ମା ବାପା ଘରୁ ଯିବା ପରେ ଝିଅଟି ନିଜ ବୟଫ୍ରେଣ୍ଡକୁ ଡାକିଲା, କିନ୍ତୁ ତା ଯାଗାରେ ଆଉ କେହି ଆସି ପହଞ୍ଚିଲା – ତାପରେ ଯାହା ହେଲା ନିଜେ ଦେଖିନିଅନ୍ତୁ

ମା ବାପା ଘରୁ ଯିବା ପରେ ଝିଅଟି ନିଜ ବୟଫ୍ରେଣ୍ଡକୁ ଡାକିଲା

ଭାରତ ଭଳି ବିକାଶଶୀଳ ଦେଶରେ ଲୋକମାନେ ବିଦେଶୀ ଚାଲିଚଳନ ଦ୍ଵାରା ପ୍ରଭାବିତ ହୋଇଥାନ୍ତି। ଏହାଦ୍ବାରା ଦେଶରେ ବହୁତ ପରିବର୍ତ୍ତନ ଆସିଛି, କିଛି ପରିବର୍ତ୍ତନ ବହୁତ ଭଲ ତ କିଛି ବହୁତ ଖରାପ। ଏହାଦ୍ବାରା ବଡ ଠାରୁ ନେଇ ପିଲାମାନେ ମଧ୍ୟ ପ୍ରଭାବିତ ହେଇଇଛନ୍ତି, ନିଜ ଜୀବନ ବିଦେଶୀ ଚାଲିଚଳନ  ହିସାବରେ ବଞ୍ଚିବାକୁ ଚାହାନ୍ତି। ପୂର୍ବରୁ ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ବଧ ରଖିବାକୁ ପାପ ବୋଲି କୁହାଯାଇଥାଏ। ଧିରେ ଧିରେ ସେଥିରେ ପରିବର୍ତ୍ତନ ଆସି ଏବେ ବିବାହ ପୂର୍ବରୁ ମଧ୍ୟ ଶାରୀରିକ ସମ୍ବନ୍ଧ ରଖୁଛନ୍ତି।

୧୮ ବର୍ଷ ରୁ କମ୍ ବୟସ ର ଝିଅ

ଏବେ ସମୟ ଏମିତି ଆସିଛି କି ୧୮ ବର୍ଷ ରୁ କମ୍ ବୟସ ର ଝିଅମାନେ ସମ୍ବନ୍ଧ ରଖି ଗର୍ଭବତି ହୋଇଯାଉଛନ୍ତି। ଖରାପ ପରିସ୍ଥତିରେ ଯେତେବେଳେ ଘରଲୋକଙ୍କ ସାମ୍ନାକୁ କଥା ଆସେ ସେମାନଙ୍କୁ ଗର୍ଭପାତ କରିବାକୁ ମଧ୍ୟ ପଡିଥାଏ। ଯାହାଦ୍ବାରା କି ସେମାନଙ୍କ ସ୍ବାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ।

ଏହି ସବୁ ଘଟଣା ଠିକ୍ ଶିକ୍ଷା ନମିଳିବାରୁ ହୋଇଥାଏ। ଆମ ଦେଶରେ ସେକ୍ସ ଏଜୁକେସନ୍ କିଛି ଠିକ୍ ଠିକଣା ବି ନାହିଁ। ଯଦି ପିଲାଙ୍କୁ ଠିକ୍ ସମୟରେ ଠିକ୍ ଶିକ୍ଷା ଦିଆଯାଇପରନ୍ତା ତେବେ ସେମାନେ ଏପରି ଭୂଲ୍ କରନ୍ତେ ନାହିଁ। ସେଥିପାଇଁ ” ହୋମ ଆଲୋନ – ଏ ଟିନଏଜ ପ୍ରେଗନାଁସୀ” ନାମକ ଏକ ସର୍ଟ୍ ଫିଲ୍ମ ବନା ହେଇଛି।

ହୋମ ଆଲୋନ – ଏ ଟିନଏଜ ପ୍ରେଗନାଁସୀ

ଏହି ଫିଲ୍ମ ରେ ଦେଖାଯାଇଛି କି ଝିଅ ର ବାପା ମା ବାହାରକୁ ଯିବାପରେ ଝିଅ ନିଜ ବୟଫ୍ରେଣ୍ଡ୍  ଡାକୁଛି। କିଛି ସମୟ ପରେ ଘରର କଲିଂ ଵେଲ୍ ବଜୁଛି, ଝିଅ ଭାବୁଛି କି ତା ବୟଫ୍ରେଣ୍ଡ୍ ଆସିଲାଣି, ସେଥି ପାଇଁ ସେ କବାଟ ଖୋଲିବାକୁ  ଯାଇଛି। କିନ୍ତୁ ଦେଖିଛି କି କବାଟ ପାଖରେ ତା ବୟଫ୍ରେଣ୍ଡ୍ ନୁହେଁ ଆଉ କେହିଜଣେ ଠିଆ ହେଇଛି।

ସୁଣିକରି ଝିଅର ହୋସ୍ ଉଡ଼ିଗଲା

କବାଟ ପାଖରେ ଲେମ୍ବୁ ଲଙ୍କା ବିକ୍ରି କଲାବଲା ଝିଅଟିଏ ଛିଡ଼ା ହେଇଛି। ସେ କହୁଛି କି ଗୋଟେ ନିଅ, କିନ୍ତୁ ଝିଅଟି ମନା କରିଦିଏ। କିଛି ସମୟ ପରେ ବିକ୍ରି କରିବାକୁ ଆସିଥିବା ଝିଅଟି ଗୋଟେ କାହାଣୀ ସୁନେଇଥାଏ, ଯେ ସେ କାହିଁକି ଏସବୁ ବିକୁଛି। ନିଜେ ଏହି ଭିଡିଓ ରେ ଦେଖନ୍ତୁ କି ବିକ୍ରି କରିବାକୁ ଆସିଥିବା ଝିଅଟେ ଏହି ଝିଅକୁ କଣ କହିଲକି ତାର ହୋସ ଉଡିଗଲା।

 

ସେ କହିଲା ଏସବୁ ସେ ତା ସାଙ୍ଗକୁ ବଞ୍ଚେଇବା ପାଇଁ କରୁଛି ଯିଏ କି ମାତ୍ର ୧୬ ବର୍ଷର ଆଉ ପ୍ରେଗନାଂଟ ଅଛି , ଏହି ପଇସାରେ ସେମାନେ ତାର ଅବୋରେସନ କରିବାକୁ ଚାହୁଛନ୍ତି। ଯିଏକି ଏହି ଝିଅଟି ପରି ଅନୈତିକ ସମ୍ପର୍କ ରଖି ପ୍ରେଗନାଂଟ ହେଇଯାଇଛି। ଏଥିରୁ ସେ ଝିଅଟିକୁ ଉଚିତ ଶିକ୍ଷା ମିଳିଛି ଓ ସେ କରିବାକୁ ଯାଉଥିବା ଭୁଲକୁ ବୁଝିପାରିଛି।