ଆଜିର ରାଶିଫଳ, ୧୬ ଜାନୁୟାରୀ ୨୦୨୦, ଗୁରୁବାର, ଆଜି ମା ଲକ୍ଷ୍ମୀ ଏହି ୩ଟି ରାଶିର ଭାଗ୍ୟ ଖୋଲିବେ

ଆଜି ଗୁରୁବାର ୧୬ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ଆମର ଏହି ରାଶିଫଳ ଦ୍ଵାରା ଜାଣନ୍ତୁ । ରାଶିଫଳ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଆଭାସ ଦେଇଥାଏ । ଗ୍ରହର ସ୍ଥିତି ନେଇ ଆମ ଭବିଷ୍ୟ ପ୍ରସ୍ତୁତ ହୋଇଥାଏ । ଏହି ରାଶିଫଳ ଆପଣଙ୍କର ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ସହ ଜଡିତ ସୂଚନା ଦେଇଥାଏ ।

୧ – ମେଷ

ଆଜି ଦିନ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ନେଇ ଆସିବ । କୌଣସି ପୁରୁଣା ପ୍ରୋଜେକ୍ଟ କିମ୍ବା କାମ ଆରମ୍ଭ କରିବା ପାଇଁ ଏହି ସମୟ ଶୁଭ ଅଟେ । ଆପଣଙ୍କ ବ୍ୟବହାରେ କିଛି ଚେଞ୍ଜେସ ଆସିପାରେ । ବୈବାହିକ ଜୀବନରେ ଆପଣଙ୍କୁ ସଂଘର୍ଷ କରିବାକୁ ପଡିପାରେ । ଧନ ଲାଭ ହେବ । ଆଜିର ଦିନ ମନୋରଞ୍ଜନ ଓ ଆମୋଦ – ପ୍ରମୋଦ ଭରା ରହିବ । ପରିବାରରେ ଖୁସିର ଲହରୀ ରହିବ ।

୨ – ବୃଷ

ଆଜି ଆପଣ ଚିନ୍ତା ମଧ୍ୟରେ ରହିବେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ । ଦୀର୍ଘବିଧି ନିବେଶ ଠାରୁ ବଞ୍ଚନ୍ତୁ ଓ ନିଜ ବନ୍ଧୁ ସହିତ ବାହାରକୁ ଯାଇ କିଛି ଖୁସିର ସମୟ ବିତାନ୍ତୁ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କୌଣସି ବି ନିଷ୍ପତି ସଙ୍ଗେ ସଙ୍ଗେ ନିଅନ୍ତୁ ନାହିଁ । ବ୍ୟାପାରରେ ବୁଦ୍ଧି ହେବ । ବିଦେଶରୁ କିଛି ଶୁଭ ସମାଚାର ମିଳିବ ।

୩ – ମିଥୁନ

ଆଜି ଭାଗ୍ୟର ବିଶ୍ଵାସ ବିଲକୁଲ କରନ୍ତୁ ନାହିଁ । ଦ୍ଵିତୀୟ ବ୍ୟକ୍ତିଙ୍କୁ ଏହିଭଳି କାମ କରିବା ପାଇଁ ବାଧ୍ୟ କରନ୍ତୁ ନାହିଁ, ଯାହା ଆପଣ ନିଜେ କରିବାକୁ ଚାହୁଁ ନ ଥିବେ । କାମ ଓ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ କାରଣ ଏହା ନ କରିବା ଦ୍ଵାରା ଅସୁବିଧା ହୋଇପାରେ । ଆଜିର ଦିନ ଆପଣଙ୍କ ପାଇଁ କିଛି ଖାସ ରହିପାରେ । ଆଜି କୌଣସି ଖାସ ବ୍ୟକ୍ତି ସହ ସାକ୍ଷାତ ହୋଇପାରେ । ପାରିବାରିକ ମାମଲାରେ କାହାର ଉପଦେଶ ନିଅନ୍ତୁ ।

୪ – କର୍କଟ

ଆଜି କୌଣସି ବି ନିଷ୍ପତି ଜଲ୍ଦି ଜଲ୍ଦି ନିଅନ୍ତୁ ନାହିଁ । ଆପଣ ଆଜି ଆତ୍ମବିଶ୍ଵାସରେ ଭରପୁର ନିଜକୁ ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଭାଇ ଭଉଣୀଙ୍କ ଦ୍ଵାର ସାହାର୍ଯ୍ୟ ମିଳିବ । ପାରିବାରିକ ଜୀବନ ସୁଖମୟ ରହିବ । ଚାକରିରେ ଉନ୍ନତି ମିଳିବାର ଆସିବାର ପ୍ରାପ୍ତ ହେବ । ଆପଣଙ୍କ ବିନମ୍ର ସ୍ଵଭାବ ଅନ୍ୟ ବ୍ୟକ୍ତି ଆପଣଙ୍କ ଆଡକୁ ଆକର୍ଷିତ କରିବ । ରହିବା – ପିନ୍ଧିବା କଷ୍ଟଦାୟକ ହୋଇପାରେ ।

୫ – ସିଂହ

ଆପଣ କୌଣସି ମିତ୍ରର ସହଯୋଗ ଦ୍ଵାରା ଅକିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଚାକିରି ଓ ରୋଜଗାରରେ ନୂତନ ଅବସର ମିଳିବ । ଆର୍ଥିକ ଲାଭର ଯୋଗ ଅଛି । ବ୍ୟବସୟ ଯୋଜନାର ସଫଳତା ମିଳିବ । କୌଣସି ସମ୍ପର୍କୀୟଙ୍କ ସହାୟତା ମିଳିପାରେ । ଆଜି ଆପଣଙ୍କର ନୂତନ ଚିନ୍ତାଧାରା ଅବଶ୍ୟ ସଫଳତା ଦେବ । ସମସ୍ୟା ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ ।

୬ – କନ୍ୟା

ଆଜି ଆପଣ ନିଜର ବାଣୀ ଉପରେ ସଂଯମତା ରଖନ୍ତୁ । ସାମାଜିକ ଓ ଧାର୍ମିକ ସମାରୋହ ପାଇଁ ଆଜିର ଦିନ ଭଲ ଅଟେ । ଆଜି ଲୋକମାନେ ଆପଣଙ୍କର ପ୍ରଶଂସା କରିବେ, ଯାହାକୁ ଆପଣ ସବୁବେଳେ ଶୁଣିବାକୁ ଚାହୁଁଥିଲେ । ପାରିବାରିକ ଜୀବନରେ କଳହ ହେବେ । ବ୍ୟବସାୟରେ ବାଧା ଆସିପାରେ । ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ନାହିଁ । ନୂଆ କାର୍ଯ୍ୟରେ ସଫଳତା ମିଳିବ ।

୭ – ତୁଳା

ଆଜି ଭୌତିକ ସୁଖ ସୁବିଧା ମିଳିବ । ଜୀବନସାଥୀଙ୍କ ସହ ମତଭେଦ ହେବ । ଆତ୍ମସମାନ ବଢିବ । ଆଜି ପାରିବାରିକ ସମସ୍ୟା ଦ୍ଵାରା ମନ ବିଚଳିତ ହୋଇପାରେ । ସନ୍ତାନ ତରଫରୁ ଅସଫଳତା ଲାଗିପାରେ । କିଛି ସମୟ ପୂର୍ବରୁ ଯେଉଁ ଭୁଲ ବୁଝାମଣା ଯୋଗୁ ଆପଣଙ୍କର ସମ୍ପର୍କରେ ଅସୁବିଧା ଚାଲୁଥିଲା ତାହା ଆଜି ଦୂର ହେବେ । ବିଜନେସର କ୍ଷତିକୁ ନଜର ଅନ୍ଦାଜ କରନ୍ତୁ । ଟେନସନ ଅଧିକ ନିଅନ୍ତୁ ନାହିଁ ।

୮ – ବିଚ୍ଛା

ଆଜି ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । କୌଣସି ବି ବ୍ୟକ୍ତି ସହିତ ବାଦ ବିବାଦ କରନ୍ତୁ ନାହିଁ । ଆପଣଙ୍କର ମିତ୍ର ପକ୍ଷ ଆପଣଙ୍କ ନିକଟରେ ଛିଡା ହୋଇ ଆପଣଙ୍କର ସାହାର୍ଯ୍ୟ କରିବେ । ଆପଣଙ୍କର ଆଜିର ଦିନ ସୁଖ – ଶାନ୍ତି ପୂର୍ବକ ବ୍ୟତିତ ହେବ । ପାରିବାରିକ ଜୀବନରେ ବି ଆନନ୍ଦ ଛାଇ ରହିବ । ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ । ସମ୍ପତି ସହ ଜଡିତ ବୁଝାମଣା ପୁରା ହେବ ଓ ଲାଭ ବି ମିଳିବ ।

୯ – ଧନୁ

ଆଜିର ଦିନ ଆପଣଙ୍କ ପାଇଁ ମଙ୍ଗଲମୟ ରହିବ । ଘରେ ନୂତନ ଅତିଥି ଆସିବେ । ତାଙ୍କ ତରଫରୁ ମିଳିଥିବା ଉପହାର ଦ୍ଵାରା ଆପଣ ବହୁତ ଖୁସି ହେବେ । ଆଜି ଆପଣଙ୍କୁ ସବୁଥିରେ ଭଲ ପରିଣାମ ମିଳିବ । ଟଙ୍କା ଓ ସମ୍ପତି ମାମଲାରେ ସତର୍କ ହୋଇ ଚାଳନ୍ତୁ । କୌଣସି ବି ନିର୍ଣୟ ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ । ନିଜ ସ୍ୱାସ୍ଥ୍ୟ ପାଇଁ ଆପଣ ଉଦାସ ରହି ପାରନ୍ତି ।

୧୦ – ମକର

ଆଜି ସଫଳତା ମିଳିବ । ଦ୍ଵିତୀୟ ବ୍ୟକ୍ତିଙ୍କ କଥାକୁ ଅଧିକ ଗମ୍ଭୀରତାରେ ନିଅନ୍ତୁ ନାହିଁ । ଚିନ୍ତି ରହିବା କାରଣରୁ ଆପଣ ଅସୁବିଧାରେ ପଡି ପାରନ୍ତି । ଯାହା ବି କାମ କରିବେ ସେଥିରେ ଭାବି ଚିନ୍ତି କରିବେ । ପୁରୁଣା ମିତ୍ର ଦେଖାହେବ । ନିଜ କଥା ଠିକ ଭାବରେ ନ କହିବା ଦ୍ଵାରା କୌଣସି ସମସ୍ୟା ହୋଇପାରେ । ଯାହା ସହିତ ବି ସାକ୍ଷାତ କରିବେ ତାହା ସହିତ ବିନମ୍ର ଓ ସୁଖଦ ବ୍ୟବହାର କରନ୍ତୁ ।

୧୧ – କୁମ୍ଭ

ଆଜି ଅଧିକ ଖର୍ଚାର ଦିନର ଅଟେ । ପରିବାରର ବାତାବରଣରେ ବି କିଛି ଚେଞ୍ଜେସ ଆସିପାରେ । ଆଜି କିଛି ବି ଭଲ ହେବ ନାହିଁ । ସମ୍ପର୍କୀୟମାନଙ୍କ ସହ ମତଭେଦ ହୋଇପାରେ । ଆର୍ଥିକ ପ୍ରୟାସରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଆୟ ଯେତିକି ହେବ, ଖର୍ଚ ବି ସେତିକି ହେବ । ମନରେ ଅସୁବିଧା ଆସିବ । କଥା କହିବା ଉପରେ ସଂଯମତା ରଖନ୍ତୁ । ମାନ ପ୍ରତିଷ୍ଠାରେ ଭଙ୍ଗ ହେବ ।

୧୨ – ମୀନ

ଆଜି ଆପଣ ନିଜକୁ ଭଲ ଓ ଆତ୍ମବିଶ୍ଵାସ ଭରା ଅନୁଭବ କରିବେ । ଆପଣଙ୍କ ଭିତରେ ନେତୃତ୍ୱ କରିବାର ବହୁତ ଖାସ କ୍ଷମତା ଅଛି । କଲ୍ପନାରେ ବଞ୍ଚିବା ଛାଡି ଦିଅନ୍ତୁ । ଆଜି ପାରିବାରିକ ସମସ୍ୟାରେ ମନ ବିଚଳିତ ହୋଇପାରେ । ପ୍ରେମ ପାଇଁ ଭଲ ସମୟ ଅଟେ । ଆଜି ଆପଣଙ୍କ ଘରେଲୁ ଦାୟିତ୍ଵ ବଢିପାରେ । ସନ୍ତାନଙ୍କ ଅସଫଳତା ଆପଣଙ୍କୁ ଚିନ୍ତିତ କରିପାରେ ।