ଆଜିର ରାଶିଫଳ, 7 ସେପ୍ଟେମ୍ବର 2020, ସୋମବାର, ମହାଦେବଙ୍କ କୃପାରୁ ଏହି ୬ଟି ରାଶିର ଖରାପ ଦିନ ହେଲା ଶେଷ, ଅଧିକ ଟଙ୍କା ରୋଜଗାର କରିବାର ମିଳିବ ସୁଯୋଗ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । କିଛି ଜରୁରୀ କାଳୀନ କାର୍ଯ୍ୟ ସହଜରେ ପୂରଣ ହୋଇଯିବ । ପରିବାରର ମହୋଲ ଭଲ ରହିବ ସମ୍ପର୍କୀୟମାନଙ୍କ ସହିତ ଭରପୂର ସହଯୋଗ ମିଳିବ । ଛାତ୍ରଙ୍କର ଶିକ୍ଷା ଓ ପ୍ରତିଯୋଗୀତାରେ ସଫଳତା ପ୍ରାପ୍ତି ହେବ । ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ ଯାହା ଦ୍ଵାରା ଆପଣଙ୍କର ସନମାନ ବଢିବ । ବ୍ୟବସାୟ ବହୁତ ଭଲରେ ଚାଲିବ ଧନଲାଭ ସ୍ଥିତି ଭଲ ରହିବ । ଶାରୀରିକ ରୂପରେ ଟିକେ ଆପଣ ଥକିବା ଅନୁଭବ କରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ବାହନ ଚଳେଇବାରେ ସାବଧାନ ରଖନ୍ତୁ । ଆପଣ ଆଜି ଇଷ୍ଟଦେବଙ୍କୁ ପ୍ରଣାମ କରନ୍ତୁ , ଆପଣଙ୍କ ଜୀବନରେ ଖୁସି ଲହରୀ ଖେଳିଯିବ ।

ବୃଷ

ଆଜି ଆପଣ ବହୁତ ପରିଶ୍ରମ କରିବେ । କିନ୍ତୁ ସବୁ କାର୍ଯ୍ୟରେ ସଫଳତା ହାସିଲ କରିବେ । ଆଜି ମାଙ୍କର ସହଯୋଗ ପ୍ରାପ୍ତି ହେବ । ବ୍ୟବସାୟିକରେ ଗତିବିଧିରେ ସଫଳତା ହାସିଲ କରିବେ । ଆପଣଙ୍କର ରାଶିରେ ଗ୍ରହ ଓ ନକ୍ଷତ୍ରରେ ଅନୁକୂଳ ରହିବ  ଯାହା ଦ୍ଵାରା ଆକସ୍ମିକ ଧନ ପ୍ରାପ୍ତ ମଧ୍ୟ ହେବ । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନଭାବ ବଢିବ । ବ୍ୟାପାରକୁ ନେଇକି ଆପଣ କୌଣସି ଯାତ୍ରାରେ ଆପଣ ଯାଇ ପାରନ୍ତି । ତାହା ଲାଭଦାୟକ ସିଦ୍ଧ ହେବ । ପରିବାରରେ କଳହ ହେବାର ସମ୍ଭାବନା ଅଛି । ଆଜି ଦିନରେ ଶିବଲିଙ୍ଗକୁ ଦର୍ଶନ କରନ୍ତୁ , ଆପଣଙ୍କ ମନ ମୁତାବିକ ସଫଳ ହେବ ।

ମିଥୁନ

ଆଜି ଦିନଟି ଆପଣଙ୍କ  ଠିକ ଠାକ ରହିବ ।  ଆଜି ଆପଣଙ୍କର ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତ ହୋଇପାରିବ । ଆଜି ସମଯରେ ଆପଣଙ୍କର ପରିବାରରେ ପ୍ରତିଷ୍ଠା ବଢିପାରେ । ପରିବାରରେ ମହୋଲ ଭଲ ରହିବ । ସମ୍ପର୍କୀୟ ମାନଙ୍କ ସହ ଆନନ୍ଦ ପୂର୍ବକ ସମୟ ବ୍ୟତୀତ  କରିବେ । ଭଗବାନଙ୍କୁ ଭକ୍ତି କରିବା ଦ୍ଵାରା ଆପଣଙ୍କୁ ଶାନ୍ତି ମିଳିପାରେ । ବ୍ୟବସାୟରେ କାର୍ଯ୍ୟରେ ତଥା ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ । କାର୍ଯ୍ୟ କ୍ଷେତ୍ରର କାମ ଅଧିକ ରହିବ କିନ୍ତୁ ନିଜର ଚେଷ୍ଟା କରିବା ଦ୍ଵାରା ସଫଳତା ପ୍ରାପ୍ତି ହେବ । ଧନ ଖର୍ଚ ମଧ୍ୟ ଅଧିକ ରହିବ । ଆଜି ଦିନରେ ଶିବଲିଙ୍ଗକୁ ଦର୍ଶନ କରନ୍ତୁ , ଆପଣଙ୍କ ମନ ମୁତାବିକ ସଫଳ ହେବ ।

କର୍କଟ

ଆଜି ଦିନଟି ସ୍ଵାସ୍ଥ୍ୟରେ ଉଚ ନୀଚ ରହିପାରେ । ଆଜି କିଛି କାମ ହଉ ହଉ ଅଟକି ଯିବ । କ୍ରୋଧ ଦ୍ଵାରା ଆପଣ କିଛି କ୍ଷତି କରିପାରନ୍ତି । ବେରୋଜଗାରଙ୍କୁ ରୋଜଗାରର ଉପଲବଧ ହୋଇପାରେ । ଧର୍ମ ଓ କର୍ମ ସହିତ ପରଉପକାର କାର୍ଯ୍ୟ ମଧ୍ୟ କରିବେ । ସମ୍ପର୍କୀୟ ମାନଙ୍କ ସହ ଆନନ୍ଦପୂର୍ବକ ଦିନ ବ୍ୟତୀତ କରିବେ । କାର୍ଯ୍ୟ ଭାର ଅଧିକ ରହିବ ଆଉ ଦିନଟି ଦଉଡା ଦୌଡିରେ ସମୟ ବିତେଇବେ । ପାରିବାରିକ କଳହ ହେବାର ସମ୍ଭାବନା ରହିବ ସେଥିପାଇଁ ନିଜର ବାଣୀ ଉପରେ ସଂଯମ ରଖନ୍ତୁ ।  ଆଜି ମନ୍ଦିରକୁ ସଫା କରନ୍ତୁ ଆପଣ ଦିନ ଅନୁକୂଳ ରହିବ ।

ସିଂହ

ଆଜି ଆପଣଙ୍କର ଭାଗ୍ୟ ସାଥ ଦେବ । ଆଜି ବ୍ୟାପାରରେ ଧନ ଲାଭ ହେବ । ଆର୍ଥିକ ପକ୍ଷ ମଜବୁତ ରହିବ । ଉନ୍ନତି କରିବା ପାଇଁ ନୂଆ ରାସ୍ତା ଖୋଲିଯିବ । କାର୍ଯ୍ୟ କ୍ଷେତ୍ରରେ ଆକସ୍ମିକ ଧନ ଲାଭ ଆଉ ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ଯୋଗ ମଧ୍ୟ ଅଛି । ବ୍ୟପରର ସମ୍ବନ୍ଧିତ ଆପଣ ବାହାରକୁ ଯାଇ ପାରନ୍ତି । ପଇସା ନେବା ଦେବାରେ ସାବଧାନୀ ରୁହନ୍ତୁ । ଅନ୍ୟଥା ବଡ କ୍ଷତି ମଧ୍ୟ ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ଧନ ଲାଭର ସ୍ଥିତି ରହିବ ,କିନ୍ତୁ ଅନାବଶ୍ୟକ ବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ରହ୍ମାଣ ଗୋଡ ଛୁଇ କରି ଆଶୀର୍ବାଦ ନିଅନ୍ତୁ , କାମରେ ସ୍ଥିରତା ବଜାୟ ରଖନ୍ତୁ ।

କନ୍ୟା

ଆଜି ଆପଣଙ୍କର ଦିନଟି ଅନୁକୂଳ ରହିବ । ଆଜି କିଛି ଛୋଟ ମୋଟ କଥା ଆଗକୁ ଯାଇକି ମହତ୍ବପୂର୍ଣ ହୋଇପାରେ । ଆପଣ ଖୁସିରେ ରହିବେ । ପରିଜନ ଓ ସାଙ୍ଗମାନଙ୍କର ଭରପୁର ସହଯୋଗ ମିଳିବ । ପରିବାରରେ କିଛି କାମକୁ ନେଇ ଆପଣ ଚିନ୍ତାଗ୍ରସ୍ତ ରହିବେ । ଆପଣ କାର୍ଯ୍ୟକୁ ନେଇ ଦଉଡା ଦୌଡି କରିବେ କିନ୍ତୁ ସଫଳତା ମିଳିବା ଦ୍ଵାରା ମନ ପ୍ରସନ୍ନ ରହିବ । ଛାତ୍ରମାନଙ୍କ ପାଇଁ ଆପଣଙ୍କର ସମୟଟି ଭଲ ରହିବ । ସାମାଜିକ କାର୍ଯ୍ୟରେ ଭାଗ ନେବେ ଯାହା ଦ୍ଵାରା ସମଯରେ ପ୍ରତିଷ୍ଠା ବଢିବ । ନୂଆ ଲୋକଙ୍କ ସହିତ ଦେଖା ହବ ଯାହା ଦ୍ଵାରା ଲାଭ ଦାୟକ ମଧ୍ୟ ରହିବ । ଗାଡି ଚଳେଇବା ସମୟରେ ଧ୍ୟାନ ଦିଅନ୍ତୁ । ଆଜି ମନ୍ଦିରରେ ଦୀପ ଜଲାନ୍ତୁ , ଜୀବନରେ ଅନ୍ୟମାନଙ୍କ ସହଯୋଗ ମିଳିବ ।

ତୁଳା

ଆଜି ଆପଣଙ୍କର ଦିନଟି ସାମାନ୍ଯ ରହିବ । ଆପଣ ନିଜର କ୍ଷମତା ସୁନ୍ଦର କରିବା ପାଇଁ ପରିଶ୍ରମ ମଧ୍ୟ କରିବେ । ଧାର୍ମିକ ଓ ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢିବ । ପରିବାରରେ ମହୋଲ ଭଲ ରହିବ । କାରୋବାରକୁ ନେଇ ଆପଣ ଯାତ୍ରାକୁ ମଧ୍ୟ ଯିବେ । ନୂଆ କାର୍ଯ୍ୟରେ ଆପଣଙ୍କୁ ପ୍ରେରଣା ମଧ୍ୟ ମିଳିପାରେ । ଥକିବା ଦ୍ଵାରା ଆପଣ ପୂର୍ତ୍ତି ଅନୁଭବର ଅଭାବ ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ଏବଂ ବାଣୀ ଉପରେ ସଂଯମ ରଖନ୍ତୁ । ଆଜି ଦିନରେ ବାପାଙ୍କୁ ଉପହାର ଦିଅନ୍ତୁ , ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ବିଚ୍ଛା

ଆଜି ଆପଣଙ୍କର ଦିନଟି ଆନନ୍ଦ ପୂର୍ବକ ରହିବ । ଆଜି କିଛି ନୂଆ କରିବାରେ ଇଚ୍ଛା କରିପାରନ୍ତି । ଆଜି ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ଅଧିକ ରହିବ । ଏହି ରାଶି ମାନଙ୍କରେ ଗ୍ରହ ଅନୁକୂଳର ସ୍ଥିତି ରହିବା ଦ୍ଵାରା ବ୍ୟାପାର ବାଣିଜ୍ୟରେ ଧନ ଲାଭ ତଥା ଚାକିରି କ୍ଷେତ୍ରରେ ଉନ୍ନତିର ଯୋଗ ମଧ୍ୟ ରହିଛି । କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ମଧ୍ୟ ଚୂନର୍ତି ପୂର୍ଣ ରହିବ । ଚାକିରି କ୍ଷେତ୍ରରେ ଉନ୍ନତି କିମ୍ବା ବେତନ ବୃଦ୍ଧି ମାମଲା ଟଲିଯାଇପାରେ । ସେଥିପାଇଁ ଖର୍ଚ ଉପରେ ନିଯନ୍ତ୍ରଣ ରଖନ୍ତୁ । ଜମି ବାଡି ସେୟାର ବଜାରରେ ନିବେଶ କରିବା ଦ୍ଵାରା ଫାଇଦା ରହିପାରିବେ । ବ୍ୟବସାୟ ମାନ୍ଦା ରହିବ ଏବଂ କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ କିନ୍ତୁ ନିଜ ପରିଶ୍ରମ ଫଳରେ ସଫଳତା ମିଳିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ବିବାଦ ଉପୁଜି ପାରେ ଆଜି ନିଜ ମସ୍ତକରେ ଚନ୍ଦନ ଟିକା ଲଗାନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ  ।

ଧନୁ

ଆଜି ବହୁତ ଖୁସିରେ ରହିବେ ଆଜି ଯେଉଁ କାମ କରିବେ ତାହା ସମୟପୂର୍ବରୁ ସରିଯିବ । ଛାତ୍ରଙ୍କ ପାଇଁ ଦିନଟି ଭଲରେ ରହିବ । ବ୍ୟବସାୟିକ ଗତିବିଧିରେ ପ୍ରଗତିରେ ଧନ ଲାଭ ସ୍ଥିତି ରହିବ । ପରିଜନ ଓ ମିତ୍ର ସହିତ ପିକନିକ କିମ୍ବା ଧାର୍ମିକ ଯାତ୍ରାର ଆୟୋଜନ କରିବେ । ଆର୍ଥିକ ଦୃଷ୍ଟିରେ ସ୍ଥିତି ମଜବୁତ ହେବ । ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ ଯାହା ଦ୍ଵାରା ସମାଜରେ ସନମାନ ବଢିବ । ନୂଆ କାର୍ଯ୍ୟରୁ ଆରମ୍ଭ କରିବାରେ ବଞ୍ଚନ୍ତୁ ପଇସା ନେଣ ଦେଣ ନ କରନ୍ତୁ । ଆବଶ୍ୟକ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶାରୀରିକ ରୂପରେ ଥକିବା କିମ୍ବା ଅସ୍ଵାସ୍ଥ୍ୟ କର ଅନୁଭବ କରିବେ । ମନ୍ଦିରକୁ ଯାଇକି କିଛି ସମୟ ବ୍ୟତୀତ କରନ୍ତୁ , ଲାଭ ଅବସର ପ୍ରାପ୍ତ ହେବ ।

ମକର

ଆଜି ଆପଣଙ୍କର ଦିନତି ଭଲ ରହିବ । ଅନ୍ୟ ଲୋକମାନଙ୍କ ଉପରେ ଧ୍ୟାନ ଦବା ଆଗରୁ ନିଜ ଉପରେ ଧ୍ୟାନ ଦିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଦ୍ଵାରା ସହଯୋଗ ମିଳିବ । ପରିବାରର ମହୋଲ ଭଲ ମିଳିବ । ସମ୍ପର୍କୀୟ ସହିତ ଆନନ୍ଦ ପୂର୍ବକ ସମୟ ବ୍ୟତୀତ ହେବ । ପୁରୁଣା ମିତ୍ର ସହିତ ଦେଖା ହୋଇପାରେ । ଯାହା ଦ୍ଵାରା ଆପଣ ବହୁତ ଲାଭଦାୟକ ମଧ୍ୟ ରହିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କାମ ପ୍ରତି ସକ୍ରିୟ ରହନ୍ତୁ ସାବଧାନୀ ମଧ୍ୟ ରହନ୍ତୁ କାହିଁକି କି ଅଚାନକ ଅସୁବିଧା ଜନକ ସ୍ଥିତି ଆସିପାରେ । ସ୍ୱାସ୍ଥ୍ୟ ଉପରେ କିଛି ବଧ ବିଘ୍ନ ଆସିବା ନାହିଁ । ଆଜି ବ୍ରାମହଣଙ୍କୁ ବସ୍ତ୍ର ଦାନ କରନ୍ତୁ , ଆପଣଙ୍କ ପରିବାରରେ ସୁଖ ସୌଭାଗ୍ୟ ପ୍ରାପ୍ତି ହେବ ।

କୁମ୍ଭ

ଆଜି ଆପଣଙ୍କ ଦିନଟି ପସନ୍ଦିତା ରହିବ । ଆଜି ନିଜ ପାଇଁ ପ୍ରଜ୍ୟାପ୍ତ ସମୟ ରହିବ । ଯାହାର ଆପଣ ପୁରା ଫାଇଦା ଉଠେଇବେ । ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଭଲ ପାଇବା ବଢିବ । ଆଉ ଭଗବାନଙ୍କୁ ଭକ୍ତି ଦ୍ଵାରା ଶାନ୍ତି ମିଳିବ । ବୌଦ୍ଧିକ ତଥା ଧାର୍ମିକ କାର୍ଯ୍ୟ ପ୍ରତି ସକ୍ରିୟ ରହିବେ । ବ୍ୟବସାୟ ଓ ବାଣିଜ୍ୟ ଆପଣଙ୍କର ଭଲ ଚାଲିବ । ପୈତୃକ ସମ୍ପତ୍ତିରେ ଲାଭ ମଧ୍ୟ ମିଳିବ । କିନ୍ତୁ ଅନାବଶ୍ୟକ ଖର୍ଚ ଅଧିକ ମଧ୍ୟ ରହିବ । ଶାରୀରିକ ଓ ମାନସିକ  ରୂପରେ ଥକା ଅନୁଭବ କରିବେ । ଆଖି କିନ୍ତୁ କମଜୋର ପଡିପାରେ । ସୂର୍ଯ୍ୟ ଦେବଙ୍କୁ ନମସ୍କାର କରନ୍ତୁ । ଆପଣଙ୍କର ଧାନ ବୃଦ୍ଧି ହେବ ।

ମୀନ

ଆଜିର ଆପଣଙ୍କର ଦିନଟି ମିଳି ମିଶକି ରହିବେ । ଅଫିସରେ ସମସ୍ତଙ୍କ ସହିତ ପାଇବା ପାଇଁ କଷ୍ଟ ହୋଇପାରେ । ଚାକିରି କ୍ଷେତ୍ରରେ ଲୋକମାନଙ୍କର ଆୟ ବୃଦ୍ଧି  ଓ ଉନ୍ନତି ମଧ୍ୟ ହେବ । ସାମାଜିକ କାର୍ଯ୍ୟରେ ଭାଗ ନେବେ ଯାହା ଦ୍ଵାରା ସମାଜରେ ସନମାନ ବଢିବ । ଅନାବଶ୍ୟକ ଖର୍ଚ ମଧ୍ୟ ଅଧିକ ହେବ ଆର୍ଥିକ ସ୍ଥିତି ମଧ୍ୟ କମ ହୋଇପାରେ । ପରିବାରରେ କଳହ ହେବାର ସମ୍ଭାବନା ରହିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ । ବାହାରକୁ ଆପଣ ଯାଆନ୍ତୁ ନାହିଁ । ଆପଣଙ୍କୁ ବଡ ଆଘାତ ଲାଗିପାରେ । ବଡ ମାନଙ୍କର ଆଶୀର୍ବାଦ ନିଅନ୍ତୁ , ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।