ ଅନେକ ରୁଟ ରେ ଟ୍ରେନ ଚଳାଚଳ ଜାରିରଖିବ ବୋଲି ଜଣାଇଛି । ୧ ଡିସେମ୍ବର ଠାରୁ ପୁନେଜମ୍ବୁ ଝେଲମ ଏକ୍ସପ୍ରେସ ଓ ଫିରୋଜପୁର ପଞ୍ଜାବ ଟ୍ରେନ ଯାତାୟାତ ଆରମ୍ଭ କରିଦେବ ।

୩.PNB ATM ରୁ ପଇସା ବହାରିକରିବା ନିୟମ । PNB ATM ରୁ ୧୦୦୦୦ ରୁ ଅଧିକ ଟଙ୍କା ବାହାରି କଲେ ଏକ OTP ମୋବାଇଲ କୁ ଆସିବ । ସେହି OTP କୁ ଏଣ୍ଟର କଲା ପରେ ଗ୍ରାହକ ୧୦୦୦୦ ରୁ ଅଧିକ ଟଙ୍କା ଉଠାଇ ପାରିବେ । ATM ra ଏହି ନିୟମ ରାତି ୮ ଟା ଠାରୁ ସକାଳ ୮ ଟା ପର୍ଯ୍ୟନ୍ତ ହିଁ ରହିବ । ଯଦି ଆପଣ ଏହି ସମୟରେ ଟଙ୍କା ବାହାର କରିବାକୁ ଯାଉଛନ୍ତି ତେବେ ଆପଣଙ୍କ ରେଜିଷ୍ଟର କରିଥିବା ମୋବାଇଲ ନମ୍ବର ନେଇକି ଯାଆନ୍ତୁ ।

୪. ଗ୍ୟାସ ସିଲିଣ୍ଡର ରେଟ ବଢିବ । ସରକାରୀ ତେଲ କମ୍ପାନୀ ଗୁଡ଼ିକ ପ୍ରତି ମାସର ୧ ତାରିଖ ଦିନ LPG ସିଲିଣ୍ଡର ମୂଲ୍ୟ ସମୀକ୍ଷା କରିଥାନ୍ତି । ଏହି ସମିକ୍ଷାରେ ହିଁ ସେମାନେ ନିରଣ୍ଟା କରିଥାନ୍ତି କୁ ଏହା ର ମୂଲ୍ୟ ବଢିବ କି କମିବ । ଅନ୍ତରାଷ୍ଟ୍ରୀୟ ସ୍ତରରେ କଞ୍ଚା ତେଲର ମୂଲ୍ୟ କୁ ଦେଖି ଏହା ନିର୍ଣ୍ଣୟ କରାଯାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।