ଆଜିର ରାଶିଫଳ, 2 ଫେବୃୟାରୀ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପାରୁ ଓ ଗ୍ରହମାନଙ୍କ ଗତି ପରିବର୍ତ୍ତନ ଦ୍ଵାରା ଏହି ୪ଟି ରାଶିର ଖୋଲିବ ଭାଗ୍ୟର ତାଲା

ଆଜି ରବିବାର ୨ ଫେବୃୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ରାଶିଫଳର ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ ସୂଚନା ପ୍ରାପ୍ତ କରି ପାରିବେ । ଗ୍ରହ ଗୋଚର ଓ ନକ୍ଷତ୍ରର ଗତି ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ । ଗ୍ରହର ଗତି ସବୁବେଳେ ବଦଳି ଥାଏ ସେଥିପାଇଁ ଆମର ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇ ନ ଥାଏ । ଆଜି ଆପଣଙ୍କର ସମୟ କେମିତି ରହିବ ଆମର ଏହି ରାଶିଫଳ ମାଧ୍ୟମରେ ଜାଣନ୍ତୁ ।

୧ – ମେଷ

ଆଜି କାର୍ଯ୍ୟ ସ୍ଥଳରେ ପଦୋନ୍ନତିର ଆସାର ଅଛି । କିନ୍ତୁ ଆପଣଙ୍କୁ ଅଳ୍ପ ସଂଯମତା ରଖିବାକୁ ପଡିବ । ବରିଷ୍ଠ ଅଧିକାରୀଙ୍କ ସହିତ ମତଭେଦ ହେବାର ସମ୍ଭାବନା ବି ଅଛି । ଆଜି ଆର୍ଥିକ ପ୍ରୟାସରେ ଅସଫଳ ହୋଇ ପାରନ୍ତି । ନିଦ ଅଭାବରୁ କ୍ଳାନ୍ତ ଅନୁଭବ ହେବ । ଆପଣଙ୍କ ପରିବାରର କୌଣସି ସଦସ୍ୟ ଏହି ସମୟରେ ଅଚାନକ ଆପଣଙ୍କ ପାଇଁ ମାର୍ଗଦର୍ଶକ ହୋଇ ସାମ୍ନାକୁ ଆସିବେ । ପରିବାର ବିଷୟରେ ସମସ୍ତଙ୍କୁ ସୂଚିତ କରିବେ । ଘର ପରିବାରରେ ଶୁଭ ଓ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହେବ । ସୁଖର ସାଧନ ବଢିବ ।

୨ – ବୃଷ

ଆଜି କୌଣସି ଅଟକିଥିବା କାର୍ଯ୍ୟ ପୁରା ହେବ । ମିତ୍ରାମାନଙ୍କ ସହ ସହଯୋଗ ପ୍ରାପ୍ତ ହେବ । ରାଜକାର୍ଯ୍ୟରେ ସଫଳତା ମିଳିବ । କୋର୍ଟ କଚେରୀ ମାମଲାରେ ବିଜୟ ଅବଶ୍ୟ ମିଳିବ । ବହୁତ ଦିନ ହେବ ଚାଲୁଥିବା କୌଣସି ସମସ୍ୟାର ଆଜି ସମଧାନ ହୋଇଯିବ । କୌଣସି ବି ଅଜଣା ବ୍ୟକ୍ତି ସହ ବନ୍ଧୁତା କରନ୍ତୁ ନାହିଁ । ଇଚ୍ଛିତ ସ୍ଥାନକୁ ପ୍ରାପ୍ତ କରିବା ପାଇଁ ଓ ପରିଶ୍ରମ ଦରକାର ଅଟେ । କାରୋବାରରେ ଉନ୍ନତି ହେବ । ଆପଣ ବହୁତ ଭଲ ଭାବରେ ସାମାଜିକ ଗତିବିଧିରେ ସାମିଲ ହେବେ ଓ ଏଠି ଆପଣଙ୍କର ବହୁତ ସ୍ଵାଗତ ହେବ ।

୩ – ମିଥୁନ

ଆଜି ପରିଶ୍ରମର ଫଳ ପୂର୍ଣ ରୂପରେ ମିଳିବ । ନ୍ୟାୟ ପକ୍ଷ ମଜବୁତ ରହିବ । ଧନ ଲାଭ ହେବ । ନୂଆ ଗତିବିଧି ଓ ମନୋରଞ୍ଜନ ଆପଣଙ୍କ ପାଇଁ ବିଶ୍ରାମ କରିବାରେ ସାହାର୍ଯ୍ୟ କରିବ । ପରିବାର ଲୋକମାନଙ୍କର ସହଯୋଗ ମିଳିବ । ନୂଆ କାର୍ଯ୍ୟ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଜୀବନସାଥିଙ୍କ ସହଯୋଗ ମିଳିବ । ଆପଣ ନିଜର ବାଣୀ ଉପରେ ସଂଯମତା ରଖନ୍ତୁ । ଆପଣଙ୍କ କାମ ଦ୍ଵାରା ଆପଣ ଅନ୍ୟ ବ୍ୟକ୍ତିମାନଙ୍କୁ ପ୍ରେରିତ କରିବେ ।

୪ – କର୍କଟ

ଆଜିର ଦିନରେ କାର୍ଯ୍ୟଲୟର ପରିବେଶ ଭଲ ରହିବାର ଅଛି । ଆଜି ଆପଣଙ୍କୁ ଉପାହାର ଓ ସମ୍ମାନ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଆବଶ୍ୟକତା ଅଟେ । ଦିନର କାମ ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପରିବାରର ଲୋକମାନେ ନିଜ ନିଜ ମଧ୍ୟରେ ଖୁସିରେ ରହିବେ ଓ ଶାନ୍ତିର ପରିବେଶ ରହିବ ଓ ଏହି ସମସ୍ତ ଖୁସିର କାରଣ ବି ଆପଣ ହେବେ । ଆତ୍ମବିଶ୍ଵାସ ଓ ମାନ – ସମ୍ମାନ ବଢିବ । ବ୍ୟବସାୟରେ ବିସ୍ତାର ହେବ । ପରୀକ୍ଷାରେ ସଫଳତା ମିଳିବ ।

୫ – ସିଂହ

ଆଜି ଆପଣଙ୍କୁ ପରିବାର ସଦସ୍ୟମାନଙ୍କ ଠାରୁ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ଦ୍ଵାରା ଖୁସି ମିଳିପାରେ । ଯଦି ଆପଣ ତୁରନ୍ତ ପରିଣାମ ଚାହୁଁଛନ୍ତି ତେବେ ନିରାଶ ଆପଣଙ୍କୁ ଘେରି ପାରେ । ମିତ୍ରମାନଙ୍କ ସହିତ ବୁଲିବାକୁ, ମନୋରଞ୍ଜନ ଏବଂ ଆନନ୍ଦପୂର୍ବକ ଦିନ ବିତାଇବେ । ପାରିବାରିକ ଜୀବନ ସୁଖଦ ରହିବ । କାମରେ ସହଭାଗିତା କରିବା ପାଇଁ ଭଲ ସମୟ ଅଟେ, ଯେଉଁଥିରେ ଯୁବ ଲୋକମାନେ ଜଡିତ ହେବେ ।

୬ – କନ୍ୟା

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଅନୁକୂଳ ରହିବ । ଘରର ବାତାବରଣ ଆନନ୍ଦପ୍ରଦ ରହିବ । କାମରେ ଡେରି ହେବା ଦ୍ଵାରା ଲାଭର ମାତ୍ରା ସୀମିତ ରହିବ । ଟଙ୍କା ମାମଲାକୁ ଗମ୍ଭୀରତାର ସହ ନିଅନ୍ତୁ । ଚାକିରି ଓ ବ୍ୟବସାୟିକ ସ୍ଥଳ ଉପରେ ବାତାବରଣ ଅନୁକୂଳ ରହିବ । ଆଜିର ଦିନ ଆପଣଙ୍କ ପରିବାର ଲୋକମାନଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ । ଆପଣ ଏହି ଅବସରର ଲାଭ ଉଠାନ୍ତୁ ଓ ଦ୍ଵିତୀୟ ବ୍ୟକ୍ତିଙ୍କ ସାହାର୍ଯ୍ୟ କରନ୍ତୁ । ସବୁ ପଦକ୍ଷେପ ବୁଝି – ସୁଝି ରଖିବା ଆବଶ୍ୟକତା ଅଟେ ।

୭ – ତୁଳା

ଆଜି ଦିନର ଆରମ୍ଭରେ କିଛି ବାଧା ଆସିପାରେ । ସାମାଜିକ କାମ ଆପଣଙ୍କୁ ବ୍ୟସ୍ତ କରି ରଖିବ । ଆଜି ଆପଣ ଆର୍ଥିକ ଯୋଜନା ଦ୍ଵାରା ଲାଭ ପ୍ରାପ୍ତ କରିବେ । ପଡୋଶୀ ସହ ବିବାଦ ହୋଇପାରେ । ଆଜି ବିଦ୍ୟାର୍ଥୀମାନଙ୍କ ମନ ବହିରୁ ବାହାରି ନିଜର ବନ୍ଧୁମାନଙ୍କ ସହ ରହିବ । ଆପଣ ନିଜର ଚେଷ୍ଟାର ଫଳ ନିଶ୍ଚିତ ପାଇବେ । ଭଲ ଦିନର ସହଯୋଗ ମନକୁ ପ୍ରଫୁଲ୍ଲିତ କରିବାରେ କାର୍ଯ୍ୟରେ ମନ ଲାଗିବ । ସାଂସ୍କୃତିକ ପରିଯୋଜନାରେ ଧ୍ୟାନ କେନ୍ଦ୍ରିତ କରିବେ ।

୮ – ବିଚ୍ଛା

ଆଜି ଆପଣଙ୍କ କାମ ଆପଣଙ୍କୁ ଅଳ୍ପ କ୍ରୋଧିତ କରିପାରେ । ଆପଣ ଭଲ କ୍ୟାରିୟର ବିଷୟରେ ଚିନ୍ତା କରିବେ । ଏଥିପାଇଁ କାହା ଠାରୁ ଉପଦେଶ ବି ନେଇ ପାରନ୍ତି । ସେମାନେ ବି ଆପଣଙ୍କୁ ଭଲ ଉପଦେଶ ଦେବେ । ଏହାର ଅନ୍ତରେ ଆପଣଙ୍କୁ ହିଁ ଲାଭ ହେବ । ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଦ୍ଵିତୀୟ ବ୍ୟକ୍ତି ସହ ବିନା କାରଣରେ ବିବାଦ କରନ୍ତୁ ନାହିଁ । ଆପଣଙ୍କର ଆର୍ଥିକ ସ୍ଥିତି ସୁଧାର ଆସିବ । ସନ୍ଧ୍ୟା ସମୟରେ ସାଙ୍ଗ ସାଥିଙ୍କ ସହ ସମୟ ବିତାଇବେ ।

୯ – ଧନୁ

ଆଜି ରାଜକୀୟ ସହଯୋଗ ଦ୍ଵାରା କାର୍ଯ୍ୟ ସିଦ୍ଧ ହେବ । ସମୟ ଦ୍ଵାରା ଭୋଜନ ଓ ପର୍ଯ୍ୟାପ୍ତ ନିଦ ଆସିବାର କାରଣ ଶରୀରରେ ଅସୁସ୍ଥତା ଅନୁଭବ ହେବ । ଆଜି ମାଙ୍ଗଳିକ କାର୍ଯ୍ୟକ୍ରମରେ ସାମିଲ ହେବାର ଅବସର ମିଳିପାରେ । ବାହାର ଲୋକମାନଙ୍କ ସହିତ ଭଲ ସମ୍ବନ୍ଧ ହୋଇପାରେ । ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ । ଦ୍ଵିତୀୟ ବ୍ୟକ୍ତିଙ୍କ ନିନ୍ଦା କରନ୍ତୁ ନାହିଁ । ଧାର୍ମିକ ଲାଭ ମିଳିବ । ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କ ସହିତ ଆବଶ୍ୟକ ବିଷୟରେ ଚର୍ଚା ହେବ ।

୧୦ – ମକର

ଆଜି କଥାବାର୍ତ୍ତା ସମୟରେ କିଛି ବି ଭୁଲ କହିବା ଠାରୁ ବଞ୍ଚନ୍ତୁ । ଏହା ଦ୍ଵାରା ଆପଣଙ୍କ ଛବିକୁ କ୍ଷତି ବି ପହଞ୍ଚି ପାରେ । କୌଣସି ପ୍ରିୟ ବସ୍ତୁ ଆପଣଙ୍କ ଠାରୁ ଦୂରେଇ ଯାଇ ପାରେ କିମ୍ବା ନଷ୍ଟ ହୋଇ ଯାଇପାରେ । ମାନସିକ ଚିନ୍ତା ବଢି ପାରେ । ଆଜି କିଛି କ୍ରୟ କରିବା ପୂର୍ବରୁ ସେହି ଜିନିଷ ବିଷୟରେ ଭଲ ଭାବରେ ଜାଣି ନିଅନ୍ତୁ । ନିଜର କାର୍ଯ୍ୟଲୟରେ ନିଜର ସହକର୍ମୀଙ୍କର ସହଯୋଗ ନିଅନ୍ତୁ । ବାହନ ଇତ୍ୟାଦିର ସୁଖ ବି ପ୍ରାପ୍ତ କରିବେ ।

୧୧ – କୁମ୍ଭ

ଆଜି ଆପଣ କୌଣସି ପୁରୁଣା ବ୍ୟକ୍ତି ସହ ସାକ୍ଷାତ କରିବାର ସମ୍ଭାବନା ଅଛି ଓ ଏହି ବ୍ୟକ୍ତି ଆପଣଙ୍କ ଭବିଷ୍ୟତରେ ମହତ୍ୱପୂର୍ଣ ଭୂମିକା ନିଭାଇବେ । ଆପଣ କୌଣସି ଏମିତି ବ୍ୟକ୍ତି ସହ ବି ମିଳି ପାରିବେ ଯାହା ବିଚାର ଆପଣଙ୍କ ସହ ମିଶିବ । କାରୋବାର ଦ୍ଵାରା ଜଡିତ ଲୋକମାନଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ଅଟେ । ବଡ ବଡ ସଫଳତା ପ୍ରାପ୍ତି କରି ପାରିବେ ।

୧୨ – ମୀନ

ଆଜି ଆପଣ ଅତିରିକ୍ତ ଧନକୁ ସୁରକ୍ଷିତ ଜାଗାରେ ରଖନ୍ତୁ, ଯାହା ସମୟ ଉପରେ କାମରେ ଆସିବ । ପିଲାମାନଙ୍କ ସହିତ ବାଦ – ବିବାଦ ଜନ୍ମ ହୋଇପାରେ । ଜିନିଷ ଓ ଲୋକମାନଙ୍କ ଠାରୁ କିଛି ଦୂରରେ ରୁହନ୍ତୁ । କାରଣ ଆପଣଙ୍କ ଭାଗ୍ୟ ଆପଣଙ୍କୁ ଧୋଖା ମଧ୍ୟ ଦେଇପାରେ । ଆର୍ଥିକ ମାମଲାରେ ଅତିରିକ୍ତ ସାବଧାନ ହୋଇ ରୁହନ୍ତୁ । ଆଜି ଭଲ ପ୍ରେମୀ ଖୋଜିବାର ବିକଳ୍ପ ମିଳିପାରେ ।