ଆଜିର ରାଶିଫଳ, 8 ଜୁଲାଇ 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୮ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଆଧ୍ୟତ୍ମିକତା ଆଡକୁ ଆକର୍ଷିତ ହେବେ । କାର୍ଯ୍ୟ କ୍ଷେତ୍ର ରେ ବିସ୍ତାର ହେବାର ସଂକେତ ରହିଛି । ବ୍ଯବସାୟିକ କ୍ଷେତ୍ର ରେ ବୃଦ୍ଧି ହେବ । ବିତ୍ତୀୟ ପାଖ ମଜବୁତ ହେବ । ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରିଲେ ଆପଣଙ୍କୁ ଭାରି ପଡିପାରେ । ମିତ୍ର ମାନଙ୍କ ସହ ମସ୍ତି ଭରା ସମୟ ବ୍ଯତୀତ କରିବେ । ଆପଣଙ୍କର ସର୍ବତ୍ର ପ୍ରଶଂସା ହେବ । ବଡ ଫାଇଦା ମିଳିପାରେ । ଆପଣଙ୍କୁ ଅଫିସରେ ସହଯୋଗୀଙ୍କର ସହଯୋଗ ମିଳିପାରେ । ବରିଷ୍ଠ ଆପଣଙ୍କର ପ୍ରଶଂସା କରିବେ ।

ବୃଷ ରାଶି : ଆଜି ଏକା ଥିବା ଲୋକଙ୍କୁ କାହାର ସାଥ ମିଳିବାର ସମ୍ଭାବନା ରହିଛି । କିଛି ନୂଆ ଶିଖିବାର ଇଚ୍ଛା ରଖିବେ । ପରିବାର ଲୋକଙ୍କର ରାଏ ନେଇ କୌଣସି ଯୋଜନା ପ୍ରସ୍ତୁତ କରନ୍ତୁ । କୋର୍ଟ କେସ ପରିଣାମ ଆପଣଙ୍କ ପାଖ ରେ ରହିବ । ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଚାକିରି କ୍ଷେତ୍ର ରେ ନୂଆ ଦାୟିତ୍ଵ ମିଳିପାରେ । ଆଜି ଅଚାନକ ରାଗ ଆସିପାରେ କିନ୍ତୁ ବହୁତ ଜଲ୍ଦି ଶାନ୍ତ ହୋଇଯିବେ । ଧନ ବୃଦ୍ଧି କରିବା ପାଇଁ ଆପଣ ନୂଆ ଲୋକଙ୍କ ସହ ବ୍ୟବସାୟ ଆରମ୍ଭ କରିବେ । ରାଜକାର୍ଯ୍ୟ ରେ ବାଧା ଆସିପାରେ ।

ମିଥୁନ ରାଶି : ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଚିକିତ୍ସକଙ୍କ ଖର୍ଚ୍ଚ ବଢିପାରେ । କାର୍ଯ୍ୟ କ୍ଷେତ୍ର ରେ କଠିନ ପରିସ୍ଥିତି ର ସାମନା କରିବାକୁ ପଡିପାରେ । ଧର୍ଯ୍ୟ ସହକାରେ କାମ ପୂରଣ କରନ୍ତୁ । ମନ ମୁତାବକ କାମ ହେଉ ନାହି ତ ଆଜୀବିକାର ନୂଆ ଯୋଜନା ଆରମ୍ଭ କରନ୍ତୁ । ଅଟକି ରହିଥିବା ଧନ ଫେରି ପାଇବା ପାଇଁ ଆପଣଙ୍କୁ କଠିନ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଆପଣଙ୍କୁ ଭୁଲ ବୁଝାମଣା ମଧ୍ୟ ହୋଇପାରେ । କାରୋବାର କରୁଥିବା ଲୋକଙ୍କ ସହ ସମୟ କଠିନ ହୋଇପାରେ କିନ୍ତୁ ନିରାଶ ହୁଅନ୍ତୁ ନାହି । ଜଲ୍ଦି ହିଁ ପରିସ୍ଥିତି ଅନୁକୂଳ ହୋଇଯିବ ।

କର୍କଟ ରାଶି : ଆଜି ଆପଣ ବହୁତ ଅଧିକ ବ୍ୟସ୍ତ ରହବେ । ଆଜି ଆପଣ ଜନତାଙ୍କର ପ୍ରିୟ ହେବେ । ଆପଣଙ୍କ ଠାରେ ବିଶେଷ ଆକର୍ଷଣ ରହିବ । ଜମିବାଡି ସମ୍ବଧିତ କ୍ଷେତ୍ର ରେ ଉତ୍ତମ ଲାଭ ମିଳିବ । ଆଜି ପିତାଙ୍କ ଆଶୀର୍ବାଦ ରୁ ଶାସନ ଦ୍ଵାରା ସମ୍ମାନିତ ପାଇବାର ସମ୍ଭାବନା ରହିଛି । ଆଜି କୌଣସି ପରକାରର ବାଦ ବିବାଦ ଠାରୁ ବଞ୍ଚିତ ରୁହନ୍ତୁ । ନିଜର ମେହନତର ଧନ କୁ ବୁଝି ବିଚାରୀ ଖର୍ଚ୍ଚ କରନ୍ତୁ ।

ସିଂହ ରାଶି : ଆଜି ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣଙ୍କ ଧ୍ୟାନ ଆପଣଙ୍କ ଲକ୍ଷ୍ୟ ଉପରେ ରହିବେ । ଅଯଥା ଖର୍ଚ୍ଚ ପାଇଁ ଆପଣଙ୍କର ଆର୍ଥିକ ହାନି ହୋଇପାରେ । ସତର୍କତା ସହ ଖର୍ଚ୍ଚ କରନ୍ତୁ । କୌଣସି କାରଣ ପାଇଁ ଦିନ ସାରା ମୁଡ ଖରାପ ହୋଇପାରେ । ନୂଆ ପରିଚିତ ଅଥବା ନୂତନ ସଉଦା ଆପଣଙ୍କ ପାଇଁ ଚିନ୍ତା ର କାରଣ ହୋଇପାରେ । କେହି ଆପଣଙ୍କ ପାଇଁ ଆର୍ଥିକ ସମସ୍ଯା ସୃଷ୍ଟି କରିପାରେ । କାର୍ଯ୍ୟ ସ୍ଥଳରେ ଅଧିକାରୀ ଓ ପ୍ରଭାବଶାଳୀ ଲୋକଙ୍କ ସହ ମାର୍ଗ ଦର୍ଶନ ମିଳିବ ।

କନ୍ୟା ରାଶି : ଆଜି କିସ୍ମତ ଆପଣଙ୍କର ସାଥ ଦେବ । ଆପଣଙ୍କ ଅନ୍ୟ ର ଭାବନାକୁ ସମାନ କରି ଆଗକୁ ବଢିବେ । ଘରେ ଖୁସି ର ମହୋଲ ରହିବ । କୌଣସି ପ୍ରିୟଜନ ଙ୍କ ଠାରୁ ଖୁସି ଖବର ମିଳିପାରେ । ଆପଣଙ୍କର ଆର୍ଥିକ ସ୍ଥିତି ବେହତର ରହିବ । କାର୍ଯ୍ୟ କ୍ଷେତ୍ର ରେ ନୂଆ ଯୋଜନାର ନୂଆ ରାସ୍ତା ମିଳିବ । ଆଜି ଆପଣଙ୍କର କାମ କାର୍ଯ୍ୟ ରେ ଅଟକି ରହିଥିବା ବାଧା ଦୂର ହେବ । ଆଜି କୌଣସି ଅଜଣା ବ୍ୟକ୍ତି ଙ୍କ ଠାରୁ ଆପଣଙ୍କୁ ଏମିତି ଶିକ୍ଷା ମିଳିବ କି ଯାହାକୁ ଆପଣଙ୍କର ଜରୁରତ ରହିଛି ।

ତୁଳା ରାଶି : ଆଖ ପାଖର ଓ ସାଥି ଲୋକଙ୍କ ଆଗରେ ଆପଣଙ୍କର ଭଲ ଇମେଜ ରହିବ । କୌଣସି ବିଶିଷ୍ଟ ବ୍ୟକ୍ତି ଙ୍କ ସମ୍ପର୍କ ବଢିପାରେ । ପାରିବାରିକ ମତଭେଦ ହୋଇପାରେ । ସମୟ ଥାଉ ଥାଉ ଧନ ସଞ୍ଚୟ କରନ୍ତୁ । କୌଣସି ଖାସ କ୍ଷେତ୍ର ରେ ସଫଳତା ହାସଲ କରିବା ପାଇଁ ଆପଣ ତତ୍ପର ରହିବେ । ବାହନ, ଅଗ୍ନି ଆଦି ପ୍ରୟୋଗ ରେ ଅବହେଳା କରନ୍ତୁ ନାହି । ସକାଳେ ସ୍ଵାମୀ ସ୍ତ୍ରୀ ଭଗବାନ କୃଷ୍ଣଙ୍କର ଉପାସନା କରନ୍ତୁ । ଆପଣଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ ।

ବିଛା ରାଶି : କାରୋବାର କ୍ଷେତ୍ର ରେ ଆପଣଙ୍କୁ କୌଣସି ଜାଗାକୁ ଯାତ୍ରା କରିବାକୁ ପଡିପାରେ ଯାହା ଆପଣଙ୍କ ପାଇଁ ଫାଇଦା ଆଣିବ । ଆପଣଙ୍କ ମନ ପୂଜା ପାଠ ରେ ଅଧିକ ଲାଗି ରହିବ । ଆପଣଙ୍କର ଅଟକି ରହିଥିବା ଧନ ଫେରି ପାଇବେ । ଆପଣଙ୍କୁ କୌଣସି କ୍ଷେତ୍ର ରୁ ଶୁଭ ଖବର ମିଳିପାରେ । ଭରପୁର ରଚାନାତ୍ମକ ଓ ଉଶ୍ଚାହ ଆପଣଙ୍କୁ ଆଉ ଏକ ଫାଇଦାମନ୍ଦ ଦିନ ନେଇ ଆସିବ । ଆପଣ ନୂଆ କାମ କରିବାକୁ ଚିନ୍ତା କରିବେ । ସୋସିଆଲ ମିଡିଆ ଜରିଆରେ ଆପଣ ନୂଆ ବନ୍ଧୁ ସ୍ଥାପନ କରିବେ ।

ଧନୁ ରାଶି : ଆଜି ଏମିତି କିଛି କଥା ଉଜାଗର ନ କରନ୍ତୁ ଯାହା ବ୍ୟକ୍ତିଗତ ଓ ଗୋପନୀୟ ଥିବ । ଚାକିରି କ୍ଷେତ୍ରରେ ପ୍ରମୋଶନ ହେବାର ଯୋଗ ରହିଛି । କୌଣସି କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହି । ଆପଣଙ୍କ କଥା ରେ କାହା ସହ ମନ ଦୁଖ ହୋଇପାରେ । ଆଜି ଆପଣଙ୍କୁ ଆଖ ପାଖରେ ଅନୁକୂଳ ପରିସ୍ଥିତି ହେବ । ଆପଣଙ୍କୁ ସବୁ କ୍ଷେତ୍ର ରେ ଲାଭ ପ୍ରାପ୍ତ ହେବ । ନିଜର ଲକ୍ଷ୍ୟ ପାଇବା ପାଇଁ ସଫଳ ହେବେ । ବିବାଦରୁ ବଞ୍ଚିତ ରୁହନ୍ତୁ । ଲେନଦେନ ଓ ନିବେଶ ମାମଲାରେ ନୂଆ ପ୍ଳାନ କରିବେ ।

ମକର ରାଶି : ଆଜି ଆପଣଙ୍କୁ ବାଦ ବିବାଦ ରୁ ଦୂରେଇ ରୁହନ୍ତୁ । ଯଦି ଆପଣଙ୍କୁ ଚାକିରି କରିବାର ଅଛି ତ ଆପଣଙ୍କର ପ୍ରମୋଶନ ଓ ଆୟ ରେ ବୃଦ୍ଧି ହେବାର ପ୍ରବଳ ସମ୍ଭାବନା ରହିଛି । ବେହତର ହେବ ଆପଣ ମନ ଲଗାଇ ପୁରା ଲଗନ ସହକାରେ କାମ କରନ୍ତୁ । ବେପାର ସହ ଜଡିତ ଲୋକ ମାନଙ୍କୁ ଆଜି ନୂଆ କ୍ଳାଇଣ୍ଡ ସହ ଦେଖା କରିବାର ଅବସର ମିଳିବ । ଲୋକ ମାନେ ନିଜର ସମସ୍ୟାକୁ ଆପଣଙ୍କ ଆଗରେ କହିବେ । ସେମାନଙ୍କର ସମସ୍ଯା ସମାଧାନ କରିବାକୁ ଚେଷ୍ଟା କରିଲେ ଆପଣଙ୍କର ଆଗାମୀ ସମୟ ଭଲ ରହିବ ।

କୁମ୍ଭ ରାଶି : ଆଜି ମାତା ପିତା ଙ୍କ ସହ ଧାର୍ମିକ ସ୍ଥଳ ଦର୍ଶନ କରିବାକୁ ଯାଇ ପାରନ୍ତି । ପରିବାରର ଲୋକଙ୍କ ଆଶା ରେ ଆପଣ ପୁରା କରିବେ । ସନ୍ତାନଙ୍କ ଠାରୁ ଶୁଭ ସମାଚାର ପ୍ରାପ୍ତ ହେବ । ପାର୍ଟନରସିପ ରେ କୌଣସି କମ ଆରମ୍ଭ କରନ୍ତୁ ନାହି । କେହି ଆପଣଙ୍କର ଇମେଜ ଖାରାପ କରି ପାରନ୍ତି । ପାରିବାରିକ ଜୀବନରେ ସ୍ଥିତି ସାମାନ୍ଯ ରହିବ । ଆପଣଙ୍କର ଚେଷ୍ଟା ସଫଳ ରହିବ । ଧନ ଆଗମନର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ବେହତର ରହିବ । ସରକାରୀ କ୍ଷେତ୍ରରେ ଦୌଡ ଧାପଡ କରିବାକୁ ପଡିପାରେ ।

ମୀନ ରାଶି : ବିଦ୍ୟାର୍ଥୀ ବର୍ଗ ପଢିବା ଓ ଲେଖିବା ଆଦିରେ ଉଶ୍ଚାହ ସହକାରେ କାମ କରିବେ । ଆଜି ଦିନରେ ପ୍ରିୟଜନ ଙ୍କ ସହ ବାଦ ବିବାଦ ହେବାର ସମ୍ଭାବନା ରହିଛି । ଘରର ଲୋକଙ୍କ ସହ ଆଜି ଅଧିକ ସମୟ ବ୍ଯତୀତ କରିବାର ଅବସର ମିଳିବ ନାହି । ଜୀବନ ସାଥି ଙ୍କ ମୁଡ ଆଜି ଠିକ ରହିବ ନାହି । ଆପଣଙ୍କ ଶତ୍ରୁ ମାନେ ଆପଣଙ୍କୁ ହଇରାଣ କରିବେ । ଶିକ୍ଷା ପ୍ରତିଯୋଗୀତା କ୍ଷେତ୍ର ରେ ଚାଲିଥିବା ପ୍ରୟାସ ଫଳପ୍ରଦ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।