ଆପଣ ଜାଣିଛନ୍ତି ନରେନ୍ଦ୍ର ମୋଦିଙ୍କ ଦରମା କେତେ ?? ଭାରତର କିଏ ସବୁଠୁ ଅଧିକ ଦରମା ପାଇଥାନ୍ତି

ଆପଣ ବୋଧେ ଜାଣିନଥିବେ ଦେଶର ସବୁଠୁ ଅଧିକ ଦରମା କିଏ ପାଏ ?? କିଏ କହିପାରିବେ ରାଷ୍ଟ୍ରପତି ନ ପ୍ରଧାନ ମନ୍ତ୍ରୀ ନା ଅନ୍ୟ କେହି ? ଆସନ୍ତୁ ଜାଣିବା ଦେଶର top5 ସରକାରୀ ଚାକିରିଆ ଯାହାଙ୍କୁ ସବୁଠାରୁ ଅଧିକ ଦରମା ଆମ ଦେଶରେ ମିଳିଥାଏ ।
୧. ପ୍ରଧାନମନ୍ତ୍ରୀ :

ପ୍ରଥମେ ହେଉଛନ୍ତି ନରେନ୍ଦ୍ର ମୋଦି ଆମ ଦେଶର ପ୍ରଧାନ ମନ୍ତ୍ରୀ । ତାଙ୍କର ମାସିକ ଦରମା ହେଉଛି ₹୧୬୦୦୦୦ ଟଙ୍କା । ବାର୍ଷିକ ସେ ହାରାହାରି ₹୨୦,୦୦୦୦୦ ଲକ୍ଷ ଟଙ୍କା ଦରମା ପାଇଥାନ୍ତି । ଏତେ ଦରମା ବ୍ୟତୀତ ତାଙ୍କର ଆହୁରି ମଧ୍ୟ ବହୁତ କିଛି ସୁବିଧା ଅଛି ଯାହା ଜାଣିଲେ ଆପଣ ଚକିତ ହୋଇଯିବେ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନିବାସରେ ପୁରା ପୁରି ମାଗଣା ରୁହନ୍ତି ତାଙ୍କ ପାଇଁ ଓ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ କୌଣସି ଜାଗାକୁ ଯିବା ଆସିବା ଖାଇବା ପିଇବା ଏମିତିକି ସବୁ ଖର୍ଚ ଭାରତ ସରକାର ବହନ କରନ୍ତି ।

୨. Army ଚୀଫ :
ଏହାପରେ ହେଉଛନ୍ତି ଆର୍ମି ଚୀଫ ବିପିନ ରାବତ ତାଙ୍କର ମାସିକ ହାରାହାରି ଦରମା ₹୨୫୦୦୦୦୦ ଟଙ୍କା । ସେ ବାର୍ଷିକ ୩୦ କୋଟି ଟଙ୍କା ରୋଜଗାର କରିଥାନ୍ତି ଏହା ଛଡା ତାଙ୍କର z+ security ବେବସ୍ଥା ମଧ୍ୟ ରହିଛି ।
୩. ରାଷ୍ଟ୍ରପତି : ତୃତୀୟରେ ହେଉଛନ୍ତି ରାଷ୍ଟ୍ରପତି ଯାହାଙ୍କୁ ମାସିକ ହାରାହାରି ₹୧୫୦୦୦୦ ଟଙ୍କା

ସେ ଦେଶର ପ୍ରଥମ ନାଗରିକ ହୋଇଥିବାରୁ ତାଙ୍କୁ ସବୁଠାରୁ ଅଧିକ ସୁବିଧା ଓ ସୁଯୋଗ ମିଳିଥାଏ ସେ ଦିଲ୍ଲୀରେ ରାଜ ଭବନରେ ରହିଥାନ୍ତି ।